Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ବିଗୁଡୁଛି କରୋନା ସ୍ଥିତି, ସତର୍କ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବିଗୁଡୁଛି କରୋନା ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ମୃତ୍ୟୁସଂଖ୍ୟା ମଧ୍ୟ ତିନି ଶହ ପାଖାପାଖି ରହୁଛି । ଦେଶରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଚିନ୍ତାରେ କେନ୍ଦ୍ର ସରକାର । ଏପରିସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି, ଦିନକୁ ଦିନ ଜଟିଳ…

ବେଙ୍ଗାଳୁରୁର କୋଟିପତି ବାରିକ, ପାଖରେ ଅଛି ୩ ଶହରୁ ଅଧିକ ଦାମି କାର, ଜଣେ ଆଣ୍ଟିଙ୍କ ଆଡଭାଇସ୍ ବଦଳାଇଦେଲା କିସମତ୍ 

ବେଙ୍ଗାଳୁରୁ: କେବଳ ହାତରେ ପଇସା ଥିଲେ ଯେ ସଫଳତା ଧାଇଁ ଆସିବ ତା ନୁହେଁ । କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଥିଲେ ଜଣେ ବ୍ୟକ୍ତି ସେଲୁନ୍ ବାଲାଠୁ କୋଟି ପତି ବି ହୋଇପାରିବ । ଆପଣଙ୍କୁ ବିଶ୍ବାସ ହେଉନଥିବ । ଚାଲନ୍ତୁ ଭେଟିବା ବେଙ୍ଗାଳୁରୁର ଜଣେ ସେଲୁନ୍ ବାଲାଙ୍କୁ । ଯିଏ ଆଜି କୋଟି କୋଟି…

ପୂର୍ବତନ କ୍ରିକେଟ ତଥା ବିଜେପି ନେତା ଅଶୋକ ଦିଣ୍ଡାଙ୍କ ଉପରେ ଟିଏମସି ସମର୍ଥକଙ୍କ ଆକ୍ରମଣ

କୋଲକାତା: ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଅଶୋକ ଦିଣ୍ଡାଙ୍କ ଉପରେ ଆଜି ଟିଏମସି ସମର୍ଥକମାନେ ଆକ୍ରମଣ କରିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିବସରେ ଟିଏମସି ଏହି ଘୃଣ୍ୟ କାମ କରିଛି ବୋଲି ଦିଣ୍ଡା ସିଧାସଳଖ ଅଭିଯୋଗ ଆଣିଛନ୍ତି । ୫୦ରୁ ଊର୍ଦ୍ଧ୍ୱ…

ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିବା ୧୨ ଇଞ୍ଜିନିୟର ଆଜୀବନ କାରାଦଣ୍ଡରେ ଦଣ୍ଡିତ

ଜୟପୁର: ୨୦୧୪ରେ ଏଟିଏସ ଓ ଏସଓଜି ଦ୍ୱାରା ଗିରଫ ହୋଇଥିବା ୧୩ ସିମି ସଦସ୍ୟଙ୍କ ମଧ୍ୟରୁ ୧୨ଜଣଙ୍କୁ ଆଜି ସ୍ଥାନୀୟ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ସମସ୍ତ ଆତଙ୍କବାଦୀ ଇଞ୍ଜିନୟର ଛାତ୍ର ଥିଲେ । ସେମାନେ ଆତଙ୍କୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ ପାଇଁ କାମ କରୁଥିଲେ । ସିମି…

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି ପୁରୁଣା ଦିଲ୍ଲୀର ‘ବଟର୍‌ କଫି’

ନୂଆଦିଲ୍ଲୀ:ବଟରରେ କଫି ପ୍ରସ୍ତୁତ ହେଉଥିବା ବିଷୟରେ କେବେ ଶୁଣିଛନ୍ତି କି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ବ୍ୟକ୍ତି ରାଜଧାନୀ ଦିଲ୍ଲୀର ରାସ୍ତା କଡ଼ରେ ଥିବା ଷ୍ଟଲରେ ବଟର କଫି ବିକ୍ରି କରୁଛନ୍ତି। ଜଣେ ଫୁଡ୍‌ ବ୍ଲଗର୍ ଅମର ସିରୋହି ନାମକ ଜଣେ ବ୍ୟକ୍ତି ଜାମା ମସଜିଦ୍ ନିକଟରେ…

ଫାରୁକ ଅବଦୁଲ୍ଲାଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଡଃ ଫାରୁକ ଅବଦୁଲ୍ଲା କରୋନା ସଂକ୍ରମିତ ହୋଇ ପୃଥକ୍‌ ଭାବେ ସଙ୍ଗରୋଧରେ ରହିଛନ୍ତି। ଫାରୁକ ଅବଦୁଲ୍ଲାଙ୍କୁ କୋଭିଡ-୧୯ରୁ ଅତିଶୀଘ୍ର ଆରୋଗ୍ୟ ଲାଭ କରିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍‌ କରି କହିଛନ୍ତି…

ପୁଣି ଥରେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମକୁ ଫେରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପୂର୍ବତନ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ସୋମବାର 'ଆମେରିକାର ୪୫ ତମ ରାଷ୍ଟ୍ରପତିଙ୍କ ଅଫିସିଆଲ୍ ୱେବସାଇଟ୍' ଉନ୍ମୋଚନ କରିବାକୁ ଘୋଷଣା କରିଛନ୍ତି। ଟୁଇଟର, ଫେସବୁକ ନିଷେଧ ପରେ ଖୁବ୍‌ ଶୀଘ୍ର ଡୋନାଲ୍ଡ ଟ୍ରମ୍ପ ନିଜର…

ଆଜି ଦିଲ୍ଲୀ ଏମ୍ସରେ ହେବ ରାଷ୍ଟ୍ରପତିଙ୍କର ବାଇପାସ୍ ସର୍ଜରୀ, ଓଡ଼ିଆ ଡାକ୍ତର କରିବେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ବାଇପାସ୍ ସର୍ଜରୀ । ଆଜି ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ସର୍ଜରୀ କରାଯିବ । ଓଡିଆ ଡାକ୍ତରଙ୍କ ଉପରେ ରହିଛି ଗୁରୁଦାୟିତ୍ବ । ବରିଷ୍ଠ ହୃଦ୍‌ରୋଗ ସର୍ଜନ ତଥା ଓଡିଶାର ମୂଳ ବାସିନ୍ଦା ଡକ୍ଟର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି…

ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ; ପାର୍କ ଭିତରୁ ମିଳିଲା ଝୁଲନ୍ତା ମୃତଦେହ

ନୂଆଦିଲ୍ଲୀ: ସହରରେ ଥିବା ତାଙ୍କ ବାସଭବନ ନିକଟରେ ଥିବା ଏକ ପାର୍କରେ ନିଜକୁ ଫାଶୀ ଲଗାଇ ବିଜେପି ନେତା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକଙ୍କ ନାମ ପଶ୍ଚିମ ଦିଲ୍ଲୀ ବିଜେପିର ପୂର୍ବତନ ଉପ-ସଭାପତି ଜିଏସ ବାୱା ବୋଲି ଜଣାପଡିଛି। ସୂତ୍ରରୁ ପ୍ରକାଶ ଯେ କିଛି ଘରୋଇ ପ୍ରସଙ୍ଗରେ…

ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କୋଭିଡ-୧୯ ଟିକାର ର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି। ଦିଲ୍ଲୀର ହାର୍ଟ ଆଣ୍ଡ ଲଙ୍ଗ୍‌ସ ପ୍ରତିଷ୍ଠାନରେ ଡ. ହର୍ଷବର୍ଦ୍ଧନ ଏବଂ ପତ୍ନୀ ନୂତନ ଗୋଏଲଙ୍କୁ ଟିକା ଦିଆଯାଇଛି। ଟିକା ନେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ…