Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଙ୍କିପକ୍ସ ହେଲେ ୨୧ ଦିନ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା ପ୍ରକୋପ ଥମି ନଥିବା ବେଳେ ସାରା ବିଶ୍ୱକୁ ଛାନିଆ କଲାଣି ମଙ୍କିପକ୍ସ ଭାଇରସ୍ । ଏଯାଏ ୧୪ ଦେଶରୁ ମଙ୍କିପକ୍ସ କେସ୍ ବାହାରିଲାଣି । ପ୍ରଥମ ଦେଶ ଭାବରେ ବେଲଜିୟମରେ ଲାଗୁ ହୋଇଛି ମଙ୍କିପକ୍ସ କ୍ୱାରେଣ୍ଟିନ୍ । ସେଠାରେ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ୨୧ ଦିନ…

ଦିଲ୍ଲୀରେ ସକାଳୁ ସକାଳୁ ଝଡ଼ବର୍ଷାର ତାଣ୍ଡବ

ନୂଆଦିଲ୍ଲୀ: ସକାଳୁ ସକାଳୁ ଦିଲ୍ଲୀରେ ବଦଳିଗଲା ପାଗ । ଅଚାନକ ମାଡ଼ି ଆସିଲା ଝଡ଼ବର୍ଷା । ସାଙ୍ଗରେ ଆଣିଲା ପବନ । କାଳବୈଶାଖୀ ବର୍ଷା ଦିଲ୍ଲୀରୁ ଭିଜାଇଛି । ତାତିରୁ ତ୍ରାହି ମିଳିଛି । କିନ୍ତୁ କାଳବୈଶାଖୀ ଜନିତ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକଙ୍କ ଘର ଛପର ଉଡ଼ିଯାଇଛି ।…

ପଶ୍ଚିମବଙ୍ଗରେ ବିଜେପିକୁ ଶକ୍ତ ଧକ୍କା, ଟିଏମସିରେ ମିଶିଲେ ଏମପି ଅର୍ଜୁୂନ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ବାରମ୍ବାର ଶକ୍ତ ଝଟକା ଦେବାରେ ଲାଗିଛି ଟିଏମସି । ରବିବାର ବିଜେପିର ବରିଷ୍ଠ ନେତା ତଥା ଏମପି ଅର୍ଜୁନ ସିଂ ଦଳ ଛାଡି ଟିଏମସିିରେ ମିଶିଛନ୍ତି । ସେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧିବଦ୍ଧ…

ନିଫ୍ଟ ଆଡ଼ମିଶନ ଯୋଗ୍ୟତା ପାଇଲେ ୬ ଓଡ଼ିଆ; ସର୍ବାଗ୍ରେ ମାମାଲି ମିଶ୍ର

ଭୁବନେଶ୍ୱର: ଗତ ନିଫ୍ଟ(ନେଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେଶନ ଟେକ୍ନୋଲୋଜି)-୨୦୨୨ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରୀ ଚମକିଛନ୍ତି । ଭୁବନେଶ୍ୱରର ମାମାଲି ମିଶ୍ର ସର୍ବ ଭାରତୀୟ ର୍ୟାଙ୍କ-୧୧ ରଖି ରାଜ୍ୟରେ ଟପ୍ ର୍ୟାଙ୍କ ହାସଲ କରିଛନ୍ତି । ସେପଟେ ‘ଦ ଏକାଡେମୀ ଅଫ୍ ଫେଶନ ଆଣ୍ଡ ଆର୍ଟ’…

ଫ୍ଲୋରେନ୍ସ ନାଇଟଏ​‌ଙ୍ଗେଲ ପୁରସ୍କାର ପାଇବେ ଏମକେସିଜି ନର୍ସ ଶିବାନୀ ଦାଶ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ୨୦୨୧ ବର୍ଷ ପାଇଁ ଏହି ସମ୍ମାନସ୍ପଦ ପୁରସ୍କାର ଦେବାକୁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀଙ୍କ…

ଗ୍ୟାସ୍ ଲଗେଇ ଆତ୍ମହତ୍ୟା କଲେ ପୂରା ପରିବାର; ମିଳିଲା ଛାତିଥରା ସୁଇସାଇଡ ନୋଟ୍

ଭୁବନେଶ୍ୱର: ଜାତୀୟ ରାଜଧାନୀ ଦିଲ୍ଲୀର ବସନ୍ତ ବିହାରରେ ଶନିବାର ଗୋଟିଏ ପରିବାର ଏକତ୍ର ଆତ୍ମହତ୍ୟା କରିଛନ୍ତି । ଜଣେ ୫୦ ବର୍ଷୀୟ ମହିଳା ଏବଂ ତାଙ୍କର ଦୁଇ ଝିଅ ଏକା ସାଙ୍ଗେ ଆତ୍ମହତ୍ୟା କରିଛନ୍ତି । ସେମାନେ ହେଉଛନ୍ତି- ମଞ୍ଜୁ ଶ୍ରୀବାସ୍ତବ ଏବଂ ତାଙ୍କ ଝିଅ ଅଂଶିକା ଓ ଅଙ୍କୁ । ଆତ୍ମହତ୍ୟାର…

ଟ୍ରମ୍ପ, ନେତାନ୍ୟାହୁଙ୍କ ପରେ ଆଉ ଜଣେ ମୋଦୀଙ୍କ ସାଙ୍ଗ ହାରିଗଲେ ନିର୍ବାଚନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ନିର୍ବାଚନରେ ​​ହାରିଛନ୍ତି। ନିର୍ବାଚନରେ ​​ଜିତିଥିବା ଲେବର ପାର୍ଟିର ଆନ୍ଥୋନୀ ଆଲବାନେ ବର୍ତ୍ତମାନ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ହେବେ। ନିର୍ବାଚନ ଫଳାଫଳ ବାହାରିବା ପରେ ମୋରିସନ୍ କହିଛନ୍ତି ଯେ ସେ ଲିବରାଲ୍ ପାର୍ଟିର…

ଚୋରି ପୂର୍ବରୁ ଲକର ପୂଜା କଲା ସଂସ୍କାରୀ ଚୋର

କୋଲାମ: ଏହି ଦୁନିଆର ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । ସେ ଭଳି ଏକ ବିଚିତ୍ର ବ୍ୟକ୍ତି କେରଳର କୋଲାମ ଜିଲ୍ଲାରେ ମିଳିଛନ୍ତି । ସଂସ୍କାରୀ ଚୋର ଭାବେ ପରିଚୟ ହାସଲ କରିଥିବା ଏହି ଚୋରର ଚୋରୀ ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରିପୋର୍ଟ ମୁତାବକ ଏକ ଘରୋଇ ଫାଇନାନ୍ସ ଫାର୍ମରେ ଜଣେ ଚୋର ୩୪…

ରୁଷକୁ ବିରୋଧ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମହିଳାଙ୍କ ଅଭିନବ ପ୍ରତିବାଦ

ମସ୍କୋ:ରୁଷକୁ ବିରୋଧ କରି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ୟୁକ୍ରେନର ଜଣେ ମହିଳା ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି । ଉକ୍ତ ମହିଳାଜଣଙ୍କ ସମ୍ପୂର୍ଣ୍ଣ ଶରୀରରେ ୟୁକ୍ରେନ ପତାକା ଚିତ୍ରରେ ନିଜକୁ ରଙ୍ଗେଇ ସେଠାରେ ପଂହଚିଥିଲେ । ତେବେ ରେଡ କାର୍ପେଟ ଆଡକୁ ଯିବା ପୂର୍ବରୁ ସୁରକ୍ଷାକର୍ମୀମାନେ…

ରାଗରେ ଜଳୁଛି ରୁଷ୍: ଫିନଲାଣ୍ଡକୁ ବନ୍ଦ କଲା ଗ୍ୟାସ୍ ଯୋଗାଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୁବଶୀଘ୍ର ନାଟୋରେ ମିଶିବେ ଫିନଲାଣ୍ଡ ଓ ସ୍ୱିଡେନ୍ । ନାଟୋ ସଦସ୍ୟତା ପାଇଁ ସେମାନେ ଆବେଦନ କରିଛନ୍ତି । ଫିନଲାଣ୍ଡ ଓ ସ୍ୱିଡେନ୍ ନାଟୋରେ ମିଶିବାକୁ ନିଷ୍ପତ୍ତି ନେଇଥିବାରୁ ରାଗରେ ତମତମ ହେଉଛି ରୁଷିଆ । ପୂର୍ବରୁ ଚେତାବନୀ ଦେଇ ଥିଲେ ବି ସେମାନେ ଡରି ନାହାନ୍ତି ।…