Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାପଞ୍ଚାୟତରେ ନିଷ୍ପତ୍ତି, ଜୋରଦାର ହେବ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ : କୃଷି ଆଇନକୁ ନେଇ ନୂଆଦିଲ୍ଲୀରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଚାଷୀଙ୍କ ଆନ୍ଦୋଳନକୁ ସରକାର ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି କୃଷକ ସଙ୍ଗଠନ । ଅନ୍ୟପଟେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ହାତ ମୁଠା ଟାଣ କରିବାକୁ ମହାପଞ୍ଚାୟତରେ ପାରିତ ହୋଇଛି ୫ଟି…

ବିଦେଶୀଙ୍କ ଟ୍ବିଟ୍‌ର ଜବାବ ଦେଲେ ତେନ୍ଦୁଲକର, କହିଲେ ଦେଶର ସାର୍ବଭୌମତ୍ବରେ କରାଯିବନି ସାଲିସ

ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ଅନ୍ତର୍ଜାତୀୟ ସେଲିବ୍ରିଟି । କୃଷକ ଆନ୍ଦୋଳନକୁ ନେଇ ପପ୍‌ ଷ୍ଟାର ରିହାନା ଟ୍ବିଟ୍‌ କରିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତର ସମସ୍ତ ସେଲିବ୍ରିଟି । ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର…

ତାମିଲନାଡୁରେ ଶଶିକଳାଙ୍କ ପ୍ରତ୍ୟାବର୍ତ୍ତନ ଯୋଜନାକୁ ନେଇ ରାଜ୍ୟରେ ଆଲୋଡନ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଫେରୁଛନ୍ତି ଶଶିକଳା। ତାମିଲନାଡୁକୁ ଫେରିବା ପାଇଁ ଭି.କେ ଶଶିକଳାଙ୍କ ଯୋଜନା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶଶିକଳାଙ୍କ ଦଳ ଅନେକ ମାସ ପୂର୍ବରୁ ଏକ ବିଶାଳ ସମାବେଶ ସହିତ ଏକ ବିଶାଳ ସ୍ୱାଗତ ପାଇଁ ଯୋଜନା କରିଥିଲା। ସୂଚନାନୁସାରେ, ଶଶିକଳାଙ୍କ ଯୋଜନା…

ଦେଶରେ କରୋନା ନେଇଛି ୭୩୪ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ଦେଶରେ କିଲର କରୋନା ନେଇଛି ୭୩୪ ଜଣ ଡାକ୍ତରଙ୍କ ଜୀବନ । ମହାମାରୀ କରୋନା ଯୋଗୁ ଦେଶରେ ୧୬୨ ଜଣ ଡାକ୍ତର ପ୍ରାଣ ହରାଇଥିବା ସରକାର ରାଜ୍ୟସଭାକୁ ଅବଗତ କରିଥିଲେ। ତେବେ କରୋନା ଯୋଗୁ ୧୬୨ ନୁହେଁ ବରଂ ୭୩୪ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ।…

ଆସନ୍ତା ସପ୍ତାହରେ ଆରମ୍ଭ ହେବ ପୂର୍ବତନ ଆଇସିଆଇସିଆଇ ମୁଖ୍ୟ ଚନ୍ଦା କୋଚରଙ୍କ ବିରୋଧରେ ବିଚାର ପ୍ରକ୍ରିୟା

ନୂଆଦିଲ୍ଲୀ: ଆଇସିସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ ଏବଂ ଅନ୍ୟମାନଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ (ପିଏମଏଲ୍ଏ) ଅନୁଯାୟୀ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଶୁଣାଣି ପାଇଁ ବାଟ ଖୋଲିଛନ୍ତି। କୋର୍ଟ କହିଛନ୍ତି, "PMLA ଅଧୀନରେ ଦାଖଲ ହୋଇଥିବା ଲିଖିତ…

ପ୍ରସବର ୬ ଘଣ୍ଟା ପରେ ନବଜାତକକୁ ଧରି ପରୀକ୍ଷା ଦେଲେ ମହିଳା

ଛପରା : ବିହାରର ସାରଣ ଜିଲ୍ଲାର ତରେୟା ରେଫରାଲ ହସ୍ପିଟାଲରେ ଜଣେ ମହିଳା ସକାଳ ୬ଟା ୨୨ ମିନିଟରେ ଶିଶୁକନ୍ୟା ଜନ୍ମ ଦେବାର ୬ ଘଣ୍ଟା ପରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇଛନ୍ତି । ସୂଚନା ଅନୁସାରେ, ନାରାୟଣପୁର ଗାଁର ବାସିନ୍ଦା ମଲିକ ରାୟଙ୍କ ପତ୍ନୀ କୁସୁମ କୁମାରୀ ଇଣ୍ଟର…

ରାହୁଲଙ୍କ ଏମ ମନ୍ତବ୍ୟ ନେଇ ବିଜେପି ମୁହଁ ଖୋଲିଲା, ଏମରେ ମାହାତ୍ମା ଗାନ୍ଧୀ, ମୋତିଲାଲ ମଧ୍ୟ ଅଛନ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନାମ ନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ମ୍ୟାନାମାର ବିବାଦ ପ୍ରସଙ୍ଗରେ ସେ କହିଥିଲେ ମୁଁ ବୁଝିପାରୁନି ସବୁ ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରେ ଆରମ୍ଭ । ଏପରି କି ସେ କେତେକ ଶାସକଙ୍କ ନାମ ମଧ୍ୟ ଦେଇଥିଲେ…

ଆସାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଖାଦ୍ୟ ଖାଇ,୧୪୦ରୁ ଅଧିକ ଅସୁସ୍ଥ,୧ ମୃତ

ଗୌହାଟି:ଆସାମର କର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ବଣ୍ଟାଯାଇଥିବା ଖାଦ୍ୟ ଖାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୦ରୁ ଅଧିକ ଲୋକ୍ ଅସୁସ୍ଥ ହୋଇପଡିଛନ୍ତି ।  ଗତକାଲି ଦିଫୁ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନୀ ଅଧିବେଶନ ଲାଗି କାର୍ଯ୍ୟକ୍ରମ…

ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା ର ପ୍ରଥମ ମାତ୍ରା କରୋନାଭାଇରସ୍ ସଂଚାରଣକୁ ପ୍ରାୟ ୬୭ ପ୍ରତିଶତ ହ୍ରାସ କରିପାର‌େ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭରସିଟିର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଦୁଇ-ଡୋଜ୍ ଅକ୍ସଫୋର୍ଡ / ଆଷ୍ଟ୍ରା ଜେନେକା ଟିକାରେ କରୋନାଭାଇରସ୍ ସଂଚାରଣ ମାତ୍ରା ପ୍ରାୟ ୬୭ ପ୍ରତିଶତ ହ୍ରାସ ହୋଇପାରେ ଏବଂ ମାରାତ୍ମକ ଭୂତାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବାରେ ଏହାର ଏକ ମହତ୍ବପୂର୍ଣ୍ଣ ପ୍ରଭାବ…

ନିଆରା ଢ଼ଙ୍ଗରେ ତେଜପ୍ରତାପଙ୍କ ମଥୁରା ପରିକ୍ରମା

ମଥୁରା: ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜପ୍ରତାପ ଯାଦବ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚାହିଁଥାନ୍ତି । ତେବେ ତାଙ୍କ ଉଦ୍ୟମ ଅବଶ୍ୟ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ତେଜପ୍ରତାପ ଯମୁନା କୂଳରେ ଇ-ସାଇକେଲ ଧରି ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ବ୍ୟାଟେରୀ ସାଇକେଲରେ ସେ…