Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିନ ଗଡ଼ୁଛି ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଛି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ କରୋନା ନିୟମ ହଟାଯାଉଥିବା ବେଳେ ପୁଣିଥରେ ଏକ ଚିନ୍ତାଜନକ ସ୍ଥିତି ଆସିଛି । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିପାରେ ଲାଗିଛି। ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୨୫ ଜଣ ନୂଆ…

ପୁଅ ଆଗରେ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ମେରଟ: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଆଗରେ ପୁଅ ଠିଆ ହେଇ କାକୁତି ମିନତୀ ହେଉଥିଲା । ହାତୁଡ଼ିରେ ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ । ହତ୍ୟା କରିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି ଏହି ବ୍ୟକ୍ତି । ଶିବଲୋକପୁରୀରେ ରହୁଥିବା ଦେବେନ୍ଦ୍ର ସିଂ…

ତେଲ ଦର କେମିତି କମି ପାରିବ କହିଲେ ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଜବାବ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ । ସେ କହିଛନ୍ତି ତେଲ ଦର ଅଧିକ ରହିଛି । ଯଦି କମ୍ କରିବାକୁ ହେବ ତାହେଲେ ରାଜ୍ୟ ସରକାର ଭାଟ ହ୍ରାସ କରିବା ଉଚିତ । ଆଜି ପେଟ୍ରୋଲ ମନ୍ତ୍ରୀ ଛତିଶଗଡରେ ଥିଲେ । ଏହି…

କୂଳରେ ଲାଗିଥିବା ଜୀଅନ୍ତା ଡଲଫିନକୁ ମାରିଦେଲେ ପର୍ଯ୍ୟଟକ

ଟେକ୍ସାସ: ଗତ ରବିବାର କ୍ୱିଣ୍ଟାନା ସମୁଦ୍ର କୂଳରେ ଏକ ଜୀଅନ୍ତା ଡଲଫିନ ଲାଗିଥିଲା । ଉପସ୍ଥିତ ପର୍ଯ୍ୟଟକ ସେ ପୁନଶ୍ଚ ସମୁଦ୍ର ଭିତରକୁ ଯାଇପାରୁନଥିବା ଦେଖି ତାକୁ ପାଣିକୁ ପୁଣି ଛାଡ଼ିବାକୁ ଚେଷ୍ଟା କରିଥିଲେ । କିଛି ଲୋକ ତା ସହ ଖେଳିଥିଲେ । ଆଉ କିଛି ତାକୁ ପାଣିରେ ଛାଡ଼ିବା ପାଇଁ ତା ଉପରେ…

ମାନବାଧିକାର ପ୍ରସଙ୍ଗରେ ଆମେରିକାକୁ କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ବୟାନର ଜବାବ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି ଯେ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ ବୈଠକରେ ମାନବାଧିକାର ପ୍ରସଙ୍ଗ ଆଲୋଚନା ହୋଇନି। କିନ୍ତୁ ଯେଉଁ ମାନବାଧିକାର ପ୍ରସଙ୍ଗ ଉଠିଛି ତାର ଜବାବ ସଠିକ ଫୋରମରେ ଭାରତ ଦେବ…

ପଦ ଯିବା ପରେ ପେଶାଓ୍ୱାର ରାଲିରେ ହୁଙ୍କାର ଭରିଲେ ଇମ୍ରାନ୍ ଖାନ୍

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହରିକ ଏ ଇନସାଫ ଦଳର ଅଧ୍ୟକ୍ଷ ଇମ୍ରାନ୍ ଖାନ୍ ପରୋକ୍ଷରେ ଦେଶର ସୁପ୍ରିମକୋର୍ଟ ଏବଂ ସେନାକୁ ଟାର୍ଗେଟ କରିଛନ୍ତି । ସଂସଦରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ୍ ପଡିବାର କିଛି ସମୟ ପୂର୍ବରୁ ଅର୍ଥାତ ରାତି ଅଧରେ ସୁପ୍ରିମକୋର୍ଟ…

ନିତିନ ଗଡ଼କାରୀ ଦିନେ ରତନ ଟାଟାଙ୍କୁ ବୁଝାଇଥିଲେ ଆରଏସଏସ ହସ୍ପିଟାଲ ସମସ୍ତଙ୍କ ପାଇଁ

ପୁନେ: କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ ସିହ୍ନାଗଡ଼ରେ ଏକ ହସ୍ପିଟାଲ ଉଦଘାଟନ ବେଳେ ଏକ କୌତୁହଳପ୍ରଦ କଥା କହିଛନ୍ତି । ନିତିନ କହିଲେ କି, “ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିଲା ବେଳେ, କେବି ହେଜୱାର ହସ୍ପିଟାଲ ଉଦଘାଟନ ବେଳେ ରତନ ଟାଟା ମତେ ପଚାରିଥିଲେ । ଆରଏସଏସ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ

ଶୋପିୟାଁ: ଦକ୍ଷିଣ କଶ୍ମୀରର ଶୋପିୟାଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଆତଙ୍କବାଦୀ । ଜୈନପାରୋର ବଡିଗାମରେ ଖବର ପାଇବା ପରେ ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରିଥିଲେ । ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଆତଙ୍କବାଦୀ ନିହତ…

ଭାରତରେ ଧୀରେ ଧୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିଲ୍ଲୀ-ମୁମ୍ବାଇ ଅଧିକ ସମ୍ବେଦନଶୀଳ

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ଆକ୍ରନ୍ତଙ୍କ ସଂଖ୍ୟା କମ୍ । କିନ୍ତୁ ସ୍ଥିତି ଚିନ୍ତାଜନକ । ଗୁରୁବାର ଦେଶରେ ୧୦୦୭ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ପର୍ଯ୍ୟନ୍ତ ସମୁଦାୟ…

ମହିଳା ଓ ଶିଶୁ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୩ ନୂଆ ମିଶନ

ଭୁବନେଶ୍ୱର: ଅପପୁଷ୍ଟି, ମହିଳା ଓ ଶିଶୁ ମାନଙ୍କ ଉନ୍ନତି, ସଶକ୍ତୀକରଣ ଏବଂ ସୁରକ୍ଷା ସମ୍ବନ୍ଧୀୟ ଏକ କେନ୍ଦ୍ର ରାଜ୍ୟ ମିଳିଳ ଆଲୋଚନା ଅନୁଷ୍ଠିତ ହୋଇଛି । ଏହି ଦିଗରେ କେନ୍ଦ୍ର ସରକାର ତିନୋଟି ନୂଆ ଯୋଜନା ବା ମିଶନ ଘୋଷଣା କରିଛନ୍ତି । ମିଶନ ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦, ମିଶନ ଶକ୍ତି…