Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା କାଳରେ ପ୍ରଥମ ଥର ଘଟିଲା ଏହି ୮ ଘଟଣା

ନୂଆଦିଲ୍ଲୀ: କରୋନା ମହାମାରୀ ଆମକୁ ଅନେକ ନୂଆ କଥା ଶିଖାଇଛି ଓ ଦେଖାଇଛି । ଆସନ୍ତୁ ଜାଣିବା ଏପରି କିଛି ଘଟଣା ଯାହା ଆମେ ପ୍ରଥମ ଥର କରୋନ କାଳରେ ଜାଣିବାକୁ ପାଇଲେ । ହଜ ଯାତ୍ରା ବନ୍ଦ: ପ୍ରଥମ ଥର ପାଇଁ ହଜ ଯାତ୍ରା ବନ୍ଦ ହୋଇଛି । ଆଧୁନିକ ଇତିହାସରେ ଏହା ପ୍ରଥମ ଘଟଣା । ମଣିଷ ଶରୀରରେ…

ମୋଟା ଅଙ୍କର ବିଜ୍ଞାପନ ହାତେଇଲେ ଧୋନୀଙ୍କ ଲାଡଲି ଜିଭା

ରାଞ୍ଚି: ଭାରତର ପୂର୍ବତନ କ୍ରିକେଟର୍ ଧୋନୀଙ୍କ ଲାଡଲି ଜିଭା । ଦେଶରେ ଚର୍ଚ୍ଚିତ ଷ୍ଟାର୍‌କିଡ୍ ତାଲିକାରେ ସେ ଅନ୍ୟତମ । ୫ ବର୍ଷୀୟ ଜିଭାଙ୍କର ୧.୮ ମିଲିଅନ୍ ସୋସିଆଲ ମିଡିଆ ଫଲୋଅର୍ସ ଥିବାବେଳେ ନିକଟରେ ସେ ହାତେଇଛନ୍ତି ଏକ ମୋଟା ଅଙ୍କର ବିଜ୍ଞାପନ । ବଢୁଥିବା ପପୁଲାରିଟି ପାଇଁ ଜିଭା…

ବେନାମୀ ସମ୍ପତ୍ତି ମାମଲାରେ ପଚରାଉଚରା ପାଇଁ ରବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟ ପହଞ୍ଚିଛି ଆୟକର ବିଭାଗ

ନୂଆଦିଲ୍ଲୀ: ବେନାମୀ ସମ୍ପତ୍ତି ସହ ଜଡିତ ଏକ ମାମଲାରେ ପଚରାଉଚରା ପାଇଁ ଆଜି ଆୟକର ବିଭାଗର ଏକ ଟିମ୍ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସୂଚନାନୁସାରେ, ବିକାନେର ଏବଂ ଫରିଦାବାଦ ଜମି ଦୁର୍ନୀତିରେ ଆୟକର ବିଭାଗ…

ହ୍ରିତିକଙ୍କୁ ପ୍ରୀତି ଜିଣ୍ଟାଙ୍କ ୱେବ୍ ସିରିଜ୍ ଭେଟି !

ମୁମ୍ବାଇ: ହ୍ରିତିକଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଖୁବଶୀଘ୍ର ଗ୍ରୀକ୍ ଗଡ୍ ଓରଫ ହ୍ରିତିକ୍ ଡିଜିଟାଲ୍ ପ୍ଲାଟଫର୍ମରେ ପାଦ ଦେବାକୁ ଯାଉଛନ୍ତି । ତେବେ ଏଥିପାଇଁ ସେ ଭାରତ ନୁହେଁ ବରଂ ବିଦେଶରୁ ଅଫର୍ ପାଇଛନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ବି ବିଦେଶରୁ ଅଫର ପାଇ ହ୍ରିତିକ ୱେବ୍…

ଏବେ ଟିକା ନେବେନି ସିଏମ୍‌ ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ସେ ପ୍ରଥମେ କରୋନା ଟିକା ଗ୍ରହଣ କରିବେ ନାହିଁ। ବାକି ଲୋକମାନେ କରୋନା ଟିକା ନେବା ପରେ ସେ କରୋନା ଟିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଟିକା ପାଇଁ ସମସ୍ତ ଲୋକ ନିଜସ୍ୱ…

ଦେଶରେ ଅଚାନକ ହେଉଛି ପକ୍ଷୀମାନଙ୍କ ରହସ୍ୟମୟ ମୃତ୍ୟୁ; ଚିନ୍ତାରେ ସରକାର

ନୂଆଦିଲ୍ଲୀ: ଦେଶରେ ପ୍ରବାସୀ ପକ୍ଷୀମାନଙ୍କ ଅଚାନକ ଏବଂ ରହସ୍ୟମୟ ଭାବେ ମୃତ୍ୟୁ ହେଉଥିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। ସମ୍ପ୍ରତି ଅନେକ ରାଜ୍ୟରେ ପକ୍ଷୀଙ୍କ ରହସ୍ୟମୟ ମୃତ୍ୟୁ ପ୍ରଶାସନର ଚିନ୍ତା ବଢାଇ ଦେଇଛି। ପକ୍ଷୀମାନଙ୍କ ମୃତ୍ୟୁ ପଛରେ ବାର୍ଡ ଫ୍ଲୁ ହେବା ନେଇ ଆଶଙ୍କା କରାଯାଉଛି।…

‘ଅଲିବାବା ଗ୍ରୁପ୍’ ମାଲିକ ଜ୍ୟାକ୍ ମା ନିଖୋଜ

ନୂଆଦିଲ୍ଲୀ: ଏସିଆର ଅନ୍ୟତମ ଧନୀ ବ୍ୟକ୍ତି, ଅଲିବାବା ଗ୍ରୁପ୍ ମାଲିକ ଜ୍ୟାକ୍ ମା ବର୍ତ୍ତମାନ ନିଖୋଜ ହୋଇଯାଇଥିବା ଖବର ସାମ୍‌ନାକୁ ଆସିଛି। ସେ କେଉଁଠାରେ ଅଛନ୍ତି ତାହା କାହାକୁ ଜଣା ନାହିଁ। ବର୍ତ୍ତମାନ ଏହି ବିଷୟ ଏବେ ଅଧିକ ରହସ୍ୟ ଘେରକୁ ଟାଣି ହୋଇଯାଇଛି। ଖବର ଅନୁଯାୟୀ, ଗତ ଦୁଇମାସ…

ଆମେ ଦୁନିଆର ସବୁଠୁ ବଡ ଟିକାକରଣ କାର୍ଯ୍ୟକ୍ରମ ଆଡକୁ ଗତି କରୁଛୁ; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ 'ନ୍ୟାସନାଲ ଆଟୋମିକ୍ ଟାଇମସ୍କେଲ୍' ଏବଂ 'ଇଣ୍ଡିଆନ୍ ଡାଇରେକ୍ଟିଭ୍ ମ୍ୟାଟେରିଆଲ୍' ଦେଶକୁ ଉତ୍ସର୍ଗ କରିଛନ୍ତି ଏବଂ ଜାତୀୟ ପରିବେଶ ମାନକ ଲାବୋରେଟୋରୀର ଶିଳାନ୍ୟାସ କରିଛନ୍ତି। ପିଏମଏମ ମୋଦୀ ଭିଡିଓ କନଫରେନ୍ସିଂ…

(DCGI) ପକ୍ଷରୁ ସେରମ୍‌ ଇନଷ୍ଟିଚ୍ୟୁଟ୍‌କୁ ମିଳିଲା ସବୁଜ ସଙ୍କେତ; ଦେଶରେ କୋଭିସିଲ୍ଡ ଟିକା ଉତ୍ପାଦନକୁ ମିଳିଲା…

ନୂଆଦିଲ୍ଲୀ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଆଜି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଭ୍ୟାକ୍‌ସିନ କୋଭିସିଲ୍ଡର ଉତ୍ପାଦନକୁ ଅନୁମୋଦନ କରିଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଏକ ଲିଖିତ କ୍ରମରେ ସେରମ୍‌ ଏହାର କରୋନା ଭ୍ୟାକ୍‌ସିନ…

ଆମେରିକାର ସଂସଦରେ ‘ମଲାଲା ୟୁସୁଫଜାଇ’ ସ୍କଲାରସିପ୍ ଆକ୍ଟ ପାରିତ

ୱାଶିଂଟନ୍: ଆମେରିକାର ସଂସଦରେ ମଲାଲା ୟୁସୁଫଜାଇ ସ୍କଲାରସିପ୍ ଆକ୍ଟ ପାରିତ ହୋଇଛି। ଏହା ପାକିସ୍ତାନୀ ମହିଳାମାନଙ୍କୁ ଉଚ୍ଚଶିକ୍ଷା ପାଇବାରେ ସାହାଯ୍ୟ କରିବ। କାରଣ ଏହି ଅଧିନିୟମ ଅନୁଯାୟୀ ଛାତ୍ରବୃତ୍ତି ସଂଖ୍ୟା ବୃଦ୍ଧି ପାଇବ। ଏହି ନିୟମ ୨୦୨୦ରେ ଲୋକସଭା ଦ୍ବାରା ପାରିତ ହୋଇଥିଲା।…