Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଭିଡିଓ] ବିଚକ୍ଷଣ ଉପସ୍ଥିତି ବୁଦ୍ଧି, ଜଳନ୍ତା ଗାଡିକୁ ଚଳାଇ ବିପଦ ଟାଳିଲେ ଚାଳକ

ଭୁବନେଶ୍ୱର: ଜଣେ ଗାଡି ଚାଳକଙ୍କ ସାହସିକତା ତଥା ଉପସ୍ଥିତି ବୁଦ୍ଧି ଏକ ନିଶ୍ଚିତ ବଡ ଦୁର୍ଘଟଣାକୁ ଟାଳିପାରିଛି । ଗୋଟିଏ ଚଳନ୍ତା ଟ୍ରକରେ ନିଆଁ ଲାଗିବା ପରେ ଅନ୍ୟ ଜଣେ ଚାଳକଙ୍କ ସାହସିକତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଗତ ରବିବାର କେରଳର କୋଡେନଚେରି ସହରରେ ବିଦ୍ୟୁତ୍…

ମାର୍ଚ୍ଚ ୧୧ରେ ରିଲିଜ୍ ହେବ ‘ରାଧେ ଶ୍ୟାମ’

ମୁ୍ମ୍ବାଇ: ‘ରାଧେ ଶ୍ୟାମ’ ଫିଲ୍ମ ରିଲିଜ ଚିନ୍ତାକୁ ନେଇ ହଟିଲା ଦ୍ୱନ୍ଦ । ସୁପରଷ୍ଟାର ପ୍ରଭାସ ଓ ବଳିଉଡ ଅଭିନେତୀ ପୂଜାଙ୍କ ଏହି ଅଭିନୀତ ଫିଲ୍ମଟି ଜାନୁଆର ୧୪ରେ ରିଲିଜ ହେବାର ଥିଲା । କରୋନା କଟକଣା ପାଇଁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା । ଫିଲ୍ମ ମେକର ଫିଲ୍ମର ନୂଆ ରିଲିଜ…

ଜାତୀୟ ସଙ୍ଗୀତ ଅବମାନନା ମାମଲା: ମମତା ବାନାର୍ଜୀଙ୍କୁ ସମନ, ମାର୍ଚ୍ଚ ୨ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତା ଅବମାନନା ମାମଲାରେ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମୁମ୍ବାଇ କୋର୍ଟ ସମନ ଜାରୀ କରିଛି । ମାର୍ଚ୍ଚ ୨ରେ କୋର୍ଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବର୍ଷ ଡିସେମ୍ବରରେ ଏକ ସାଧାରଣ ସମାରୋହରେ ଯୋଗ ଦେବାକୁ…

[ଭିଡିଓ] ଜଳିଲା କାର ହେଡଲାଇଟ୍, ଯୁକ୍ତ୨ ପରୀକ୍ଷା ଦେଲେ ୪୦୦ ପରୀକ୍ଷାର୍ଥୀ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ପରୀକ୍ଷା ଅଫଲାଇନ୍ କି ଅନଲାଇନ୍ ହେବ, ସେ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ହେଲେ ବିହାରରେ ଯୁକ୍ତ ୨ ପରୀକ୍ଷା ବିଷୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ବିହାର…

ଅନ୍ତିମ ସଂସ୍କାର ପାଇଁ ବ୍ୟବହୃତ ପଦାର୍ଥ ବିଜ୍ଞାପନରେ ବି ବିକନୀ ପିନ୍ଧା ମଡେଲ !

ମସ୍କୋ: ରୁଷିଆର ଏକ କମ୍ପାନୀର ବିଜ୍ଞାପନ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଅବଶ୍ୟ ଏହାକୁ ଅଧିକାଂଶ ନାପସନ୍ଦ କରିଛନ୍ତି । ରୁଷିଆନ ମର୍ଚୁରୀ ସର୍ଭିସ (ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଏକ କମ୍ପାନୀ) ବିକନୀ ପିନ୍ଧିଥିବା ମହିଳା ମଡେଲ୍ସଙ୍କ ଫଟୋ ବିଜ୍ଞାପନ…

ପଶ୍ଚିମବଙ୍ଗରେ ବିଜେପିର ଦଲାଲ ଅଛନ୍ତି, ରାଜ୍ୟପାଳଙ୍କୁ ଟାର୍ଗେଟ କରି ଏମିତି କହିଲେ ମମତା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟ ପାଳଙ୍କୁ ଟାର୍ଗଟ କରି ମମତା ଆଜି ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି । ରାଜ୍ୟରେ ବିଜେପି ଏଜେଣ୍ଟ ରଖିଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଭାରତୀୟ ପାର୍ଟି…

ଆଇପିଏଲ୍ ଖେଳିବେ ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ !

ଭୁବନେଶ୍ୱର: ପୁଣିଥରେ ଖେଳ ପଡିଆକୁ ଫେରିବେ ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ ମନୋଜ ତିୱାରୀ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଆଇପିଏଲ୍ ୨୦୨୨ ମେଗା ଅକ୍ସନ୍‌ରେ ନିଜ ନାମ ପଂଜିକୃତ କରିଛନ୍ତି । ଏହି ୩୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ୨୦୧୮ରେ ନିଜର ଶେଷ ଆଇପିଏଲ୍…

୫ ମାସ ପରେ ସାମ୍ନାକୁ ଆସିଲେ କିମ ଜୋଙ୍ଗଙ୍କ ପତ୍ନୀ

ନୂଆଦିଲ୍ଲୀ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗଙ୍କ ପତ୍ନୀ ରି ସୋଲ ଜୁ ଦୀର୍ଘ ୬ ମାସ ପରେ ସାମ୍ନାକୁ ଆସିଛନ୍ତି । ହଠାତ ସେ ଗାୟବ ହୋଇଯାଇଥିବା ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଏପରିକି ତାଙ୍କୁ ହତ୍ୟା କରାଯାଇଥିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଥିଲା । ଶେଷ ଥର…

ହସ୍ପିଟାଲରେ କମେଡିଆନ୍ ସୁନୀଲ ଗ୍ରୋଭର, ସରିଲା ହାର୍ଟ ସର୍ଜରୀ !

ମୁମ୍ବାଇ: ଟିଭି ତଥା ଫିଲ୍ମ ଦୁନିଆର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର୍ । ଗୁତ୍‌ଥୀ, ରିଙ୍କୁ ଭାବି ଓ ଡାକ୍ତର ମଶହୁର ଗୁଲାଟୀ ଭଳି କିର୍ଦାର ପାଇଁ ଏହି ଅଭିନେତା ଜଣକ ବେଶ ପରିଚିତ । ନିକଟରେ ମୁମ୍ବାଇରେ ଏକ ହସ୍ପିଟାଲରେ ସୁନୀଲଙ୍କର ହାର୍ଟ ସର୍ଜରୀ ସରିଥିଲା ସୂଚନା ମିଳିଛି ।…

ରଜନୀକାନ୍ତ ଓ ଐଶ୍ୱର୍ଯ୍ୟା କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି

ନୂଆଦିଲ୍ଲୀ : ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଓ ତାଙ୍କ ଝିଅ ଐଶ୍ୱର୍ଯ୍ୟା କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଟ୍ୱିଟ କରି ସୂଚନା ଦେଇଛନ୍ତି ଐଶୋର୍ଯ୍ୟା । କରୋନା ପଜିଟିଭ୍ ହେବା ପରେ ଆମେ ହସ୍ପିଟାଲରେ ଆଡମିଟ ହୋଇଛୁ ବୋଲି କହିଛନ୍ତି ଐଶ୍ୱର୍ଯ୍ୟା । ସମସ୍ତେ ଘରେ ରୁହନ୍ତୁ…