Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଂଝୀଙ୍କ ବିବାଦୀୟ ବୟାନ: ରାମଙ୍କଠାରୁ ହଜାର ଗୁଣ ବଡ ହେଲେ ମହର୍ଷି ବାଲ୍ମିକୀ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ଆଜି ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି । ବୁଧବାର ଦିଲ୍ଲୀରେ ହାମ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏହା କହିଥିଲେ । ଭଗବାନ ରାମ ଏକ କାଳ୍ପନିକ ଚରିତ୍ର ଏବଂ ମହର୍ଷି ବାଲ୍ମିକୀ…

ପାଗ ଅନୁକୂଳ ହେବା ପରେ କେଦାରନାଥ ଧାମକୁ ତୀର୍ଥଯାତ୍ରୀଙ୍କ ଯାତ୍ରା ଆରମ୍ଭ

ଉତ୍ତରାଖଣ୍ଡ : ଆରମ୍ଭ ହେଲା ଚାରିଧାମ ଯାତ୍ରା । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସହ ଭୂ-ସ୍ଖଳନ ହେବା ଫଳରେ ଅଟକି ଥିବା ଚାରିଧାମ ଯାତ୍ରା ଆଜିଠାରୁ ପୁଣି ଆରମ୍ଭ ହୋଇଛିା ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ସମୀକ୍ଷା ବୈଠକ ପରେ ଚାରିଧାମ ଯାତ୍ରା ଆରମ୍ଭ କରିବାକୁ ପୋଲିସ…

ନୂଆ ନାଁରେ ଆସିବ ଫେସବୁକ୍

ନୂଆଦିଲ୍ଲୀ : ନୂଆ ନାଁରେ ଆସିବ ଫେସବୁକ୍ । ବିଶ୍ବର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ଫେସବୁକ ପାଇବ ନୂଆ ପରିଚୟ । ଫେସବୁକକୁ ମେଟାଭର୍ସରେ ପରିଣତ କରିବେ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ଆସନ୍ତା ୨୮ ତାରିଖ କମ୍ପାନୀର ବାର୍ଷିକ ଉତ୍ସବରେ ନୂଆ ନାଁ ଘୋଷଣା କରାଯିବ । କମ୍ପାନୀ ଯୋଜନାରେ…

୧୦ କୋଟି ଭାରତୀୟ ନେଇନାହାନ୍ତି ଦ୍ୱିତୀୟ ଡୋଜ ଟିକା

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଟିକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଥିବା ବେଳେ ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଭି.କେ ପଲ କୋଭିଡ-୧୯ ଟିକାକରଣ ଅଭିଯାନରେ ଦ୍ୱିତୀୟ ଡୋଜ ନେଇ ନଥିବା ଲୋକଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବହୁତ କମ୍‌ ସଂଖ୍ୟକ ଲୋକ ଦ୍ବିତୀୟ ଡୋଜ ଟିକା…

କୁଶୀନଗର ଆନ୍ତର୍ଜାତୀକ ବିମାନ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଲକ୍ଷ୍ନୌ: କୁଶୀନଗର ଆନ୍ତର୍ଜାତୀକ ବିମାନ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତର ପ୍ରଦେଶ ଭଗବାନ ବୁଦ୍ଧଙ୍କ ପରିନିର୍ବାଣଠାରେ ଏହା ଉଦଘାଟନ କରାଯାଇଛି। ୧୩୦ଜଣ ଯାତ୍ରୀଙ୍କୁ ନେଇ ଶ୍ରୀଲଙ୍କାରୁ ଆସିଥିବା ଏକ ବିମାନ ମଧ୍ୟ ସେଠାରେ ଅବତରଣ କରିଛି। ପ୍ରଧାନମନ୍ତ୍ରୀ…

ହଷ୍ଟନ୍‌ ଏୟାରପୋର୍ଟରେ ଜଳିଗଲା ବିମାନ ,ଅଳ୍ପକେ ବର୍ତ୍ତିଲେ ୨୧ ଯାତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ : ହଷ୍ଟନ୍‌ ଏୟାରପୋର୍ଟରେ ବିମାନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୨୧ ଜଣ ଯାତ୍ରୀ। ବିମାନରେ ଥିବା ସମସ୍ତ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆମେରିକାର ବିମାନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ହଷ୍ଟନର ସମୟ ୧୦ ଟା ପାଖିପାଖି ହେବ ଏପରି ଅଘଟଣ…

ଲଖିମ୍‌ପୁର ହିଂସାକାଣ୍ଡ; ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସାକାଣ୍ଡକୁ ନେଇ ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ବୁଧବାର ଦିନ ଲଖିମ୍‌ପୁର ମାମଲାର ଶୁଣାଣି ସମୟରେ ୟୁପି ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି ଯେ ୟୁପି ସରକାର ନିଜ ଦାୟିତ୍ବଠୁ ଦୂରେଇ ଯିବା ଅର୍ଥାତ୍‌…

ଜମ୍ମୁକଶ୍ମୀର ସୋପିଆଁରେ ଏନକାଉଣ୍ଟର,୨ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ସେନାକୁ ପୁଣି ସଫଳତା । ଜମ୍ମୁକଶ୍ମୀର ସୋପିଆଁ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଖବର ପାଇବା ପରେ ଦ୍ରାଗଦ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଆଣ୍ଡ କର୍ଡନ ଅଭିଯାନ ଚାଲିଥିଲା । ଏନକାଉଣ୍ଟ କରିବା…

ମିଳିଲାନି ଜାମିନ; ଜେଲରେ ରହିବେ ଆର୍ୟନ

ମୁମ୍ବାଇ: ଆଜି ପୁଣି ଥରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ମିଳିଲାନି ଜାମିନ। ଆଜି ବି ଏନଡିପିଏସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି। ଦିୱାଲି ପୂର୍ବରୁ ଘରକୁ ଫେରିପାରିଲେନି ଆର୍ୟନ। ରିପୋର୍ଟ ଅନୁଯାୟୀ, ଆଜି…

୫୯ ବର୍ଷ ପୂର୍ବେ ଏହି ଦିନ ଭାରତ ସହ ବିଶ୍ୱାସଘାତକତା କରିଥିଲା ଚୀନ୍‌

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଛି। ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ବହୁତ ପୁରୁଣା। ୧୯୫୯ର ତିବ୍ଦତୀୟ ବିଦ୍ରୋହ ପରେ ଯେତେବେଳେ ଭାରତ ଦଲାଇ ଲାମାଙ୍କୁ ଆଶ୍ରୟ ଦେଇଥିଲା, ସେତେବେଳେ ଚୀନ୍ ଭାରତ ବିରୁଦ୍ଧରେ ଏକ ଆନ୍ଦୋଳନ ଆରମ୍ଭ କରିଥିଲା।…