Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଆଇଏମଏଫ କୁ କହିଲା ଭାରତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆଇଏମଏଫ(ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭାଙ୍କୁ ଭେଟିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତି ବିଷୟରେ ଅବଗତ କରିଛନ୍ତି ଭାରତୀୟ ଅର୍ଥମନ୍ତ୍ରୀ…

ଅର୍ଜୁନ କପୁର ଓ ଭୂମି ପେଡନକରଙ୍କ ଷ୍ଟାର ଫିଲ୍ମ ‘ଦ ଲେଡି କିଲର’ର ସୁଟିଂ ଆରମ୍ଭ, ହିମାଚଳ ପ୍ରଦେଶରେ…

ମୁମ୍ବାଇ: ଅର୍ଜୁନ କପୁର ଏବେ ତାଙ୍କ ଅପକମିଂ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି ।ଅର୍ଜୁନ କପୁର ଓ ଭୂମି ପେଡନକରଙ୍କ ଅପକମିଂ ଫିଲ୍ମ ''ଦ ଲେଡି କିଲର''ର ସୁଟିଂ ଆଜି ଆରମ୍ଭ ହୋଇଯାଇଛି ।ଭୂଷଣ କୁମାର ଓ ଶୈଳେଶ ଆର ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ହିମାଚଳ ପ୍ରଦେଶରେ…

ଅପରାଧୀ ଚିହ୍ନଟ ପ୍ରକ୍ରିୟା ଏବଂ ଦିଲ୍ଲୀ ମହାନଗର ନିଗମ ଆକ୍ଟ କୁ ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଚଳିତ ବଜେଟ୍ ଅଧିବେଶନରେ ପାରିତ ହୋଇଥିବା ଦୁଇଟି ବିଲ୍ କୁ ଅନୁମୋଦନ କରି ଆଇନରେ ପ୍ରଣୀତ କରିଛନ୍ତି । କ୍ରିମିନାଲ ପ୍ରୋସିଜର(ଆଇଡେଣ୍ଟିଫିକେସନ) ଆକ୍ଟ-୨୦୨୨ ଏବଂ ଦିଲ୍ଲୀ ମହାନଗର ନିଗମ ଆକ୍ଟ-୨୦୨୨କୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି ।…

ବଢିଲା ଚିନ୍ତା, ୨ ପାକିସ୍ତାନୀ ଆତଙ୍କବାଦୀଙ୍କ ଠାରୁ ମିଳିଲା ଆଧାର୍ କାର୍ଡ

ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଅଭିନବ କାର୍ଯ୍ୟକଳାପ ଭାରତୀୟ ସେନାର ନିଦ ହଜାଇଦେଇଛି । ଦିନରାତି ଏକ କରି ଦେଶର ସୀମା ଜଗୁଥିବା ଆମ ସେନା ଏବେ ଚିନ୍ତାରେ ପଡିଛି । କାରଣ ପୂର୍ବରୁ ଆତଙ୍କବାଦୀଙ୍କ ନିକଟରୁ ଭାରତୀୟ ହତିଆର ମିଳୁଥିଲା । ହେଲେ ଏବେ ପାକିସ୍ତାନୀ ଆତଙ୍କବାଦୀଙ୍କ…

ଦୀର୍ଘ ୫୦ ବର୍ଷ ପରେ ଖୋଲିଲା ଆମେରିକାର ଏହି ରହସ୍ୟମୟ ଚର୍ଚ୍ଚ

ଭୁବନେଶ୍ୱର: ଆମେରିକାରେ ରହିଛି ବିଶ୍ୱର ଅନ୍ୟତମ ରହସ୍ୟମୟ ଦ ମର୍ମନ୍ ଚର୍ଚ୍ଚ । ଅଜଣା କାରଣ ଯୋଗୁଁ ଏହି ମନ୍ଦିର ପ୍ରାୟ ୫୦ ବର୍ଷ ଧରି ବନ୍ଦ ପଡିଥିଲା । ହେଲେ ଶେଷରେ ଏହି ମନ୍ଦିରକୁ ସର୍ବସାଧାରଣଙ୍କ ଲାଗି ଖୋଲିବାକୁ ସରକାରୀ ନିର୍ଦ୍ଦେଶ ମିଳିଛି । ତେବେ ମର୍ମନ୍ ମନ୍ଦିରକୁ ପ୍ରବେଶ…

ୟୁକ୍ରେନ୍‌-ଋଷିଆ ଯୁଦ୍ଧ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ଋଷିୟ କଳାକାର

ଭୁବନେଶ୍ୱର: ଦିନକୁ ଦିନ ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅସାନ୍ତି ବଢିବାରେ ଲାଗିଛି । ଉଭୟ ଦେଶ ତଥା ଅନ୍ୟ ଦେଶର ଲୋକେ ଯୁଦ୍ଧରେ ବିରାମ ଲଗାଇବାକୁ ଅନୁରୋଧ କରିବା ସହ ଆନ୍ଦୋଳନ କରୁଛନ୍ତି । ଏପରି ସ୍ଥିତିରେ ଯୁଦ୍ଧ ରୋକିବା ଲାଗି ଜଣେ ଋଷିୟ କଳାକାର ଅଭିନବ…

ପସନ୍ଦ ହେଲାନି ପ୍ରସ୍ତାବ; ପୁଅର ବେକ କାଟିଦେଲା ଝିଅ

ବିଶାଖାପଟନମ: ଘରେ ଝିଅ ପାଇଁ ଭଲ ପ୍ରସ୍ତାବ ଖୋଜିଥିଲେ । ପୁଅ ସିଏସଆଇ(କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ)ରେ ବୈଜ୍ଞାନିକ ଚାକିରି କରୁଛି । ହେଲେ ଦଶମ ଫେଲ୍ ଝିଅକୁ ପସନ୍ଦ ହେଲାନି ପୁଅ । ସରପ୍ରାଇଜ ଦେଖା ହେବାକୁ ଡାକି ପୁଅର ବେକ କାଟିଦେଲା ଝିଅ । ଚୋଦବରମର…

ରୁଷକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଭାବେ ତାଲିକାଭୁକ୍ତ କରିବ କି ଆମେରିକା ?

ଓ୍ୱାଶିଂଟନ: ଆମେରିକା ବୈଦେଶିକ ମନ୍ତ୍ରାଳୟର ଅଧିକାରୀମାନେ ରୁଷକୁ ଆତଙ୍କବାଦ ପ୍ରାୟୋଜକ ଦେଶ ଭାବେ ଘୋଷଣା କରିବା ଉପରେ ବିଚାର କରୁଛି । ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ନେଡ୍ ପ୍ରାଇସ୍ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲ 'ସିଏନଏନ'କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏପରି…

ଟ୍ୱିଟର ଟ୍ରେଣ୍ଡରେ ‘ହିରୋ ଇଲେକ୍ଟ୍ରିକ ଜୱାବ ଦୋ’; ୪୦୦ କୋଟିର ଦୁର୍ନୀତି

ଭୁବନେଶ୍ୱର: ସୋମବାର ଟ୍ୱିଟରରେ ଜବରଦସ୍ତ ଟ୍ରେଣ୍ଡ କରୁଛି ‘ହିରୋ ଇଲେକ୍ଟ୍ରିକ ଜୱାବ ଦୋ’ । ଲକ୍ଷାଧିକ ଟ୍ୱିଟ ହେଲାଣି ଏହି ଟ୍ରେଣ୍ଡରେ । ମାତ୍ରାଧିକ ଲୋକ ହିରୋ ଇଲେକ୍ଟ୍ରିକ ପୋଷ୍ଟର ସେୟାର କରୁଛନ୍ତି । ଯେଉଁଥିରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ନବୀନ ମୁଞ୍ଜଲଙ୍କ ଫଟୋ ଲାଗିଛି । ସେଥିରେ…

[ଦେଖନ୍ତୁ ଭିଡିଓ] ଭାଇରାଲ୍ ହେଉଛି ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ରୋବୋଟ୍

ଭୁବନେଶ୍ୱର: ଅତ୍ୟାଧୁନିକ ଟେକ୍ନୋଲଜି ଜରିଆରେ ଆଜିକାଲି କିଛି ବି ସମ୍ଭବ ହୋଇପାରୁଛି । କରୋନା ମହାମାରୀର ଆଗମନ ହେଉ ଅବା ଚନ୍ଦ୍ରର ଚକ୍କର କାଟିବା । ବୈଜ୍ଞାନିକମାନେ ଦିନରାତି ପରିଶ୍ରମ କରି ନୂଆନୂଆ ଉଦ୍ଭାବନ ସାମ୍ନାକୁ ଆଣିପାରୁଛନ୍ତି । ଏହି ଧାରାରେ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ଏହି…