Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମଗ୍ର ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧.୮୦ କୋଟି

ନୂଆଦିଲ୍ଲୀ: ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ସମଗ୍ର ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୧.୮୦ କୋଟିରେ ପହଞ୍ଚିଛି। ଭାରତ ବାହାରେ ରହୁଥିବା ଏହି ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶ ୟୁଏଇ, ଆମେରିକା ଏବଂ ସାଉଦି ଆରବରେ ରହୁଛନ୍ତି। ମିଳିତ ଜାତିସଂଘର ଅର୍ଥନୈତିକ…

ଶପିଂ ବ୍ୟାଗରୁ ଆକର୍ଷଣୀୟ ପୋଷାକ

ନୂଆଦିଲ୍ଲୀ: ଶପିଂ ବ୍ୟାଗରୁ ଆକର୍ଷଣୀୟ ପୋଷାକ ପ୍ରସ୍ତୁତ କରି ବେଶ ବାହା ବାଃ ସାଉଁଟୁଛନ୍ତି ଏରିୟଲ ୟୁନିଭରସିଟି ଅଫ କାଲିଫୋର୍ଣ୍ଣିଆର ୨୨ ବର୍ଷୀୟା ଛାତ୍ରୀ ଏରିୟଲ । କ୍ୱାରେଂଟାଇନରେ ଥିବା ବେଳେ ତାଙ୍କ ସମୟ କଟୁ ନ ଥିଲା । ତାଙ୍କର ଜଣେ ସାଙ୍ଗ ମଜାରେ ଶପିଂ ବ୍ୟାଗରୁ ପୋଷାକ କରି ପିନ୍ଧ…

୧୦୦ ଦିନରେ ୧୦୦ ମିଲିୟନ୍‌ ଆମେରିକୀୟଙ୍କୁ ଲାଗିବ କରୋନା ଟିକା; ବାଇଡେନ୍‌

ନୂଆଦିଲ୍ଲୀ: ଆପ୍ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ଯେ କରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ତାଙ୍କର ପ୍ରାରମ୍ଭିକ ଯୋଜନାରେ ତାଙ୍କ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ ୧୦୦ ମିଲିୟନ ଆମେରିକୀୟଙ୍କୁ କରୋନା ଟିକାକରଣରେ ଅନ୍ତର୍ଭୁକ୍ତ…

ଟିକା ନେଲେ ସେରମ୍‌ ସିଇଓ ଆଦର ପୁନାୱାଲା

ନୂଆଦିଲ୍ଲୀ: ଭାରତରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଶୁଭାରମ୍ଭ କରିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କୋଭିଶିଲ୍ଡ ଟିକା ନେଇଛନ୍ତି। ସେ ଟ୍ୱିଟରେ ଏହାର ଭିଡିଓ ଝସେୟାର କରିଛନ୍ତି।…

ନକଲି JEE ମେନ୍‌ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ ନକରିବାକୁ ସତର୍କ କରାଇଲା NTA

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏକ ସରକାରୀ ବିଜ୍ଞପ୍ତି ଜାରି କରି ଛାତ୍ରଛାତ୍ରୀଙ୍କୁ ନକଲି JEE ୱେବସାଇଟ୍ jeeguide.co.in ରେ ଆଗାମୀ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା, JEE ମେନ୍ ୨୦୨୧ ରେ ପଞ୍ଜୀକୃତ ନକରିବାକୁ କହିଛି। ଛାତ୍ରଛାତ୍ରୀମାନେ କେବଳ ପଞ୍ଜୀକରଣ…

ବାଇଡେନ୍‌ଙ୍କ ଦଳରେ ସାମିଲ୍‌ ହେଲେ ଭାରତୀୟ ବଂଶୋଦ୍ଭବ ସମୀରା ଫାଜଲି

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଦଳରେ ଭାରତୀୟ-ଆମେରିକୀୟ ସମୀରା ଫାଜଲିଙ୍କୁ ସାମିଲ କରିଛନ୍ତି। 'ଜାତୀୟ ଅର୍ଥନୈତିକ ପରିଷଦ'ର ଡେପୁଟି ଡାଇରେକ୍ଟର ଭାବରେ କାଶ୍ମୀରର ମୂଳ ଫାଜଲିଙ୍କୁ ବାଇଡେନ ଏକ ବଡ଼ ଦାୟିତ୍ବ ଦେଇଛନ୍ତି। ଶୁକ୍ରବାର ଦିନ…

ଦେଶରେ ରୁଷିଆ ‘ସ୍ପୁଟନିକ ଭି’ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଦେଶରେ କୋଭିଡ-୧୯ ବିରୋଧରେ ରୁଷିଆର ସ୍ପୁଟ୍‌ନିକ ଭି ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ଅନୁମୋଦନ କରିଛି ବୋଲି ଅଧିକାରୀମାନେ କହିଛନ୍ତି। ଡ।. ରେଡ୍ଡିଙ୍କ ଲାବୋରେଟୋରୀଗୁଡିକ ଦ୍ୱିତୀୟ ଏବଂ ତୃତୀୟ ପରୀକ୍ଷା…

ଭିତ୍ତିହୀନ ଭୟକୁ ଦୂର କରିବା ପାଇଁ କରୋନା ଟିକା ନେଲେ ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସ‌ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କରୋନା ଟିକା ନେଇଛନ୍ତି। ଏହାଦ୍ବାରା ସେ ସମସ୍ତ ଆଶଙ୍କା, ଗୁଜବ ଏବଂ ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜି ସାରା ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ…

ଦେଶରେ ବୟସ୍କଙ୍କ ଅବସ୍ଥା ଚିନ୍ତାଜନକ; ‘ଲଙ୍ଗିଟ୍ୟୁଡ୍‌ନାଲ୍‌ ଏଜିଂ ଷ୍ଟଡିଜ୍ ଅଫ୍ ଇଣ୍ଡିଆ’ ସର୍ଭେ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ 'ଲଙ୍ଗିଟ୍ୟୁଡ୍‌ନାଲ୍‌ ଏଜିଂ ଷ୍ଟଡିଜ୍ ଅଫ୍ ଇଣ୍ଡିଆ' ସର୍ଭେ-ଅନୁଯାୟୀ ଦେଶରେ ବୃଦ୍ଧଙ୍କ ଅବସ୍ଥା ଚିନ୍ତାଜନକ। ଦେଶର ବୃଦ୍ଧାବୃଦ୍ଧଙ୍କ ସ୍ୱାସ୍ଥ୍ୟ, ଅର୍ଥନୈତିକ ଏବଂ ସାମାଜିକ ଅବସ୍ଥା ଉପରେ ଏହି ରିପୋର୍ଟ ଅନୁଯାୟୀ ଦେଶର ୭୫…

ହାର୍ଦ୍ଦିକ ଓ କ୍ରୁନାଲ୍ ପାଣ୍ଡ୍ୟାଙ୍କ ପିତୃ ବିୟୋଗ

ଅହମ୍ମଦାବାଦ: ପରଲୋକରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କ ବାପା । ଆଜି ସେମାନଙ୍କର ବାପା ହିମାଂଶୁ ପାଣ୍ଡ୍ୟାଙ୍କର ହୃତଘାତରେ ଦେହାନ୍ତ ହୋଇଛି । ବରୋଦରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଘଟଣା ପରେ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ…