Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବେନାମୀ ସମ୍ପତ୍ତି ମାମଲା; ଦ୍ୱିତୀୟ ଦିନରେ ବି ରବର୍ଟ ଭଦ୍ରାଙ୍କ ବାସଭବନରେ ପହଞ୍ଚିଛନ୍ତି ଆୟକର ଅଧିକାରୀ

ନୂଆଦିଲ୍ଲୀ: ବେନାମୀ ସମ୍ପତ୍ତି ମାମଲାରେ ଆୟକର ବିଭାଗର ଅଧିକାରୀମାନେ କ୍ରମାଗତ ଦ୍ୱିତୀୟ ଦିନ ଅର୍ଥାତ୍‌ ମଙ୍ଗଳବାର ଦିନ ସୁଖଦେବ ବିହାରରେ ଥିବା ରବର୍ଟ ଭଦ୍ରାଙ୍କ ବାସଭବନରେ ପହଞ୍ଚିଥିଲେ। ଏହାପୂର୍ବରୁ ଆୟକର ବିଭାଗର ଅଧିକାରୀମାନେ ସୋମବାର ଦିନ ନଅ ଘଣ୍ଟାରୁ ଅଧିକ ସମୟ ପାଇଁ ରବର୍ଟ…

ମମତାଙ୍କୁ ଆଉ ଏକ ଝଟକା, କ୍ରୀଡା ମନ୍ତ୍ରୀ ପଦରୁ ଶୁକ୍ଲାଙ୍କ ଇସ୍ତଫା

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖକୁ ଆସୁଛି ମମତା ବାନାର୍ଜୀଙ୍କ ସରକାରକୁ ସେତେ ଝଟକା ଲାଗୁଛି । ମଙ୍ଗଳବାର ପୂର୍ବତନ କ୍ରିକେଟ ଖେଳାଳି ତଥା କ୍ରୀଡା ମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଲା ଦଳରୁ ଇସ୍ତଫା ଦେଇଛନ୍ତି । ଏହା ବ୍ୟତୀତ ସେ ହାୱଡା ଜିଲ୍ଲା ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା…

ଏହି ମାରାତ୍ମକ ସଂକ୍ରମଣ ଯୋଗୁ ଗଲାଣି ୨୦୦୦ରୁ ଅଧିକ ପ୍ରବାସୀ ପକ୍ଷୀଙ୍କ ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନ, କେରଳ ସମେତ ଅନ୍ୟାନ୍ୟ ରାଜ୍ୟରେ ପକ୍ଷୀମାନେ ଏଭିୟନ ଇନ୍‌ଫ୍ଲୁଏନ୍‌ଜାରେ ଆକ୍ରନ୍ତ ହୋଇ ମୃତ୍ୟୁବରଣ କରୁଥିବା ଜଣାପଡ଼ିଛି। ଏହି ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ଅନେକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ହିମାଚଳର ଅନେକ ସ୍ଥାନରେ ଏହି ସଂକ୍ରମଣ ହେତୁ ପ୍ରବାସୀ ପକ୍ଷୀମାନଙ୍କ…

‘ଏଭିଅନ୍‌ ଇନ୍‌ଫ୍ଳୁଏନ୍‌ଜା’ ସଂକ୍ରମଣ ଯୋଗୁ ଗଲାଣି ୨୦୦୦ ରୁ ଅଧିକ ପ୍ରବାସୀ ପକ୍ଷୀଙ୍କ ଜୀବନ

ଭୋପାଳ: ରାଜସ୍ଥାନ, କେରଳ ସମେତ ଅନ୍ୟାନ୍ୟ ରାଜ୍ୟର ପକ୍ଷୀମାନେ ଏଭିଅନ୍‌ ଇନ୍‌ଫ୍ଳୁଏନ୍‌ଜାରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଏହି ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ଅନେକ ପକ୍ଷୀଙ୍କର ମୃତ୍ୟୁ ଘଟିସାରିଲାଣି। ହିମାଚଳର ଅନେକ ସ୍ଥାନରେ ଏହି ସଂକ୍ରମଣ ହେତୁ ପ୍ରବାସୀ ପକ୍ଷୀମାନେ ମୃତ୍ୟୁ…

ବାଇଡେନ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ଦେଶ ଛାଡିବେ ଟ୍ରମ୍ଫ୍‌!

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ କେଉଁଠାରେ ରହିବେ ସେନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି। ରିପୋର୍ଟ ଅନୁଯାୟୀ, ବାଇଡେନ୍‌ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପଙ୍କ ଅଫିସିଆଲ୍ ବିମାନ ଯୋଗେ ସ୍କଟଲାଣ୍ଡ ଯିବାର…

ଅରବାଜ ଓ ସୋହେଲ ଖାନଙ୍କୁ ଏହି କାରଣ ପାଇଁ କ୍ୱାରେଣ୍ଟିନ୍ କଲା ବିଏମସି

ମୁମ୍ୱାଇ: କୋଭିଡ୍ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା । ବଲିଉଡ ଷ୍ଟାର ଅରବାଜ ଖାନା ଓ ସୋହେଲ ଖାନଙ୍କୁ କ୍ୱାରେଣ୍ଟିନ୍ କରିଛି ବିଏସି । ସେମାନଙ୍କୁ ମୁମ୍ୱାଇର ରାଜ୍ ଲ୍ୟାଣ୍ଡସ ଏଣ୍ଡ ହୋଟେଲରେ କ୍ୱାରେଣ୍ଟିନ୍ କରାଯାଇଛି । ସେମାନଙ୍କ ସହ ଅରବାଜଙ୍କ ପୁଅ ନିର୍ବାଣ ଖାନ ବି ଅଛନ୍ତି । ଗତକାଲି…

ୱେବ୍ ସିରିଜ୍ ଓ କପିଲଙ୍କୁ ନେଇ ନୂଆ ଖବର

ମୁମ୍ବାଇ: ବେଶ କିଛିଦିନ ଧରି ଜୋର ଧରିଥିଲା ଚର୍ଚ୍ଚା । ୱେବ୍ ସିରିଜରେ ଡେବ୍ୟୁ କରିବେ କମେଡି କିଙ୍ଗ କପିଲ ଶର୍ମା । ଏ ନେଇ ସୋସିଆଲ ମିଡିଆ ଓ ଟିଭିରେ ଅନେକ କଳ୍ପନାଜଳ୍ପନା ବି ସାମ୍ନାକୁ ଆସିଥିଲା । ତେବେ ନିକଟରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବା ନେଇ ଖୋଦ କପିଲ ଘୋଷଣା କରିଛନ୍ତି ।…

ଜ୍ୟାକ ମା କେଉଁଠାରେ ଅଛନ୍ତି ସୂଚନା ଦେଲା ପିପୁଲ୍ସ ଡେଲି

ବେଜିଂ: ଚୀନ ବ୍ୟବସାୟୀ ତଥା ଆଲିବାବା କମ୍ପାନୀର ମାଲିକ ଜ୍ୟାକ ମାଙ୍କ ନିଖୋଜ ଘଟଣା ଧିରେ ଧିରେ ସମଗ୍ର ଦୁନିଆରେ ଚର୍ଚ୍ଚାର କାରଣ ସାଜିଛି । ଏହା ଦେଖି ଚୀନର ସରକାରୀ ଖବରକାଗଜ ପିପୁଲ୍ସ ଡେଲି ସେ କେଉଁଠାରେ ଅଛନ୍ତି ସୂଚନା ଦେଇଛି । ରିପୋର୍ଟ ଅନୁସାରେ ଜ୍ୟାକ ମାଙ୍କୁ ଏକ ଅଜ୍ଞାତ ସ୍ଥାନରେ…

ମହାମାରୀ ବିରୋଧୀ ଲଢେଇରେ ପିଏମ୍‌ ମୋଦୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ; ‘ହୁ’ ମୁଖ୍ୟ ଟେଡ୍ରୋସ୍ ଆଡାନମ୍

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ଗେବ୍ରିଆସିସ୍ ଭାରତରେ କରୋନା ଟିକାକୁ ପ୍ରଶଂସା କରିଛନ୍ତି। ମହାମାରୀର ଅନ୍ତ ଘଟାଇବା ପାଇଁ ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ ପ୍ରଶଂସା କରି ସେ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ଦେଶ…

ମାଡାମ୍ ଚିଫ୍ ମିନିଷ୍ଟର ସାଜିବେ ରିଚା !

ମୁମ୍ବାଇ: ଭର୍ସାଟାଲିଟିର ଅନ୍ୟ ନାଁ ରିଚା ଚଢା । ଏ କଥା କହିଲେ କି ଲେଖିଲେ କିଛି ଭୁଲ ହେବନି । କେତେବେଳେ ହଟ୍ ଅବତାର ତ ପୁଣି କେତେବେଳେ ଲେଡି ଡନ୍ କିମ୍ବା ସିମ୍ପଲ୍ କ୍ୟାରେକ୍ଟରରେ ସେ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି । ଏହି ଧାରାକୁ ବଜାୟ ରଖିବା ପାଇଁ ଆଗାମୀ ଦିନରେ ରିଚା ଏକ ହଟ୍‌କେ…