Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରତୀକ୍ଷାର ଅନ୍ତ: ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ । ବିଶ୍ୱରେ ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ କରିଛି ଭାରତ । ଦେଶବ୍ୟାପୀ କୋଭିଡ୍ ଟିକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆରେ ଦେଶର ୩ହଜାରରୁ ଅଧିକ କେନ୍ଦ୍ରରେ ଟିକାକରଣପ ସେ ଶୁଭାରମ୍ଭ କରିଛନ୍ତି । ପ୍ରତି…

୨୦ ଜାନୁଆରୀ ସକାଳେ ହ୍ୱାଇଟ୍‌ ହାଉସ୍‌କୁ ବିଦାୟ ଦେବେ ଟ୍ରମ୍ପ୍‌

ୱାଶିଂଟନ୍: ଜାନୁଆରୀ ୨୦ ବୁଧବାର ସକାଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍‌ ହାଉସ ଛାଡିବେ। ସେହି ଦିନ ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। କ୍ଷମତା ହସ୍ତାନ୍ତର ଯୋଜନା ସହ ଜଡିତ ଜଣେ ଦାୟିତ୍ବବାନ ବ୍ୟକ୍ତି ନିଜର…

ଲକ୍ଷେ ୫୨ ହଜାର ଟପିଲା ଦେଶରେ କରୋନା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ୧୫ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ମହାମାରୀ ସହ ଲଢ଼େଇ ଭିତରେ ଆଜି ଆରମ୍ଭ ହେଉଛି ଟିକାକରଣ । ଏହାସହ ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ ହଜାର ୧୫୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୪୨ହଜାର ୮୪୧କୁ ବୃଦ୍ଧି ପାଇଛି ।…

ବ୍ରିସବେନ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନରେ ଅଲଆଉଟ୍

ବ୍ରିସ୍‌ବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟରେ ପ୍ରଥମ ଇନିଂସ ଖେଳ ଶେଷ କରିଛି ଅଷ୍ଟ୍ରେଲିଆ । ଆଜି ଦ୍ୱିତୀୟ ଦିନର ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୩୬୯ ରନରେ ଅଲ ଆଉଟ୍ କଙ୍ଗାରୁ ବାହିନୀ । ଶେଷ ଓ୍ୱିକେଟ ଭାବରେ ଜୋସ୍ ହେଜଲଉଡ ଟି. ନଟରାଜନଙ୍କ ଶିକାର…

ଟିକା ନେବ ଭାରତ: ବିଶ୍ୱର ସବୁଠୁ ବଡ଼ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନର ଆଜି ଶୁଭାରମ୍ଭ କରିବ ଭାରତ । ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ । କୋଭିଡ୍ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫେରେନ୍ସିଂରେ ସକାଳ ସାଢ଼େ ୧୦ଟାରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର…

ଅପମାନ: ମାଲେସିଆ ଜବତ କଲା ପାକିସ୍ତାନର ବିମାନ

କୁଆଲାଲମ୍ପୁର: ପାକିସ୍ତାନ ଶୁକ୍ରବାର ଘୋର ଅପମାନର ସମ୍ମୁଖୀନ ହୋଇଛି । ବନ୍ଧୁ ଦେଶ ଭାବେ ପରିଚିତ ମାଲେସିଆ ପାକିସ୍ତାନ ଆନ୍ତର୍ଜାତୀୟ ଏୟାରଲାଇନ୍ସର ଏକ ବିମାନକୁ ଜବତ କରିଛି । ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ କର୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛି । ୨୦୧୫ରେ ଭିଏତନାମ କମ୍ପାନୀରୁ ଲିଜ୍…

ପୁଣି ବିଫଳ ହେଲା ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା, ୧୯ରେ ଆଗାମୀ ବୈଠକ

ଭୁବନେଶ୍ୱର : କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଆଜି ବି ବାହାରି ପାରିଲାନି ସମାଧାନର ବାଟ । ତେଣୁ ନବମ ପର୍ଯ୍ୟାୟ ବୈଠକରେ ବି ନିଷ୍କର୍ଷ ବାହାରି ପାରିଲାନି । ତେଣୁ ଆଗାମୀ ବୈଠକ ୧୯ ତାରିଖ ରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ୫ ଲକ୍ଷ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଶୁକ୍ରବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହାର ସହ-ସଭାପତି ଗୋବିନ୍ଦ ଦେବ ଗିରିଜୀ ମହାରାଜ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଥିବା ନେଇ…

ଶପଥ ଗ୍ରହଣ ପୂର୍ବରୁ ବାଇଡେନ୍‌ଙ୍କ ବଡ଼ ଘୋଷଣା; ଦେଶବାସୀଙ୍କୁ ମହାମାରୀରୁ ମୁକ୍ତି ଦେବା ପାଇଁ ଏଭଳି ପଦକ୍ଷେପ ନେଲେ…

ୱାଶିଂଟନ୍‌: ଆମେରିକାରେ କରୋନା ମହାମାରୀ ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି। ଏହି ସମୟରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କରୋନା ଟିକାକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଶପଥ ଗ୍ରହଣ ପୂର୍ବରୁ କରୋନା ମହାମାରୀରୁ ମୁକ୍ତି ପାଇଁ ୧.୯…

ଦୁବାଇରେ କମାଲ୍‌ ଦେଖାଇଲେ ଭାରତର ଏହି ୧୫ ବର୍ଷୀୟ ଝିଅ

ଦୁବାଇ: ଜଣେ ୧୫ ବର୍ଷର ଭାରତୀୟ ଝିଅ ଦୁବାଇରେ ୨୫ ଟନ୍ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର ଯୋଗ୍ୟ କରିବାରେ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଦିନ ଏକ ଗଣମାଧ୍ୟମ ରିପୋର୍ଟରେ ସୂଚନା ଦିଆଯାଇଛି ଯେ ଏହି ଯୁବତୀ ଜଣକ ୪ ବର୍ଷରୁ ଅଧିକ ସମୟ ଧରି ଏହି କାର୍ଯ୍ୟରେ ନିୟୋଜିତ ଥିଲେ।…