Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଭରେଷ୍ଟ ଚଢ଼ିଲେ ପ୍ରଥମ ଓକିଲ ବିଷ୍ଣୁ ଭୂଷଲ

ଭୁବନେଶ୍ୱର: ଏଭରେଷ୍ଟ ଚଢ଼ିବା ପାଇଁ ବିଶ୍ୱର ପ୍ରାୟ ଦେଶର ପର୍ବତାରୋହୀ ପ୍ରସ୍ତୁତ ହୋଇସାରିଲେଣି । ତେବେ ଧାର୍ଯ୍ୟ ତାରିଖ ନେଇ ସବୁ ଆରୋହଣକାରୀ ସହଯୋଗୀଙ୍କୁ ଧରି ରେକର୍ଡ ସ୍ଥାପନ କରୁଛନ୍ତି ଏବଂ କରିବା ଅପେକ୍ଷାରେ । ଆରୋହଣ କରିବାକୁ ଥିବା ସମସ୍ତ ପର୍ବତାରୋହୀ ତାଙ୍କ ଦେଶ ଏବଂ ନିଜ ପାଇଁ…

ଗୁଜରାଟରେ ଖସୁଛି ରହସ୍ୟମୟ ବଲ

ଅହମ୍ମଦାବାଦ: ଗୁଜରାଟରେ ଏବେ ଆକାଶରୁ ରହସ୍ୟମୟ ବଲ ଖସୁଛି । ୫ଟି ଜିଲାରେ ଏ ଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି । ବୈଜ୍ଞାନିକମାନେ ଏହାକୁ ମହାକାଶର ଆବର୍ଜନା କହୁଥିଲେ ମଧ୍ୟ ଏ ନେଇ ସ୍ପଷ୍ଟ ଭାବେ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି । ଭାଲେଜ, ଖମ୍ବୋଲଜ ଓ…

ଯମୁନା ନଦୀରେ ଗାଧୋଉଥିବାବେଳେ ଯୁବକଙ୍କୁ ଆକ୍ରମଣ, ପାଣିରେ ବୁଡି ୫ ମୃତ

ହରିୟାଣା  : ହରିୟାଣା ଯମୁୁନାନଗରରେ ଘଟିଛି ଅଘଟଣ । ଏଠାରେ ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରାଣ ବଞ୍ଚାଇବାକୁ ୫ଜଣ ଯୁବକ ପାଣି ଭିତରକୁ…

ଆସାମରେ ଭୟଙ୍କର ବନ୍ୟା ସ୍ଥିତି, ପାଣିଘେରରେ ୨୨୨ ଗାଁ

ନୂଆଦିଲ୍ଲୀ: ଆସାମରେ ଲଗାଣ ବର୍ଷା ଆଣିଛି ବନ୍ୟା । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ଚାଷ ଜମି ବୁଡ଼ିଛି । ଲୋକ ଘରୁ ପାଦ କାଢ଼ି ପାରୁ ନାହାନ୍ତି । ବନ୍ୟା ପାଣିଘେରରେ ଅଛନ୍ତି ୫୭ ହଜାର ଲୋକ । ୨୨୨ଟି ଗାଁ ପ୍ରଭାବିତ ହୋଇଛି । ୧୦ହଜାରରୁ ଅଧିକ ହେକ୍ଟର ଚାଷଜମିରେ ନଷ୍ଟ ହୋଇଛି…

ଇନଷ୍ଟାଣ୍ଟ ଲୋନ ଠକେଇ: ଜଣେ ଗିରଫ, ୬.୭୫ କୋଟି ଜବତ

ଭୁବନେଶ୍ୱର: ଇନଷ୍ଟାଣ୍ଟ ଲୋନ୍ ଆପ୍ ଠକେଇରେ ଧରାପଡ଼ିଲା ଆହୁରି ଅନେକ ଆପ୍ । ଏହା ସହିତ ଜଣେ ଠକ ତରୁଣ ଦୁଡେଜାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଡିଜିଟାଲ୍ ବଟୁଆ, ସ୍ୱିଚ୍ ଇନଫୋଟେକ୍ ବଚତ ଅନଲାଇନ, ଆଇପଇସା ଇନଫୋଟେକ୍, ମିଲେନିୟମ, ବଜାରପେ ଉପରେ ଚଢ଼ଉ କରିଛି ଇଓଡବ୍ଲୁ । ଏସବୁ ର…

ମାଉଣ୍ଟ ଏଭରେଷ୍ଟ ଶିଖରରେ ପତିତପାବନ ବାନା ଉଡ଼ାଇଲେ ସିଦ୍ଧାର୍ଥ

ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ରବିବାର ଭୋର ୪.୧୫ରେ ମାଉଣ୍ଟ ଏଭରେଷ୍ଟର ଶିଖର ଦେଶରେ ପାଦ ଥାପିଛନ୍ତି । ଲକ୍ଷସ୍ଥଳରେ ପହଞ୍ଚିବା ପରେ ସିଦ୍ଧାର୍ଥ ଭାରତୀୟ ଜାତୀୟ ପତାକା ସହ ଶ୍ରୀମନ୍ଦିର ପତିତ ପାବନ ବାନା ସେଠାରୁ ଉଡ଼ାଇଛନ୍ତି । ସିଦ୍ଧାର୍ଥଙ୍କ ଏହି ଯାତ୍ରାରେ…

ନିଆରା ପ୍ରେମ: କ୍ୟାନସର ସହ ଲଢ଼ୁଥିଲେ ଆଉ ଏକ ହୋଇଗଲେ

ଭୁବନେଶ୍ୱର: ପ୍ରେମକୁ ବୁଝିବା କଷ୍ଟ । ଏହାର କେତେ ରୂପ ଅଛି ତାହା ସାଧାରଣ ମଣିଷ ଜାଣି ପାରିବ ନାହିଁ । ମିଳନ ଓ ବିରହରେ ବି ପ୍ରେମ ହୋଇଥାଏ । ଆମେରିକାର ଉଥାହରେ ଏ ଭଳି ଏକ ନିଆରା ପ୍ରେମ କାହାଣୀ ଘଟିଛି । ଆଲେକ୍ସିସ ଗୋଲ୍ଡ ଷ୍ଟାଫର୍ଡ ଓ ରିକି ଷ୍ଟାଫୋର୍ଡ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ…

ଭାରତ କୃଷକ ସଂଗଠନରୁ ବିଦା ହେଲେ ଟିକାଏତ ଭାଇ, ରାଜେଶ ସିଂ ହେଲେ ନୂତନ ସଭାପତି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ମାଧ୍ୟମରେ ସାରା ଦେଶରେ ଚର୍ଚ୍ଚିତ ହେବା ସହ ସରକାରଙ୍କୁ ଅସୁବିଧାରେ ପକାଇଥିବା ଟିକାଏତ ଭାଇଙ୍କୁ ସଂଗଠନରୁ ହଟାଇ ଦିଆଯାଇଛି । ଚୌଧୁରୀ ମହେନ୍ଦ୍ର ସିଂ ଟିକାଏତଙ୍କ ଶ୍ରାଦ୍ଧବାର୍ଷିକରେ ଭାରତ କୃଷକ ସଂଗଠନ ଗଠନ କରାଯାଇଛି । ରାକେଶ ଟିକାଏତ ଓ ନରେଶ ଟିକାଏତଙ୍କ…

ପାକିସ୍ତାନରେ ଦୁଇ ଶିଖ୍ ଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ୱର: ପାକିସ୍ତାନର ଖାଇବର୍ ପଖତୁନ୍ ରେ ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଶିଖ୍ ଯୁବକଙ୍କୁ ରବିବାର ସକାଳେ ଗୁଳି କରି ହତ୍ୟା କରାଯାଇଛି । ଉଭୟ ନିଜ ଦୋକାନରେ କାମ କରୁଥିବା ବେଳେ ଦୁବୃର୍ତ୍ତ ବାଇକ୍ ରେ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଦୁଇ ଶିଖ୍ ଯୁବକ ରଣଜିତ୍ ସିଂ ଓ…

ଆସାମରେ ଭୂ-ସ୍ଖଳନ, ୩ ମୃତ : ବନ୍ୟା ନେଇ ସତର୍କ ସୂଚନା

ଆସାମ  : ଆସାମ ଦିମା ହସାଓ ଜିଲ୍ଲାରେ ଭୂସ୍ଖଳନ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇସାରିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଦିମା ହସାଓ ଅଞ୍ଚଳରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ଅନ୍ୟ…