Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟେକ୍ସାସ୍ କ୍ଲାସରୁମରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ବିଦେଶରେ ବଢ଼ି ଚାଲିଛି ଭାରତୀୟଙ୍କ ଉପରେ ଆକ୍ରମଣ । ଜାତି ଏବଂ ବର୍ଣ୍ଣ ଭେଦଭାବକୁ ନେଇ ଆକ୍ରମଣ ହୋଇଥିବା କେତେ ଘଟଣା ଆଗରୁ ନଜିର୍ ଅଛି । ଗତ ୧୧ ତାରିଖରେ ଘଟିଛି ପୁଣି ଏମିତି ଏକ ଘଟଣା । ଟେକ୍ସାସ ସହରରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ହୋଇଛି ଆକ୍ରମଣ । କପେଲ୍ ମିଡିଲ୍…

ପ୍ଲାଷ୍ଟିିକ ସର୍ଜରୀ ନେଇଗଲା କନ୍ନଡ ଅଭିନେତ୍ରୀଙ୍କ ଜୀବନ

ମୁମ୍ବାଇ: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି । ୨୧ ବର୍ଷୀୟା ଏହି ଲୋକପ୍ରିୟ ଅଭିନେତ୍ରୀ ନିକଟରେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ । ଏହା ପରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକ ଏଥିପାଇଁ ମେଡିକାଲ କର୍ତୃପକ୍ଷଙ୍କୁ…

୧୮ ମାସରେ ଚାରି ମୁଖ୍ୟମନ୍ତ୍ରୀ ବଦଳାଇଲାଣି ବିଜେପି, ଆଉ ୮ ମାସରେ କେତେ ?

ଭୁବନେଶ୍ୱର: ଚାରି ବର୍ଷ ପୂର୍ବେ, ବିଜେପି ତ୍ରିପୁରାରେ କ୍ଷମତାକୁ ଆସିଥିଲା । ବାମପନ୍ଥୀ ଦଳକୁ କ୍ଷମତାଚ୍ୟୁତ କରି ବିଜେପି ଏଠାରେ ଗେରୁଆ ବାନା ଉଡାଇଥିଲା। ଆଉ ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ଏହି ସଫଳତା ପାଇବା ପଛରେ ନେପଥ୍ୟ ନାୟକ ସାଜିଥିଲେ ବିପ୍ଲବ ଦେବ । ହେଲେ ଆଗାମୀ ବିଧାନସଭା…

ଚିଦାମ୍ବରମଙ୍କ ଘରେ ସିବିଆଇ ଚଢଉ : ଓଡିଶା ସମେତ ୯ଟି ସ୍ଥାନରେ ରେଡ୍

ଦିଲ୍ଲୀ: କଂଗ୍ରେସୀ ବରିଷ୍ଠ ନେତା ପି.ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କ ଘରେ ହୋଇଛି ସିବିଆଇ ରେଡ୍ । ପୁଅ ପାଇଁ ବଢିଲା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସମସ୍ୟା । ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ ତାଙ୍କ ପଅ କିର୍ତ୍ତୀ ଚିଦାମ୍ବରଙ୍କ ଏକାଧିକ…

ଶ୍ରୀଲଙ୍କାରେ ଜଟିଳ ସ୍ଥିତି, ଗୋଟିଏ ଦିନର ପେଟ୍ରୋଲ ମହଜୁଦ

କଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ସୋମବାର କହିଛନ୍ତି ଯେ ବର୍ତ୍ତମାନ କ୍ଷତିରେ ଚାଲୁଥିବା ଶ୍ରୀଲଙ୍କା ଏୟାରଲାଇନ୍ସକୁ ଘରୋଇକରଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ…

ଭାରତ ନେପାଳ ମଧ୍ୟରେ ଆଠ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ, ଚିନ୍ତା ବଢ଼ିଲା ଚୀନର

କାଠମାଣ୍ଡୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ନେପାଳ ଗସ୍ତ କରି ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ । ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର…

ନେପାଳରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜର ଶିଳାନ୍ୟାସ

କାଠମାଣ୍ଡୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଲୁମ୍ବିନୀ ମଠ କ୍ଷେତ୍ର, ଲୁମ୍ବିନୀ, ନେପାଳ ଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି କେନ୍ଦ୍ର…

କେରଳରେ ପ୍ରାକ ମୌସୁମୀ ବର୍ଷା, ଓଡ଼ିଶାରେ ବି ପ୍ରଭାବ ପଡ଼ିବ ସୂଚନା

ନୂଆଦିଲ୍ଲୀ: ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ସ୍ୱାଭାବିକ ସମୟ ଜୁନ ୧ର ଚାରି ଦିନ ପୂର୍ବରୁ ଅର୍ଥାତ ମେ ୨୭ରେ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ସେପଟେ ଏହାର ପ୍ରଭାବରେ କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।…

ଦିବ୍ୟାଙ୍ଗଙ୍କୁ ଫ୍ଲାଇଟ ବାରଣ: ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ରାଞ୍ଚି ଏୟାରପୋର୍ଟରେ ଦିବ୍ୟାଙ୍ଗ ବାଳକକୁ ଇଣ୍ଡିଗୋ ଫ୍ଲାଇଟ ଯାତ୍ରାରୁ ବିରତ କରିବା ଘଟଣାରେ ବିମାନ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଡିଜିସିଏ । ଆସନ୍ତା ଦଶ ଦିନ ମଧ୍ୟରେ ଏହି ଅସଭ୍ୟ ବ୍ୟବହାର ଘଟଣାର କାରଣ ଲିଖିତ ଭାବେ ଜଣାଇବାକୁ ସୋମବାର ଡିଜିସିଏ ନିର୍ଦ୍ଦେଶ…

[ଦେଖନ୍ତୁ ଭିଡିଓ] ଆକାଶରୁ ଖସୁଛି ରହସ୍ୟମୟ ମେଟାଲ୍ ବଲ୍

ଗୁଜରାଟ  : ଆମ ଚାରିପଟେ ପ୍ରତିଦିନ କିଛି କିଛି ଘଟଣା ଘଟିଚାଲିଛି । ବିଭିନ୍ନ ରହସ୍ୟମୟ ଆଉ ବିସ୍ମୟକର ଘଟଣା ଘଟିବା କିଛି ସାଧାରଣ ନୁହେଁ। ହେଲେ ଏମିତି କିଛି ସମୟରେ ହଠାତ୍ କିଛି ଘଟଣା ସାମନାକୁ ଆସିଯାଏ ଯାହାର ରହସ୍ୟ ଜାଣିବା ସହଜ ନୁହେଁ। ଏମିତି ଏକ ଘଟଣା ଘଟିଛି ଗୁଜରାଟରେ । ଆକାଶରୁ…