Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଦଳିବ ଆଫଗାନୀଙ୍କ ପାସପୋର୍ଟ ଓ ପରିଚୟ ପତ୍ର

ନୂଆଦିଲ୍ଲୀ: ୨୦ ବର୍ଷ ପରେ ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିବା ତାଲିବାନ ବର୍ତ୍ତମାନ ଲୋକଙ୍କ ପାସପୋର୍ଟ ଏବଂ ପରିଚୟ ପତ୍ର ବଦଳାଇବ। ତାଲିବାନ ଘୋଷଣା କରିଛି ଯେ ସେମାନେ ପୂର୍ବ ସରକାର ଦେଇଥିବା ଆଫଗାନିସ୍ତାନ ପାସପୋର୍ଟ ଏବଂ ଜାତୀୟ ପରିଚୟ ପତ୍ର ବଦଳାଇବେ। ଏହା ମଧ୍ୟ କହିଛି ଯେ ଏହି…

ମୋଦୀ ନଆସିଲେ ଟିକା ନେବେନି; ବ୍ୟକ୍ତିଙ୍କ ଅଜବ ଦାବି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ଟିକାକରଣ ବଦଳରେ ଏମିତି ଏକ ଦାବି ଆଣିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟକ୍ତି ଜଣକର ଅଦ୍ଭୁତ ଦାବିରେ ଟିକାକରଣ କରୁଥିବା ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାସ୍ତବରେ, ଏହି ବ୍ୟକ୍ତି ଜଣକ ଟିକା…

୨୨ ସପ୍ତାହର ଗର୍ଭବତୀ ମହିଳାଙ୍କୁ ମିଳିଲା ଗର୍ଭପାତର ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୨୨ ସପ୍ତାହର ଗର୍ଭବତୀ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଗର୍ଭସ୍ଥ ଶିଶୁର ଏକ ନିର୍ଦ୍ଦିଷ୍ଟ ଜନ୍ମଗତ ସମସ୍ୟା ଚିହ୍ନଟ ହେବାପରେ ଡାକ୍ତରୀ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ। ବାସ୍ତବରେ, ଗର୍ଭସ୍ଥ ଶିଶୁର ଜନ୍ମଗତ ଏକ…

[ଭାଇରାଲ୍ ଆଲର୍ଟ] ଆସିଲା “ବେଲା ଚାଓ”ର ଗୁଜରାଟୀ ଭର୍ସନ୍‌

ଭୁବନେଶ୍ୱର: ସାରା ବିଶ୍ୱରେ ସୁପରହିଟ୍ ନେଟଫ୍ଲିକ୍ସ ସିରିଜ୍ ମନି ହାଇଷ୍ଟକୁ ମିଳିଛି ଜବରଦସ୍ତ ରେସ୍ପୋନ୍ସ । ଖାସ କରି ସିରିଜ୍‌ରେ ଥିବା ବେଲା ଚାଓ ଗୀତଟି ସମସ୍ତ ପ୍ଲାଟଫର୍ମରେ ସେନ୍ସେସନ୍ କ୍ରିଏଟ୍ କରିଥିଲା । ଏହି ଗୀତକୁ ନେଇ ଅନେକ ଲୋକ ହିନ୍ଦୀ, ପଂଜାବୀ ଓ ବଙ୍ଗଳା ଭର୍ସନରେ ଡବ୍…

୨୭ରୁ ଭାରତରୁ କାନାଡାକୁ ବିମାନ ଉଡ଼ାଣ ଆରମ୍ଭ

ଓଟାୱା: ଭାରତରୁ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ଏକ ମାସ ଧରି ଲାଗିଥିବା ପ୍ରତିବନ୍ଧକକୁ ହଟାଇଲା କାନାଡା। କରୋନା ନିୟମାବଳୀକୁ ଦୃଷ୍ଟିରେ ରଖି ଏହି ନିଷେଧାଦେଶ ଲାଗୁ କରାଯାଇଥିଲା। କାନାଡା ସରକାର କହିଛନ୍ତି ଯେ, “ସେପ୍ଟେମ୍ବର ୨୭, ୨୦୨୧ରୁ ଭାରତରୁ କାନାଡାକୁ ସିଧାସଳଖ ବିମାନ ଉଡ଼ାଣ…

ଭାରତ ସୀମା ନିକଟରେ ଚୀନ ତିଆରି କଲାଣି ୬୮୦ ଗ୍ରାମ !

ନୂଆଦିଲ୍ଲୀ: ଭାରତକୁ ହଇରାଣ କରିବା ପାଇଁ ଚୀନ ତାର କୂଟନୀତି ପଦକ୍ଷେପରୁ ବାଦ୍ ପଡୁନି । ଏବେ ଭାରତ ସୀମା ନିକଟରେ ଚୀନ ୬୮୦ଟି ଗ୍ରାମ ତିଆରି କରି ସରିଛି । ଯାହାକି ଭାରତ ପାଇଁ ଚିନ୍ତାର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୀମା ଉପରେ ନଜର ରଖିବା ପାଇଁ ଡ୍ରାଗନ ଏହି ଚାଲ ଚଳାଇଛି ।…

ଅନ୍ତିମ ପର୍ଯ୍ୟାୟରେ ଭାରତର ପ୍ରଥମ mRNA ଟିକା; ମୋଦୀ

ନୂଆଦିଲ୍ଲୀ: ଶନିବାର ୭୬ ତମ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ପ୍ରଥମ mRNA ଟିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ପୁଣେ ଭିତ୍ତିକ ଏମକ୍ୟୁ ଫାର୍ମାସ୍ୟୁଟିକାଲ୍ସର ଏକ ସହାୟକ କମ୍ପାନୀ ଜେନୋଭା ବାୟୋ…

୬ ଶିଶୁଙ୍କ ସମେତ ୩୯ ଜଣ ଅନ୍ତେବାସୀ କରୋନା ପଜିଟିଭ

ମୁମ୍ବାଇ: ମୁମ୍ବାଇର ବାଇକୁଲ୍ଲା ଜେଲରେ ଗତ ୧୦ ଦିନ ମଧ୍ୟରେ ୬ ଜଣ ଶିଶୁଙ୍କ ସମେତ ୩୯ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସମସ୍ତ କୋଭିଡ ସଂକ୍ରମିତ ଲୋକଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ, ମୋଟ ୧୨୦ କର୍ମଚାରୀ ଏବଂ କଏଦୀଙ୍କ କରୋନା…

ସ୍କୁଲରେ ପିଲାମାନଙ୍କ ମଧ୍ୟରେ କୋଭିଡ୍-୧୯ ର ବିସ୍ତାରକୁ ହ୍ରାସ କରୁଛି ମାସ୍କ

ନୂଆଦିଲ୍ଲୀ: ଫେସ୍-ମାସ୍କ ଯୋଗୁ ସ୍କୁଲରେ କମୁଛି ସଂକ୍ରମଣ। ମାସ୍କ ପରିଧାନ ଯୋଗୁ ବିଦ୍ୟାଳୟଗୁଡ଼ିକରେ କମ୍ କୋଭିଡ୍-୧୯ ସଂକ୍ରମିତ ହେଉଥିବା ସିଡିସି ଅଧ୍ୟୟନରୁ ଜଣାପଡିଛି। ଅଧ୍ୟୟନରୁ ଜଣାପଡିଛି ଯେ ମାସ୍କ ପରିଧାନ ଶ୍ରେଣୀଗୃହରେ ଏବଂ ଶିଶୁଙ୍କଠାରେ କରୋନା ବିସ୍ତାରକୁ ରୋକିବାରେ…

୧୫୭ଟି ପ୍ରାଚୀନ କଳାକୃତି ନେଇ ଆମେରିକାରୁ ସ୍ବଦେଶ ଫେରିଲେ ମୋଦୀ

ନୂଆଦିଲ୍ଲୀ: ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଛି। ସ୍ବଦେଶ ଫେରୁଛନ୍ତି ମୋଦୀ। ତେବେ ସେ ଭାରତ ଆସିବା ବେଳେ ସାଙ୍ଗରେ ଆମେରିକା ଦ୍ବାରା ଉପହାର ଦିଆଯାଇଥିବା ୧୫୭ଟି ହଜାର ବର୍ଷ ପୁରୁଣା ପ୍ରାଚୀନ କଳାକୃତି ନେଇ ଆସୁଛନ୍ତି। ଆମେରିକାର ଏହି ଉପହାର ଯୋଗୁ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର…