Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାଇସ ଆଡ଼ମିରାଲ ଆର ହରି କୁମାର ହେବେ ନୌସେନା ମୁଖ୍ୟ

ଦିଲ୍ଲୀ: ଭାଇସ ଆଡ଼ମିରାଲ ଆର ହରି କୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟଭାବେ ନିଯୁକ୍ତି କରାଯାଇଛି। ସେ ବର୍ତ୍ତମାନ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ୍ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ୩୦ରେ ନୂଆ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିବେ। ପ୍ରତିରକ୍ଷା…

୯୬ ଦେଶରେ କୋଭାକ୍ସିନ ଏବଂ କୋଭିଶିଲ୍ଡ ମିଳିଛି ସ୍ୱୀକୃତି

ନୂଆଦିଲ୍ଲୀ: ଭାରତୀୟ କରୋନା ଟିକା ସମଗ୍ର ବିଶ୍ୱରେ  ମଙ୍ଗଳଏହାର ପ୍ରଭାବ ବିସ୍ତାର କରିଚାଲିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ବିଶ୍ୱର ୯୬ ଟି ଦେଶ ଭାରତୀୟ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡକୁ ସ୍ୱୀକୃତି ଦେଇଛନ୍ତି। ଏହା ବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ ଏହି…

ବିବାହ ବନ୍ଧନରେ ଆବଦ୍ଧ ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବର୍ମିଂହାମରେ ଏକ ଛୋଟ ସମାରୋହରେ ବିବାହ ବନ୍ଦନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ବିବାହର ଫଟୋ ପୋଷ୍ଟ କରି ମଲାଲା ଏହି ସୂଚନା ଦେଇଛନ୍ତି। ଚିତ୍ର ପୋଷ୍ଟ କରି ମଲାଲା ଲେଖିଛନ୍ତି ଯେ ସେ ଘରେ ବିବାହ କରିଛନ୍ତି ଏବଂ…

ଚିହ୍ନଟ ହେଲେ ଜଳବାୟୁ ପରିବର୍ତନ ଯୋଗୁ ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତନ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । କାନାଡାରେ ଜଣେ ୭୦ ବର୍ଷୀୟ ମହିଳା ପ୍ରଥମ ରୋଗୀ ଭାବେ ଜଳବାୟୁ ପରିବର୍ତନ ଯୋଗୁ ଆକ୍ରାନ୍ତ ହୋଇଛନ୍ତି । ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡିଛି ବୋଲି ଡାକ୍ତର କହିଛନ୍ତି ।…

ପୁଣି ଚାଲିଲା ନାଟ, ପୁନମ ପାଣ୍ଡେଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ବଲିଉଡର ବିବାଦୀୟ ତଥା ବୋଲ୍ଡ ଅଭିନେତ୍ରୀ ପୁନମ ପାଣ୍ଡେ । ଅଶ୍ଳୀଳ ଫିଲ୍ମରେ ଅଭିନୟ, ଅପ୍ରୀତିକର ମନ୍ତବ୍ୟ ଓ ସାମ୍ ବମ୍ବେଙ୍କ ସହ ତାଙ୍କ ବିବାଦୀୟ ବୈବାହିକ ଜୀବନକୁ ନେଇ ଏହି ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ନିକଟରେ ପୁନମଙ୍କୁ ମାଡ ମାରିବା ଅଭିଯୋଗରେ ତାଙ୍କ…

ଫଡନଭିସଙ୍କ ଅଣ୍ଡରୱାର୍ଲ୍ଡ କନେକ୍ସନ ଟାର୍ଗେଟ ପରେ ମଲିକ କହିଲେ କାଲି ପଡିବ ହାଇଡ୍ରୋଜେନ ବୋମା

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ନେତମାନେ ନିଜ ନିଜ ଦୁର୍ବଳତା ପଦାରେ ପକାଇବା ଆରମ୍ଭ କରିଛନ୍ତି । ଡ୍ରଗ୍ସ କେସରେ ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଗିରଫ ହେବା ପରେ ନୱାବ ମଲିକ ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ଟାର୍ଗେଟ କରିଥିଲେ । ଏହ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ…

୧୧ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ଦିଲ୍ଲୀ: ଦେଶର କୃତି ସନ୍ତାନଙ୍କୁ ମିଳିଲା ପଦ୍ମ ସମ୍ମାନ। ୧୧ଜଣ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୧ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରମନାଥ କୋବିନ୍ଦ । ୭ଜଣଙ୍କୁ ପଦ୍ମବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଓ…

ଚୀନରେ ଛୋଟ ପିଲାଙ୍କୁ ଦିଆଯାଉଛି କୁକୁଡା ରକ୍ତ !

ବେଜିଂ: ଚୀନରେ ଏବେ ଏଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ସାରା ବିଶ୍ୱ ଚକିତ ହୋଇପଡିଛି । ଏଠାରେ ଛୋଟ ପିଲାମାନଙ୍କୁ କୁକୁଡା ରକ୍ତ ଇଂଜେକସନ ମାଧ୍ୟମରେ ଦିଆଯାଉଛି । ଏହା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର ହେବ ଏବଂ ପିଲାମାନେ ସ୍ମାର୍ଟ ଏବଂ ଫିଟ ରହିବେ ବୋଲି ଚୀନ ଡାକ୍ତର ଯୁକ୍ତି…

କରୋନା ଟିକା ନେଇ ରାତାରାତି କୋଟିପତି ପାଲଟିଲେ ମହିଳା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ଏଡାଇବା ପାଇଁ ସମଗ୍ର ବିଶ୍ୱରେ କୋଭିଡ ଟିକାକରଣ ଦ୍ରୁତ ଗତିରେ ଚାଲିଛି। ଯାହା କରୋନାକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହାର କାରଣ ହେଉଛି ପ୍ରାୟ ସମସ୍ତ ଦେଶ ନିଜ ନାଗରିକଙ୍କୁ ସଚେତନ କରାଇବା ଏବଂ କରୋନା ଟିକା ପାଇବାକୁ ଉତ୍ସାହିତ…

ମାଟି ତଳେ ସୁନାର ବାଇବେଲ୍

ଲଣ୍ଡନ: ମାଟି ତଳୁ ମିଳିଲା ସୁନାର ବାଇବେଲ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜଣେ ନର୍ସ ମାଟି ତଳୁ ଏହି ସୁନେଲି ବାଇବେଲ ପାଇଛନ୍ତି । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବାରେ କାମ କରୁଥିବା ନର୍ସ ଜଣଙ୍କୁ ଏପରି ବାଇବେଲ୍ ମିଳିଛି । ବଫଲେ ବେଲି ନାମକ ଜଣେ ନର୍ସ ୟୁକେ ଜାତୀୟ…