Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଦେଖନ୍ତୁ ଭିଡିଓ] ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକାଇଲେ ‘ଅଗ୍ନିପଥ’ ବିକ୍ଷୋଭକାରୀ

ଚଣ୍ଡିଗଡ଼: ‘ଅଗ୍ନିପଥ’କୁ ବିରୋଧ । ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । ଦେଶବ୍ୟାପୀ ଅଗ୍ନିପଥକୁ ନେଇ ନିଆଁ ଜଳୁଛି । ପ୍ରତିବାଦ ଜାରି ରହିଥିବା ବେଳେ ଆଶାୟୀ ଆନ୍ଦୋଳନକାରୀ ନିଜ ଜିଦରେ ଅଡ଼ି ବସିଛନ୍ତି । ଯଦିଓ ସେନାରେ ଭର୍ତ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାରେ ରାଜ୍ୟ…

ଆଜମଗଡ଼ରେ ପୁଣି ଯୋଗୀ ଅଖିଳେଶ ଲଢ଼େଇ

ଲକ୍ଷ୍ନୈା: ଉତ୍ତରପ୍ରଦେଶର ସବୁଠୁ ହଟ୍ ସିଟ୍ ଆଜମଗଡ଼ରେ ଆସନ୍ତା ସପ୍ତାହରେ ହେବ ନିର୍ବାଚନ ।  ଆଜମଗଡରେ ହେବାକୁ ଥିବା ଲୋକସଭା ଉପ-ନିର୍ବାଚନରେ ଏସପି ଏବଂ ବିଜେପି ମଧ୍ୟରେ ଚାଲିଛି ଜୋରଦାର ଲଢ଼େଇ । ଅଖିଳେଶ ଯାଦବଙ୍କ ଇସ୍ତଫା ପରେ ଖାଲିଥିବା ଏହି ଆସନରେ ଯୋଗୀଙ୍କ ପ୍ରାର୍ଥୀ ଜିତିବ ନା…

ଗୁଜରାଟ ଗୌରବ ଅଭିଯାନ: ୨୧ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ

ଅହମଦାବାଦ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ଭଦୋଦରା ଠାରେ ଗୁଜରାଟ ଗୌରବ ଅଭିଯାନରେ ଯୋଗ ଦେଇଛନ୍ତି । ସେ ୨୧ ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । କାର୍ଯ୍ୟକ୍ରମର ୨୧ ହଜାର କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ…

ଅଗ୍ନିବୀରଙ୍କୁ ବଢ଼ିଆ ଅଫର: ମିଳିବ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ମିଳିବ ସଂରକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ମିଳିବ ସୁବିଧା  । ଏଭଳି  ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂ ମଞ୍ଜୁର କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ, ପ୍ରତିରକ୍ଷା ବେସାମରିକ…

୧୬ ସାଇକେ ଆଷ୍ଟ୍ରୟଡ: ଏଠାରେ ଅଛି ୭୦୦ କ୍ୱିଟିଂଲିୟନ ଡଲାର ମୂଲ୍ୟର ଖଣିଜ ପଦାର୍ଥ

ୱାଶିଂଟନ: ରହସ୍ୟରେ ଭରପୂର ହୋଇ ରହିଛି ମହାକାଶ । ବୈଜ୍ଞାନିକମାନଙ୍କ ଗବେଷଣାରେ ଜଣାପଡିଛି ପୃଥିବୀ ବାସୀଙ୍କ ମୂଲ୍ୟବାନ ବିବେଚନା କରାଯାଉଥିବା ପଦାର୍ଥ ୧୬ ସାଇକେ ଆଷ୍ଟ୍ରୟଡରେ ପଡି ରହିଛି । ଯଦି ଏହି ମୂଲ୍ୟବାନ ଖଣ୍ଡିଜ ପଦାର୍ଥ ପୃଥିବୀକୁ ଅଣାଯିବ ତାହାହେଲେ କେହି ଗରୀବ ରହିବେ ନାହିଁ ।…

ମୋ ମା’ ଯେତିକି ସରଳ ସେତିକି ଅସାଧାରଣ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ମା’ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍‌ ଲେଖିଛନ୍ତି । ମା’ଙ୍କ ସହ ବିତାଇଥିବା ପିଲାଦିନର କିଛି ସ୍ବତନ୍ତ୍ର ମୁହୂର୍ତ୍ତର ସେ ସ୍ମୃତିଚାରଣ କରିଛନ୍ତି ।…

500 ବର୍ଷ ପରେ କାଳୀକା ମାତାଙ୍କ ମନ୍ଦିରର ଧ୍ବଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ

ଆଜି ଗୁଜରାଟରେ ପ୍ରଧାନମନ୍ତ୍ରୀ ପାଭଗଡ ପାହାଡରେ  କାଳୀକା ମାତାଙ୍କ ନୂଆ ମନ୍ଦିରର ଉଦଘାଟନ କରିଛନ୍ତି । ମା କାଳୀଙ୍କ ଏହା ଥିଲା ପୁରାତନ ମନ୍ଦିର  ।  ମନ୍ଦିରର ପୁନଃ ବିକାଶ ଅତି ସୁନ୍ଦର ଦେଖାଯାଉଛି ।  ଏଥି ମଧ୍ୟରେ ମନ୍ଦିର ‘ପରିସର' ତିନି ସ୍ତରରେ ସମ୍ପ୍ରସାରଣ, ଷ୍ଟ୍ରିଟ୍ ଲାଇଟ୍‌,…

ରାଷ୍ଟ୍ରପତି ପ୍ରାର୍ଥୀ ହେବେନି ଫାରୁକ, ସକ୍ରିୟ ରାଜନୀତିରେ ରହିବେ

ଶ୍ରୀନଗର: ନ୍ୟାଶନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା ରାଷ୍ଟ୍ରପତି ହେବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି । ଜମ୍ମୁ ଏବଂ କଶ୍ମୀରରେ ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ମୋ ନାଁ ରାଷ୍ଟ୍ରପତି ପଦ ପାଇଁ ଉଠିଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି,…

ଭାରତ ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି

- ଦେବଦତ୍ତ ରଥ ଦିଲ୍ଲୀ  : ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮ ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀର ଭଦ୍ରୋଣୀ ନାମକ ସ୍ଥାନରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିଲା ବେଳର ନାମ ମଣିକର୍ଣ୍ଣିକା ଏବଂ ଡାକ ନାମ ମନୁ ଥିଲା। …

ଅଗ୍ନିପଥ ନିଆଁ’: ଉଗ୍ର ପ୍ରଦର୍ଶନରୁ ନିବୃତ୍ତ ରହିବାକୁ ନିବେଦନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

- ଦେବଦତ୍ତ ରଥ ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅନେକ ସ୍ଥାନରେ ବିକ୍ଷୋଭ ଉଗ୍ର ତଥା ହିଂସାକାଣ୍ଡର ରୂପ ନେଉଛି।ଧନ, ଜୀବନ କ୍ଷତି ଘଟୁଛି ।  ବିହାରରେ ୧୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କଲେ ସରକାର । କାଇମେର, ଭୋଜପୁର,…