Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରୁଷିଆ-ୟୁକ୍ରେନ ବିବାଦଠାରୁ ଦୂରେଇ ରହିଲା ଭାରତ

ଜେନେଭା: ରୁଷିଆ-ୟୁକ୍ରେନ ବିବାଦଠାରୁ ଭାରତ ଦୂରେଇ ରହିଛି । ମିିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ ଅନୁପସ୍ଥିତ ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏହା ଏକ ବଡ କୂଟନୈତିକ ଆହ୍ୱାନ ଥିଲା । ରୁଷକୁ ସମର୍ଥନ କରିଥିଲେ ଆମେରିକା ସମେତ ଅଧିକାଂଶ ୟୁରୋପୀୟ ଦେଶ…

ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ଦିନକରେ ୧୧୯୨ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କାବୁ ପାଉଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ଲକ୍ଷ ତଳକୁ ହ୍ରାସ ପାଇଛି । ସାରା ଦେଶରୁ ଆଉ ୧ଲକ୍ଷ ୬୭ହଜାର ୦୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ…

ବଜେଟ୍ ଆଶା: ଆୟକର ସ୍ଲାବରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ମହାମାରୀ ମାଡ଼ରେ ଭୁଶୁଡି ପଡିଥିବା ଦେଶର ଅର୍ଥନୀତିକୁ ଆଗକୁ ନେବା ସରକାରଙ୍କ ଆଗରେ ଚ୍ୟାଲେଞ୍ଜ । ଏଭଳି ସ୍ଥିତିରେ ବଜେଟ୍ ଉପରେ ସବୁ ବର୍ଗର ନଜର ରହିଛି ।…

ଭେଟେରାନ୍ ଅଭିନେତ୍ରୀ ସବାନା ଆଜମୀ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତ୍ରୀ ସବାନା ଆଜମୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଇନଷ୍ଟାଗ୍ରାମରେ ନିଜ ଫ୍ୟାନଙ୍କୁ ଏନେଇ ସୂଚନା ଦେଇଛନ୍ତି ସବାନା ଆଜମୀ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ସେ…

ଆଜି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚତୁର୍ଥ ଥର ବଜେଟ୍ ଉପସ୍ଥାପନ କରିବେ । ଦେଶରେ କରୋନା ମହାମାରୀ ପ୍ରକୋପ ଭିତରେ ଦ୍ୱିତୀୟ ବଜେଟ୍…

ଫେବ୍ରୁଆରୀ ୩ରୁ ଖୋଲିବ ସ୍କୁଲ୍ କଲେଜ

ପଶ୍ଚିମବଙ୍ଗ: କରୋନା ଗ୍ରଫ୍ ଖସୁଥିବାରୁ ଆସନ୍ତ ଫେବ୍ରୁଆରୀ ୩ରୁ ଅଷ୍ଟମରୁ ଦ୍ୱାଦଶ ମଧ୍ୟରେ ସ୍କୁଲ ଖୋଲିବ । ଏହା ସହିତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଫିଜିକାଲ କ୍ଲାସ ହେବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ଘୋଷଣା କରିଛନ୍ତି । ସେହିପରି…

ଟୁଇଟରରେ ରାଜ୍ୟପାଳଙ୍କୁ ବ୍ଲକ କଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖରଙ୍କ ରାଜନୈତିକ ବିବାଦ ତୁଟିବାରେ ନାମ ଧରୁନି । ମଙ୍ଗଳବାର ମମତା ଟୁଇଟରରେ ରାଜ୍ୟପାଳଙ୍କୁ ବ୍ଲକ କରିଛନ୍ତି । ସେ ରାଜ୍ୟପାଳଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଏପରିକି ତାଙ୍କ ଟୁଇଟ ଯୋଗୁ ସେ ମାନସିକ…

ୟୁପି ନିର୍ବାଚନ: ଅଖିଳେଶଙ୍କୁ ଟକ୍କର ଦେବେ ବାଘେଲ

କରହଲ: ୟୁପି ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି । ବିଜେପି କେନ୍ଦ୍ର ମନ୍ତ୍ରୀ ତଥା ଆଗ୍ରା ଏମପି ଏସପି ସିଂ ବାଘେଲଙ୍କୁ ଏଠାରେ ଟିକେଟ ପ୍ରଦାନ କରିଛି । ପୂର୍ବ ରକ୍ଷା ମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସୁରକ୍ଷାରେ…

୪୦ କୋଟି ସୁନା ଗାଉନରେ ଉର୍ବଶୀ

ମୁମ୍ବାଇ: ସୁନାର ପୋଷାକ ପିନ୍ଧି ଚମକିଲେ ବଲିଉଡ ସୁନ୍ଦରୀ ଉର୍ବଶୀ ରୌତେଲା । ସେ ପିନ୍ଧିଥିବା ସୁନାର ଗାଉନର ମୂଲ୍ୟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି । ଆରବ ଫ୍ୟାସନ ଶୋ’ରେ ଉର୍ବଶୀ ଏହି ଗାୁନ ପିନ୍ଧି ନିଜର ଚମକ୍ରାରିତ ଦେଖାଇଛନ୍ତି । ଉର୍ବଶୀଙ୍କ ଏହି ଲୁକ୍ ଏବଂ ଷ୍ଟାଇଲ ଦର୍ଶକଙ୍କୁ…

ଅଷ୍ଟ୍ରେଲିଆର ଏହି ମହିଳା ଦେଖି ପାରନ୍ତି ୧୦ କୋଟି ପ୍ରକାରର ରଙ୍ଗ !

ମେଲବୋର୍ଣ୍ଣ: ଆମେ ରହୁଥିବା ଧରା ପୃଷ୍ଠରେ ଅନେକ ରହସ୍ୟମୟ ବ୍ୟକ୍ତି ଅଛନ୍ତି । ତା ମଧ୍ୟରୁ ଜଣେ ହେଲେ ଅଷ୍ଟ୍ରେଲିଆର କନ୍ସେଟା ଏଂଟିକା । ତାଙ୍କ ଚକ୍ଷୁ ସାଧାରଣ ମଣିଷଠାରୁ ଭିନ୍ନ । ଏଥିରେ ସେ ୧୦ କୋଟି ପ୍ରକାରର ଅଲଗା ଅଲଗା ରଙ୍ଗ ଚିହ୍ନଟ କରି ପାରନ୍ତି । ଯାହା କି ସାଧାରଣ ମଣିଷ ପକ୍ଷେ…