Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନାଇଜେରିଆ ଲାଗୋସରେ ନିର୍ମାଣଧୀନ କୋଠା ଭୁଷୁଡିଲା ,୬ ମୃତ ୧୦୦ ନିଖୋଜ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନାଇଜେରିଆର କମରସିଆଲ କ୍ୟାପିଟାଲ ଲାଗୋସ ଠାରେ ଏକ ନିର୍ମାଣଧିନ କୋଠା ଭୁଷୁଡିଯିବା ଫଳରେ ୧୦୦ ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିବା ସୂଚନା ମିଳିଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏକ ଗଣ ମାଧ୍ୟମର…

ସ୍ୱଦେଶୀ ସାମଗ୍ରୀ କିଣି ଦେଶକୁ ଆତ୍ମନିର୍ଭର କରାନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ପର୍ବ ଧନତେରାସକୁ ଆଜି ବହୁ ଜୋରସୋରରେ ପାଳନ କରାଯାଉଛି। ବାସ୍ତବରେ ଧନତେରାସରେ ଦିପାବଳୀର ମହାପର୍ବର ଆରମ୍ଭ ହୋଇଥାଏ। ଆଜି ଯେଉଁ ଶୁଭ ମୂହୂର୍ତ୍ତ ବାହାରିଥାଏ, ସେହି ମଧ୍ୟରେ କିଣାକିଣି କରାଯାଇଥାଏ। ଏହି ଅବସରରେ ବହୁ ନେତାମାନେ ନିଜ ନିଜ ଶୁଭକାମନା…

ଲଜ୍ଜ୍ୟା ! ବିରୁଷ୍କାଙ୍କ ୧୦ ମାସର ଝିଅକୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଟି୨୦ ବିଶ୍ୱକପରେ ଭାରତୀୟ ଦଳର ଶୋଚନୀୟ ପ୍ରଦର୍ଶନକୁ ନେଇ ଦର୍ଶକଙ୍କ ମନରେ କୁହୁଳୁଛି ଅସନ୍ତୁଷ୍ଟତାର ନିଆଁ । ଏ ନେଇ ଅନେକ କ୍ରିକେଟ ପ୍ରେମୀ ସୋସିଆଲ୍ ମିଡିଆରେ ଦଳରେ ପରିବର୍ତ୍ତନ ତଥା ଖେଳାଳି ଚୟନ ନେଇ କଟୁ ମନ୍ତବ୍ୟ ଦେଇଥିଲେ । ହେଲେ ନିକଟରେ ଅଧିନାୟକ ବିରାଟ ଓ ଅନୁଷ୍କାଙ୍କ ୧୦…

ପୁଣି ମଇଦାନକୁ ଫେରିବେ ସିକ୍ସର୍ କିଙ୍ଗ୍ ଯୁବରାଜ ସିଂ

ଚଣ୍ଡିଗଡ଼: ବେଶ କିଛି ଦିନ ପୂର୍ବରୁ କ୍ରିକେଟର ଚହଲଙ୍କ ବିରୋଧରେ ଜାତିଆଣ ଆକ୍ଷେପ ମାମଲାରେ ଗିରଫ ହେବା ପରେ ଜାମିନରେ ବାହାରିଥିଲେ କ୍ରିକେଟର୍ ଯୁବରାଜ ସିଂ । ଏ ନେଇ ଯୁବରାଜ ଖୁବ ଚର୍ଚ୍ଚାରେ ରହିଥିଲେ । ହେଲେ ନିକଟରେ ତାଙ୍କର ଏକ ଘୋଷଣା ଅନେକ କ୍ରିକେଟ ପ୍ରେମୀଙ୍କୁ ଖୁସୀ କରିଥିଲାବେଳେ…

[ଭିଡ଼ିଓ] ରହସ୍ୟମୟ କ୍ଷୀର ଭବାନୀ ପୀଠ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘଟଣା ବିଶ୍ୱାସ ନହେଲେ ବି ସତ । ହେଲେ ଏଠି ରହିଛି ଅନେକ ରହସ୍ୟ । ପ୍ରତି ମୁହୁର୍ତ୍ତରେ ଘଟୁଥିବା ଘଟଣା ଆଖି ସାମନାରେ ଘଟୁଥିଲେ ବି ତାର ସତ୍ୟତା କିନ୍ତୁ ଜଣାନାହିଁ । ସେମିତି ଏକ ରହସ୍ୟମୟ ମନ୍ଦିର ହେଉଛି କ୍ଷୀର ଭବାନୀଙ୍କ ପୀଠ । ଜମ୍ମୁ କଶ୍ମୀର ଶ୍ରୀନଗରର ତୁଲ୍ଲା…

ଆଜି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ୟୁକ୍ରେନ, ନେପାଳ, ଇସ୍ରାଏଲ, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ମଲାୱି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ରିପୋର୍ଟ ଅନୁଯାୟୀ ସେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ମଧ୍ୟ…

ସାବଧାନ; ଦିପାବଳୀ ପରେ ଆହୁରି ବିଗିଡିପାରେ ରାଜଧାନୀର ଜଳବାୟୁ

ନୂଆଦିଲ୍ଲୀ: ଦିୱାଲୀ ପରେ ଦିଲ୍ଲୀର ଜଳବାୟୁ 'ଅତ୍ୟନ୍ତ ଖରାପ' ହେବ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସୂଚନା ମିଳିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ପ୍ରାୟ ୨୦ ଟି ସ୍ଥାନରେ ୩୦୦ ଅତିକ୍ରମ କରିଛି। ବାୟୁର ଗୁଣବତ୍ତା ଦିପାବଳୀ ପରେ ବି ଖରାପ ରହିବ ବୋଲି…

ଅଜିତଙ୍କ ସମ୍ପତି ଜବତ କରିବାକୁ ନିର୍ଦ୍ଦେଶ ଦେଲା ଆୟକର ବିଭାଗ

ମୁମ୍ବାଇ: ଆୟକର ବିଭାଗ ଆଜି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ୫ଟି ସମ୍ପତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୦୦୦ କୋଟି ମୂଲ୍ୟର ଏହି ସମ୍ପତିରେ ରହିଛି ଜରେନ୍ଦଶ୍ୱର ସୁଗାର ଫ୍ୟାକ୍ଟ୍ରି, ୨୦କୋଟି ମୂଲ୍ୟର ଫ୍ଲାଟ, ପୁତ୍ର ପାର୍ଥଙ୍କ ୨୫ କୋଟି ମୂଲ୍ୟର ନିର୍ମଳ ଅଫିସ,…

ପୁଣି ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସପ୍ତମ ଦିନ ପାଇଁ ତୈଳ ଦର ବୃଦ୍ଧି ପାଇଛି। ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ଥିବାବେଳେ ପେଟ୍ରୋଲ ଦର ଆଜି ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ଲିଟର ପିଛା ୧୧୦.୦୪ ଟଙ୍କା ଥିବାବେଳେ ମୁମ୍ବାଇରେ ଲିଟର ପିଛା ୧୧୫.୮୫…

୯୩ ଲକ୍ଷ ହ୍ୱାଟସ୍ ଆପ୍ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ସୋମବାର ହ୍ବାଟସ୍ ଆପ୍ ଦ୍ବାରା ପ୍ରକାଶିତ କମ୍ପ୍ଲାଏନ୍ସ ରିପୋର୍ଟ ଅନୁଯାୟୀ କମ୍ପାନୀ ସେପ୍ଟେମ୍ବର ମାସରେ ୨୨ ଲକ୍ଷ ୯ ହଜାର ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ହ୍ବାଟସ୍‌ ଆପ୍ ଏହାର ରିପୋର୍ଟରେ କହିଛି ଯେ ଏହା ୧ ସେପ୍ଟେମ୍ବରରୁ ୩୧ ସେପ୍ଟେମ୍ବର ମଧ୍ୟରେ ମୋଟ ୫୬୦…