Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲେମ୍ବୁ ପାଇଁ ବୋହୂକୁ ହତ୍ୟା ! ଫେରାର ଶାଶୁ ଓ ନଣନ୍ଦ

ପାଟଣା: ଗୋଟିଏ ପଟେ ବଜାରରେ ଲେମ୍ବୁର ଭାଉ ଅଧିକ ବଢିବା ପରେ ଏହା ଘରେ ଫଳ ଭଳି ସମ୍ମାନ ପାଉଛି । ଅନ୍ୟପଟେ ଏହି ଲେମ୍ବୁକୁ ନେଇ ଘରେ କଳି ହୋଇଛି । ସ୍ଥିତି ଏପରି ହୋଇଛି ଯେ ଲେମ୍ବୁ ପାଇଁ ଜଣଙ୍କ ଜୀବନ ଯାଇଛି । ବିହାରର ଚମ୍ପରନ ଜିଲ୍ଲାର ଚୌଧନାଡୋ ପୋଲିସ୍ ଷ୍ଟେସନର ଚେନପୁର ଗାଁରେ…

ଭାରତ ନିରପେକ୍ଷ ହୋଇ ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିବନି

ଭୁବନେଶ୍ୱର: ଭାରତ ର ନିରପେକ୍ଷତା ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବନି । ଯେବେ ଠାରୁ ଯୁଦ୍ଧ ଆରମ୍ଭ ହେଲାଣି ଭାରତ ଶାନ୍ତି ପାଇଁ ଆହ୍ୱାନ କରୁଛି । ଆଉ ସମସ୍ତ କାର୍ୟ୍ୟାନୁଷ୍ଠାନରୁ ଦୂରେଇ ରହୁଛି । ଋଷିଆ କୁ ଯୁଦ୍ଧ ବିରତି କରିବାକୁ ଆହ୍ୱାନ କରୁଛି । ହେଲେ ତା ବିରୋଧରେ ଛିଡ଼ା ହେବାକୁ…

ଅଜୟ କହିଲେ ହିନ୍ଦୀ ଆମ ରାଷ୍ଟ୍ରଭାଷା, ଟ୍ୱିଟରଟି ପଢ଼େଇଲେ ପାଠ

ଭୁବନେଶ୍ବର: ‘ଟ୍ୱିଟରଟି’ ବୁଧବାର ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କୁ ବଢ଼ିଆ ପାଠ ପଢ଼େଇଛନ୍ତି । ଅଜୟ କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କୁ ବୁଝାଉଥିଲେ ଯେ, ହିନ୍ଦୀ ଆମ ମାତୃଭାଷା ଏବଂ ରାଷ୍ଟ୍ର ଭାଷା । ଏହା ଥିଲା ଏବଂ ରହିବ । କିଚ୍ଚା ସୁଦୀପ ଏକ ସାକ୍ଷାତକାରରେ କହିଥିଲେ, ହିନ୍ଦୀ ଆଉ…

ପୁଣି ନିୟମିତ ଚାଲିବ ସମତା ଏକ୍ସପ୍ରେସ

ଭୁବନେଶ୍ୱର: ରାୟଗଡା-ଟିଟିଲାଗଡ ଏବଂ ରାୟପୁର ମାର୍ଗ ଦେଇ ଚଳାଚଳ କରୁଥିବା ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସକୁ ବିଶାଖାପାଟନମ୍ ନିଜାମୁଦ୍ଦିନରୁ ସାମୟିକ ଭାବେ ବାତିଲ କରାଯାଇଥିଲା । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ପ୍ରାଧିକରଣରେ ସୁରକ୍ଷା ସମ୍ବନ୍ଧୀୟ…

ସରକାର ବଞ୍ଚେଇବାକୁ ପାକିସ୍ତାନ ଆର୍ମି କୁ ଭିକ ମାଗିଥିଲେ ଇମ୍ରାନ୍

ଇସଲାମାବାଦ: ସରକାର ବଞ୍ଚେଇବାକୁ ଇମ୍ରାନ ଖାନ୍ ପାକିସ୍ତାନ ଆର୍ମିକୁ ଭିକ ମାଗିବାକୁ ପଛେଇନଥିଲେ । ୯ ଏପ୍ରିଲରେ ପାକିସ୍ତାନ ସୁପ୍ରିମ କୋର୍ଟରେ ଅନାସ୍ଥା ଭୋଟ୍ ଶୁଣାଣି ଆଗରୁ ଇମ୍ରାନ ତାଙ୍କ ଦେଶର ଶକ୍ତିଶାଳୀ ଆର୍ମି ଶରଣ ପଶିଥିଲେ । ଯେକୌଣସି ଉପାୟରେ ତାଙ୍କ ସରକାର ବଞ୍ଚେଇଦେବାକୁ ଭିକ…

କରୋନା ଲଢ଼େଇ ପାଇଁ ମୋଦିଙ୍କ ୩ଟି ମନ୍ତ୍ର; ଖୁବ୍ ଶୀଘ୍ର ହେଉ ଶିଶୁଙ୍କ ଟୀକାକରଣ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ କରିଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ସହ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି ।…

‘ଭିଡ ଥିବା ଟ୍ରେନରୁ ଯାତ୍ରୀ ଖସିପଡ଼ିଲେ କ୍ଷତିପୂରଣ ଦେବ ରେଳ ବିଭାଗ’

ମୁମ୍ବାଇ: ଭିଡ ଥିବା ଟ୍ରେନରୁ ଯାତ୍ରୀ ଖସପଡି ଦୁର୍ଘଟଣାର ଶିକାର ହେଲେ କ୍ଷତିପୂରଣ ଦେବ ରେଳ ବିଭାଗ । ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସ ଭାରତୀ ଡାଙ୍ଗରେ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଯାତ୍ରୀ ଟ୍ରେନରୁ ଖସିପଡିବା ପରେ ଗୋଡରେ ଆଘାତ ଲାଗିଥିଲା ।…

ଜୁନ୍ ପ୍ରଥମ ସପ୍ତାହରେ ଜୟପୁର ରୁ ବିମାନ ଚଳାଚଳ ଆରମ୍

ଜୟପୁର: ଦକ୍ଷିଣ ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର କୋରାପୁଟର ଜୟପୁରରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଜୁନ ପ୍ରଥମ ସପ୍ତାହରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ଯାୟରେ…

କମଲା ହାରିସ୍ କରୋନା ସଂକ୍ରମିତ ଚିହ୍ନଟ

ୱାଶିଂଟନ: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ମଙ୍ଗଳବାର କରୋନା ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର କମଲାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଇନି । ଏବଂ ସେ ଶାରୀରିକ ଭାବେ ସୁସ୍ଥ ଥିବା ପ୍ରକାଶ…

ଏଠାରେ ୩୦ ବର୍ଷ ହେବ ଟୟଲେଟରେ ପ୍ରସ୍ତୁତ ହେଉଥିଲା ସିଙ୍ଗଡା !

ଦୁବାଇ: ସାଉଦି ଆରବର ଏକ ରେଷ୍ଟୁରାଂଟକୁ ସେଠାକାର ମ୍ୟୁନିସିପାଲିଟ ଅଧିକାରୀ ବନ୍ଦ କରି ଦେଇଛନ୍ତି । ଗଲ୍ଫ ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ ଜେଦାର ଏକ ବିଲ୍ଡିଂରେ ଲୁଚା ଛପାରେ ରେଷ୍ଟୁଂରାଟ ଚାଲିଥିଲା । ଏହାର ମାଲିକ ଟୟଲେଟରେ ସିଙ୍ଗଡା ସମେତ ଅନ୍ୟ ସ୍ନାକ୍ସ ପ୍ରସ୍ତୁତ କରୁଥିଲା । ଖବର…