Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କର୍ଣ୍ଣାଟକ ଏସଡ଼ିଏମ୍ କଲେଜରେ କୋଭିଡ଼-୧୯ ସଂକ୍ରମିତ ସଂଖ୍ୟା ୩୦୬କୁ ବୃଦ୍ଧି

କର୍ଣ୍ଣାଟକ: କର୍ଣ୍ଣାଟକର ଧରୱାଡ଼ସ୍ଥିତ ଏସଡ଼ିଏମ୍ କଲେଜ ଅଫ୍ ମେଡ଼ିକାଲ ସାଇନ୍ସରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬କୁ ବୃଦ୍ଧି ପାଇଛି । କଲେଜ ପରିସରରେ ଥିବା ଦୁଇଟି ହଷ୍ଟେଲକୁ ସିଲ୍ କରିଦିଆଯାଇଛି । ସଂକ୍ରମିତ ଶିକ୍ଷାର୍ଥୀମାନେ ସେମାନଙ୍କ ହଷ୍ଟେଲ ରୁମରେ ଚିକିତ୍ସିତ ହେଉଛନ୍ତି । ଧରୱାଡ଼…

‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହା ହେବ ପ୍ରଧାନମନ୍ତ୍ରୀଙ୍କ ୮୩ତମ ମନ କି ବାତ୍ କାର୍ଯ୍ୟକ୍ରମ । ଏହା ଜରିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ନେଇ ପିଏମଓ କାର୍ଯ୍ୟାଳୟ ପକ୍ଷରୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:୧୮ ମୃତ, ୫ଗୁରୁତର ଆହତ

କୋଲକାତା: ପଶ୍ଚିମବଙ୍ଗର ନଦିୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୮ଜଣଙ୍କ ମୃତ୍ୟୁ ହୋଇଛି । ୫ଜଣ ଗୁରୁତର ଆହତ ହୋଇଛନ୍ତି । ନଦିୟା ଜିଲ୍ଲାର ହଂସଖାଲି ଫୁଲବାଡ଼ିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ରାସ୍ତାକଡ଼ରେ ଠିଆ ହୋଇଥିବା…

୪ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀ ପ୍ରଦୂଷଣ

ନୂଆଦିଲ୍ଲୀ: ଗତ ଚାରି ବର୍ଷ ମଧ୍ୟରେ ଦିଲ୍ଲୀରେ ଚଳିତ ବର୍ଷର ନଭେମ୍ବର ସର୍ବାଧିକ ପ୍ରଦୂଷିତ ହୋଇଛି। ନଭେମ୍ବରରେ ଏପର୍ଯ୍ୟନ୍ତ PM 2.5 ହାରାହାରି ଗତ ଚାରି ବର୍ଷ ମଧ୍ୟରେ ସର୍ବାଧିକ। ୨୦୧୮ ବର୍ଷ ତୁଳନାରେ, ଚଳିତ ବର୍ଷ ନଭେମ୍ବରରେ ପ୍ରଦୂଷଣ ସ୍ତର ୨୦ ପ୍ରତିଶତ ଅଧିକ ଥିଲା। ଦିୱାଲି…

କରୋନା ନୂଆ ପ୍ରଜାତିର ନାଁକୁ ନେଇ ବଢୁଛି ବିବାଦ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ ଆଫ୍ରିକାରେ ମିଳୁଥିବା କରୋନାର ଏକ ନୂତନ ପ୍ରଜାତିର ନାମକରଣ କରାଯାଇଛି ଏବଂ ବର୍ତ୍ତମାନ ଏହାକୁ 'ଓମିକ୍ରନ୍' କୁହାଯିବ। ତେବେ ଏହି ନାମକରଣ ସହିତ ଏକ ବିବାଦ ଉପୁଜିଛି। ପ୍ରକୃତରେ, ମହାମାରୀ ଆରମ୍ଭରୁ, ହୁ ଚୀନ୍‌ର ଚାପରେ କାମ କରୁଥିବା ଅଭିଯୋଗ…

ବାହା ହେବେନି ଭିକି ଓ କାଟ୍ରିନା!

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହକୁ ଚର୍ଚ୍ଚା ଜୋର୍‌ ଧରିଛି। ଡିସେମ୍ବରରେ ବିବାହ ହେବା ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି। ଗତ କିଛି ସପ୍ତାହ ହେବ ଚର୍ଚ୍ଚାର ବିଷୟ ପାଲଟିଛି ଭିକି ଓ କ୍ୟାଟ୍‌ଙ୍କ…

ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଦିଲ୍ଲୀ: ସୋମବାରଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ସାଢ଼େ ୧୧ଟାରେ ବସିବ ଏହି ବୈଠକ । ବୈଠକରେ ନରେନ୍ଦ୍ର ମୋଦିଙ୍କ ସହିତ ବିରୋଧୀ ଦଳର ନେତାମାନେ ମଧ୍ୟ ସାମିଲ ହେବେ । ଶୀତକାଳୀନ ଅଧିବେଶନ ପାଇଁ ଏନଡ଼ିଏ ରଣନୀତି ପ୍ରସ୍ତୁତ…

ଓମିକ୍ରନ ଭ୍ୟାରିଆଂଟ ଭୟ ବଢ଼ିଲା: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ ଭାରତୀୟଙ୍କ ରିପୋର୍ଟ ପଜିଟିଭ

ବେଙ୍ଗାଲୁର: କରୋନା ମହାମାରୀର ନୂତନ ଭ୍ୟାରିଆଂଟ ଓମିକ୍ରନର ଭୟ ଏବେ ସମସ୍ତଙ୍କୁ ଗ୍ରାସ କରିବା ଆରମ୍ଭ କରିଛି । ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୯୪ ଭାରତୀୟଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଏ ପର୍ଯ୍ୟନ୍ତ କର୍ଣ୍ଣାଟକର ୨ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଓମିକ୍ରାନ ଭ୍ୟାରିଆଂଟରେ…

ରେକର୍ଡ୍ ଦରରେ ନିଲାମ ହେଲା ଆଇନ୍‌ଷ୍ଟାଇନ୍‌ଙ୍କ ହସ୍ତଲିପି

ଭୁବନେଶ୍ୱର: ନିଲାମ ହୋଇଛି ଆଲବର୍ଟ ଆଇନଷ୍ଟାଇନଙ୍କ ବିରଳ ହସ୍ତଲିପି । ଗତ ମଙ୍ଗଳବାର ପାରିସରେ ଅକ୍ସନ୍ ହାଉସ୍ ଖ୍ରିଷ୍ଟିସ୍ ମୋଟା ଅଙ୍କର ଅର୍ଥ ବଦଳରେ ଆଇନଷ୍ଟାଇନଙ୍କ ଏକାଧିକ ହସ୍ତଲିପି ନିଲାମ କରିଥିଲା । ଆଇନଷ୍ଟାନଙ୍କର ୫୪ ପୃଷ୍ଠା ସମ୍ବଳିତ ହସ୍ତଲିପିର ପ୍ରାଥମିକ ନିଲାମ ଦର ୨ରୁ ୩…

ଓମିକ୍ରନ ନାମକୁ ନେଇ ଉପୁଜିଲା ବିବାଦ: ଚୀନକୁ ଡରୁଛି କି ହୁ !

ନୂଆଦିଲ୍ଲୀ: କରୋନା ମହାମାରୀର ନୂତନ ଭ୍ୟାରିଆଂଟର ନାମ ଓମିକ୍ରନ ରଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଏହି ନାମକରଣକୁ ନେଇ ଏବେ ବିବାଦ ଉପୁଜିଛି । ନୂତନ ଭ୍ୟାରିଆଂଟର ନାମ ଏନୟୁ କିମ୍ବା ଏକ୍ସଆଇରୁ ଆରମ୍ଭ ହୋଇଥାନ୍ତା । ଅଥଚ ୟୁ ଏହାକୁ ଡେଇଁ ଓମିକ୍ରନ କାହିଁକି ଦେଲା ସେ ନେଇ…