Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାର୍ଦ୍ଦିକଙ୍କ ଇସ୍ତଫା ବିଜେପି ଲେଖିଛି

ଭୁବନେଶ୍ୱର: ବୁଧବାର ସକାଳୁ ଗୁଜୁରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହାର୍ଦ୍ଧିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ହାର୍ଦ୍ଦିକଙ୍କ ପାଇଁ ବିଜେପି ଇସ୍ତଫା ଲେଖିଦେଇଛି । ଇସ୍ତଫା ପତ୍ରରେ କଂଗ୍ରେସର ରାଜ୍ୟ ନେତା ଏବଂ ଦିଲ୍ଲୀ ସ୍ତରୀୟ ନେତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଅତ୍ୟନ୍ତ…

ବଲିଉଡ ଫିଲ୍ମ ନୁହେଁ ପାନ ମସଲା ବିଜ୍ଞାପନ କରିବେ ମହେଶ ବାବୁ

ଭୁବନେଶ୍ୱର: ବଲିଉଡ୍ ପାଖେ ସେତେ ଟଙ୍କା ନାହିଁ ଯେ ମହେଶ ବାବୁଙ୍କୁ ନେଇ ଫିଲ୍ମ କରିପାରିବ । ମେ ୧୦ ତାରିଖରେ ଏଭଳି ମନ୍ତବ୍ୟ ଦେଇ ବିବାଦ ଭିତରେ ଫସିଯାଇଥିଲେ ଏହି ଦକ୍ଷିଣ ଭାରତ ଅଭିନେତା । ପରେ ସ୍ପଷ୍ଟୀକରଣ ଦେବା ପରେ ନେଟିଜେନ୍ ତାଙ୍କ ଉପରେ କିଛି ମାତ୍ରା ଶିଥିଳ ହୋଇଥିଲେ । କିନ୍ତୁ…

ସୁପ୍ରିମକୋର୍ଟ ରାୟ: ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ଦୋଷୀ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଏଜି ପେରାରିଭଲନଙ୍କୁ ଜେଲରୁ ମିଳିବ ମୁକ୍ତି । ବୁଧବାର ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଭାରତୀୟ ସମ୍ବିଧାନର ଧାରା-୧୪୨ ଆଧାରରେ ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି ବୋଲି ଉଲ୍ଲେଖ…

କୋଇଲା ଦୁର୍ନୀତି: ମମତାଙ୍କ ସାଂସଦ ପୁତୁରା ଏବଂ ବୋହୂଙ୍କୁ ‘ସୁପ୍ରିମ’ ଝଟକା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ଝଟକା। କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିବାକୁ ପ୍ରବର୍ତ୍ତନ…

ରାଜ୍ୟରେ ଚାଷୀଙ୍କ ଜୋରଦାର ଆନ୍ଦୋଳନ, ବିମାନ ଧରି ଦିଲ୍ଲୀ ଆସିଲେ ମାନ୍

ଚଣ୍ଡିଗଡ: କ୍ଷମତାକୁ ଆସିବା ପୂର୍ବରୁ ଭଗଓ୍ୱନ୍ତ ମାନ୍ ଯେଉଁ ପ୍ରତିଶ୍ରୁତି ଚାଷୀଙ୍କୁ ଦେଇଥିଲେ ତାହା ସେ ପାଳନ କରିନାହାନ୍ତି । ଏପରି ଅଭିଯୋଗ ଆଣି ପଞ୍ଜାବରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ବିଭିନ୍ନ କୃଷକ ସଂଗଠନର ନେତାମାନେ ଚଣ୍ଡିଗଡ଼ ଅଭିମୁଖେ ପଦଯାତ୍ରା କରି ଆପ୍…

କାନ୍ସ ରେଡ୍‌ କାର୍ପେଟରେ ଚମକିଲେ ଭାରତୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ: କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ବରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଦସ୍ୟ ବିଶିଷ୍ଟ ଭାରତୀୟ ପ୍ରତିନିଧି ଦଳ ରେଡ୍‌ କାର୍ପେଟ୍‌ରେ ଚାଲିବା ସହ ଭାରତ ଇତିହାସ ରଚିଛି । ପ୍ରଥମ ଥର ପାଇଁ ଭାରତ…

ବୁର୍ଖା ପିନ୍ଧି ଗ୍ରେନେଡ ଫିଙ୍ଗିଲେ ଆତଙ୍କବାଦୀ: ଜଣେ ମୃତ, ତିନି ଗୁରୁତର

ଶ୍ରୀନଗର: ଜମ୍ମୁ କଶ୍ମୀରର ବରମୂଳା ସହରରେ ଥିବା ଏକ ମଦ ଦୋକାନରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗ୍ରେନେଡ୍ ଫିଙ୍ଗିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତତଙ୍କ ନାଁ ରଞ୍ଜିତ ସିଂହ ଏବଂ ସେ ରଜୌରିର ବାସିନ୍ଦା ବୋଲି ଜଣାପଡ଼ିଛି। 35 ବର୍ଷୀୟ ଗାରିସନ୍ ସହରରେ…

ଖୋଲାରେ ଶୌଚ: ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାରେ ସର୍ବାଧିକ

ଭୁବନେଶ୍ୱର: ଦେଶରେ ଓଡ଼ିଶାର ସର୍ବାଧିକ ସହରାଞ୍ଚଳ ଲୋକେ ଖୋଲାରେ ଶୌଚ କରନ୍ତି । ୧୮.୫% ସହରାଞ୍ଚଳ ଲୋକ ରାଜ୍ୟରେ ଶୌଚ କରିବାକୁ ଖୋଲାକୁ ଯାଆନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ତାଲିକାରେ ଓଡ଼ିଶା ସର୍ବାଗ୍ରେ ରହିଛି । ସମଗ୍ର ଦେଶରେ…

‘ଝିଅ-ଝିଅ’ ଚିଡ଼େଇବାରୁ ହତ୍ୟା କରିଦେଲା ସାଙ୍ଗ

ଭୁବନେଶ୍ୱର: ତାମିଲନାଡୁରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଚିଡ଼ାଚିଡ଼ି ପାଇଁ ସ୍କୁଲ ସାଙ୍ଗକୁ ହତ୍ୟା କରିଛି । ଅଭିଯୁକ୍ତକୁ ଝିଅ-ଝିଅ କହି ଚିଡ଼େଇବାରୁ ଉତ୍ୟକ୍ତ ହୋଇ ହତ୍ୟା କରିଥିବା ପୋଲିସ୍ ସୂଚନା ଦେଇଛି । କଲ୍ଲାକୁରିଚି ଜିଲ୍ଲାରେ ଘଟିଛି ଏହି ହତ୍ୟା । ଅଭିଯୁକ୍ତକୁ ବାରମ୍ବାର ତାର ଶରୀର…

ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ: କଳା ଛାତ୍ରଙ୍କ ପୋଷାକରେ ପରିସ୍ରା କଲେ ଗୋରା ସହପାଠୀ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ଯୋଗୁଁ କ୍ରିକେଟ ଦଳ ଉପରେ ଦୁଇ ଦଶନ୍ଧି ଧରି ପ୍ରତିବନ୍ଧକ ଲାଗିବା ଘଟଣା ବିଷୟରେ ସମସ୍ତେ ଜ୍ଞାତ । ସମୟାନୁସାରେ ଏଥିରେ ସଂସ୍କାର ଆସିବା ଏବଂ ପ୍ରତିବନ୍ଧକ ଉଠିଯାଇଛି । ହେଲେ ଏବେ ବି ଏଠାରେ ଦେଖିବାକୁ ମିଳୁଛି ଏପରି ନୀଚ ଚିନ୍ତାଧାରା ।…