Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

୨୧,୦୦୦ ବର୍ଷ ପୂର୍ବେ ପ୍ରଥମେ ତାଣ୍ଡବ ରଚିଥିଲା ମହାମାରୀ କରୋନା!

ଲଣ୍ଡନ: ସଦ୍ୟତମ ରିପୋର୍ଟ ଅନୁଯାୟୀ ୨୧ ହଜାର ବର୍ଷ ପୂର୍ବେ ବିଶ୍ବରେ ପ୍ରଥମେ ତାଣ୍ଡବ ରଚିଥିଲା ମହାମାରୀ କରୋନା। ଏହା ପୂର୍ବ ଆକଳନଠାରୁ ପ୍ରାୟ ୩୦ ଗୁଣ ଅଧିକ। କରେଣ୍ଟ୍ ବାୟୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ ମନୁଷ୍ୟ ହୁଏତ ଏହି କରୋନା ଭୂତାଣୁ…

କିପରି ଚିହ୍ନିବେ ନକଲି କୋଭିଡ୍‌-୧୯ ଟିକା

ନୂଆଦିଲ୍ଲୀ: ନକଲି କୋଭିଡ-୧୯ ଟିକା ଚିହ୍ନଟ କରିବା ଏବଂ ଏହା ଭାରତରେ ବ୍ୟବହୃତ ନହେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ଦକ୍ଷିଣ-ପୂର୍ବ ଏସିଆ ଏବଂ ଆଫ୍ରିକାରେ କୋଭିଶିଲ୍ଡର ନକଲି ସଂସ୍କରଣ ଚିହ୍ନଟ କରିଥିବା ପ୍ରାୟ ଦୁଇ…

ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ମୋଦି ଶୀର୍ଷରେ

ନୂଆଦିଲ୍ଲୀ:ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ପ୍ରତିଶତ ରେଟିଂ ସହିତ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନୀ ଚ୍ୟାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଓ ଫ୍ରାନ୍ସ…

ଗୁରୁଦିସରେ ଓଡ଼ିଶାର ୨ଜଣଙ୍କ ସମେତ ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ହେଉଛି ଗୁରୁ ଦିବସ । ଏହି ଅବସରରେ ଓଡ଼ିଶାର ୨ଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି । ରାଷ୍ଚ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରୀୟ ଶିକ୍ଷକ…

ସରକାର ଗଠନ ନେଇ ତାଲିବାନ-ହକ୍କାନି ନେଟୱର୍କ ମଧ୍ୟରେ ସଂଘର୍ଷ, ବରାଦର ଆହତ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ସତ୍ୱେ ଏ ପର୍ଯ୍ୟନ୍ତ ତାଲିବାନ ସରକାର ଗଠନ କରିବାରେ ସଫଳ ହୋଇନାହିଁ । ଏହା ମଧ୍ୟରେ ତାଲିବାନ ମଧ୍ୟରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଛି । ପଞ୍ଜଶିର ଅବର୍ଜଭର ରିପୋର୍ଟ ମୁତାବକ ତାଲିବାନ ଏବଂ ହକ୍କାନି ନେଟୱର୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ତାଲିବାନ…

ବିଜେପି ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ସିଆଇଡିର ସମନ

କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ସିଆଇଡିର ସମନ ଜାରି କରିଛି। ପଶ୍ଚିମବଙ୍ଗର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଶନିବାର ଦିନ ତାଙ୍କ ଅଙ୍ଗରକ୍ଷୀ ସୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ସଂପର୍କରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ଡକାଇଛି। ସୋମବାର ଦିନ ୧୧ ଟା…

ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ଜାଭେଦ୍‌ ଅଖତର

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଗୀତିକାର ‌ଜାଭେଦ୍‌ ଅଖତରଙ୍କ ଅଡୁଆ ବଢିବାରେ ଲାଗିଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ସହ ତାଲିବାନର ତୁଳନାକୁ ନେଇ ଗୀତିକାର ତଥା ଲେଖକ ଜାଭେଦ ଅଖତର ଅଡୁଆ ବଢିଛି। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି ତାଙ୍କ ଉପରେ ଭୀଷଣ ବର୍ଷିଛି।…

ପଞ୍ଜଶୀରରେ ପ୍ରାୟ ୬୦୦ ତାଲିବାନୀଙ୍କ ମୃତ୍ୟୁ!

କାବୁଲ: ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ଉତ୍ତରପୂର୍ବ ଅଞ୍ଚଳ ପଞ୍ଜଶୀର ପ୍ରଦେଶରେ ପ୍ରାୟ ୬୦୦ ତାଲିବାନଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ପ୍ରତିରୋଧ ବାହିନୀର ମୁଖପାତ୍ର ଫାହିମ ଦାଶିତି ଟ୍ୱିଟ କରି କହିଛନ୍ତି, "ପଞ୍ଜଶୀରର ବିଭିନ୍ନ ଜିଲ୍ଲାରେ ସକାଳୁ ପ୍ରାୟ ୬୦୦ ତାଲିବାନକୁ…

ନିପା ଭାଇରସ୍‌ ଆକ୍ରାନ୍ତ ୧୨ ବର୍ଷୀୟ ବାଳକର ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହରର କୋପ କମିନଥିବା ଏପଟେ ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା ବଢିଲାଣି। ଅନ୍ୟପକ୍ଷରେ କେରଳରେ ନିପା ଭାଇରସ୍ ଏବେ ଚିନ୍ତା ବଢାଇଛି। ରାଜ୍ୟରେ ନିପା ଭାଇରସ ଯୋଗୁଁ ଜଣେ ୧୨ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହା ପରେ ବୈଷୟିକ ସହାୟତା…

ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ଭାରତକୁ ସ୍ୱର୍ଣ୍ଣ ଦେଲେ କୃଷ୍ଣା ନାଗର

ଟୋକିଓ: ପାରାଲିମ୍ପିକ୍ସରେ ଭାରତ ଏଥର ସ୍ୱର୍ଣ୍ଣିମ ଇତିହାସ ଲେଖିଛି । ପାରା ବ୍ୟାଡିମିଣ୍ଟନରେ ଗତକାଲି ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତିଥିବା ବେଳେ ଆଜି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି କୃଷ୍ଣା ନାଗର । ପୁରୁଷ ସିଙ୍ଗଲ୍ସ ଝଐ୬ ବର୍ଗ ଫାଇନାଲରେ ହଂକଂ ବ୍ୟାଡମିଣ୍ଟନ ତାରକା ଚୁ ମ୍ୟାନ୍ କାଇଙ୍କୁ…