Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟାଙ୍କୁ ପୁଣି ପଠାଇଦେବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ:ଯେଉଁମାନଙ୍କ ପାଖରେ ଆବଶ୍ୟକୀୟ ପ୍ରମାଣପତ୍ର ନାହିଁ ସେମାନଙ୍କୁ ଫେରିବାକୁ ପଡିବ । ଭାରତ ପଡୋଶୀ ଦେଶ ମିଆଁମାରରୁ ଆସିଥିବା ରୋହିଙ୍ଗ୍ୟାଙ୍କ ସହ ଜଡିତ ଏକ ପ୍ରଶ୍ନ ଉପରେ ଗୃହ ମନ୍ତ୍ରାଳୟ ଏହା କହିଛନ୍ତି । ବଜେଟ ଅଧିବେଶନ ସମୟରେ ସାଂସଦ କିରୋଡ଼ି ଲାଲ ମିଣାଙ୍କ ପ୍ରଶ୍ନରେ…

ଜମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ସମ୍ମାନଜନକ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ହେବା…

ନୂଆଦିଲ୍ଲୀ: ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ୍ ବାଜୱା ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ସମ୍ମାନଜନକ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଆହ୍ବାନ କରିଛନ୍ତି। ଖାଇବର-ପାଖ୍ଟନଖୱାସ୍ଥିତ ରିସାଲପୁରର ପାକିସ୍ତାନ ବାୟୁସେନା (PAF) ଅସଗର…

ରାହୁଲଙ୍କ ଅଜବ ପ୍ରଶ୍ନ, ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରୁ ଆରମ୍ଭ

ନୂଆଦିଲ୍ଲୀ:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଅଜବ ପ୍ରଶ୍ନ ପଚାରିଛନ୍ତି । ମ୍ୟାନମାର ରାଜନୈତିକ ଅସ୍ଥିରତା ନେଇ ପଚାରାଯିବାରୁ ସେ କହିଥିଲେ,ମୁଁ ବୁଝି ପାରୁନି ଅଧିକାଂଶ ଏକଚ୍ଛତ୍ରବାଦ ଶାସକଙ୍କ ନାମ କାହିଁକି ଏମରୁ ଆରମ୍ଭ ହୋଇଥାଏ । ସୂଚନାଯୋଗ୍ୟ, ମ୍ୟାନମାର ସେନା…

ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ହିଂସା ଉପରେ ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଳ୍ଲୀ: ଆଜି ପ୍ରଧାନ ବିଚାରପତି ଏସ୍ ବବଡେଙ୍କ ନେତୃତ୍ୱରେ ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠରେ ଗଣତନ୍ତ୍ର ଦିବସରେ କୃଷକଙ୍କୁ ବିରୋଧ କରି ଟ୍ରାକ୍ଟର ରାଲିରେ ହିଂସା ସହ ଜଡିତ ଏକ ପିଟିସନ୍ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ଏହାର ରାସ୍ତାରେ ବିଶୃଙ୍ଖଳା ଦେଖାଇଥିବା ବେଳେ…

ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ କରିବାକୁ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ଦାବି

ନୂଆଦିଲ୍ଲୀ: ରାଜ୍ୟସଭାର ବିଜେଡି ଉଠାଇଲା ମହିଳା ସଂରକ୍ଷଣ ପ୍ରସଙ୍ଗ । ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ସଂରକ୍ଷଣ ଦାବି ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଏସମ୍ପର୍କିତ ବିଲ ପାର୍ଲାମେଣ୍ଟରେ ପାରିତ କରିବା ପାଇଁ ସେ ଦାବି କରିଛନ୍ତି । ସସ୍ମିତ କହିଛନ୍ତି, ଏହି ବିଲ୍ ଲୋକସଭାରେ ପାସ୍…

ପ୍ରତିରକ୍ଷା ଆଧୁନିକୀକରଣ ପାଇଁ ୧୩୦ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯୋଜନା ରହିଛି: ରାଜନାଥ ସିଂ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିନ ଏରୋ ଇଣ୍ଡିଆ ୨୦୨୧ ର ଉଦଘାଟନ କରିବା ସମୟରେ ଏହାର ସଶସ୍ତ୍ର ବାହିନୀକୁ ଆଧୁନିକୀକରଣ କରିବା ଏବଂ ସବୁଠୁ ବଡ ପ୍ରତିରକ୍ଷା ଉତ୍ପାଦକ ହେବା ପାଇଁ ସରକାରଙ୍କ ଯୁଗ୍ମ ଦର୍ଶନକୁ ବର୍ଣ୍ଣନା କରିଛନ୍ତି। ଏରୋ ଇଣ୍ଡିଆ ୨୦୨୧…

ସ୍ପେଶ ଏକ୍ସ ମିଶନକୁ ପୁନର୍ବାର ଝଟକା: ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଜଳିଗଲା ରକେଟ

ନ୍ୟୁୟର୍କ: ଏଲନ ମସ୍କଙ୍କ ସ୍ପେଶ ଏକ୍ସ ମିଶନ ମାର୍ଶକୁ ବୁଧବାର ପୁନର୍ବାର ଝଟକା ଲାଗିଛି । ସ୍ପେଶଏକ୍ସ ରକେଟର ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଏହା ବୈଷୟିକ ତ୍ରୁଟି ଯୋଗୁ କ୍ରାଶ ହେବା ସହ ଜଳି ଯାଇଥିଲା । ମସ୍କଙ୍କ କମ୍ପାନୀକୁ ଏହା ଦ୍ୱିତୀୟ ଝଟକା । ପୂର୍ବରୁ ଗତବର୍ଷ ଡିସେମ୍ବରରେ ମଧ୍ୟ ଏ…

ଦୀପ ସିଦ୍ଧୁଙ୍କୁ ଗିରଫ କରିବା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଲାଲ୍‌ କିଲ୍ଲାରେ ଶିଖ୍ ପତାକା ଉତ୍ତୋଳନ କରିବାରେ ସମ୍ପୃକ୍ତ ଥିବା ଦୀପ ସିଦ୍ଧୁ, ଯୁଗରାଜ ସିଂ ଏବଂ ଦୀପ ସିଦ୍ଧୁଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ଲାଲ୍‌ କିଲ୍ଲା ଉପରେ…

କୃଷକଙ୍କ ସମର୍ଥନରେ ହଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଜିଦରେ ଅଟଳ କୃଷକ ସଂଗଠନ । ଦେଶ ବାହାରେ ବି ଚାଷୀ ଆନ୍ଦୋଳନକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ଗ୍ଲୋବାଲ୍ ସେଲିବ୍ରିଟି । ହଲିଉଡ୍ ପପ୍ ଷ୍ଟାର ରିହାନା ଏନେଇ ଚିନ୍ତା ପ୍ରକଟ କରିବା ସହ ଏକ ଟ୍ୱିଟ୍ କରିଛନ୍ତି…

ଦେଶରୁ ସୁସ୍ଥ ହେଲେଣି ୯୭% କରୋନା ଆକ୍ରାନ୍ତ, ଆଜି ୧୧ ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କମିଛି କରୋନା କାୟା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୩୯ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୪ହଜାର ୨୨୫ ସଂକ୍ରମିତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୭ଲକ୍ଷ…