Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ଚୀନ୍‌ର ପ୍ରତିଟି ଚାଲ୍‌ ଉପରେ ନଜର ରଖିବ ଭାରତ; ଲଦାଖ

ନୂଆଦିଲ୍ଲୀ: ଭାରତୀୟ ସେନା ୧୨ଟି ଉଚ୍ଚ କ୍ଷମତା ସମ୍ପନ୍ନ ପାଟ୍ରୋଲିଂ ବୋଟ୍‌ କିଣିବାକୁ ଯାଉଛି। ଏହି ପାଟ୍ରୋଲିଂ ବୋଟ୍‌ ଲଦାଖର ପାଙ୍ଗଙ୍ଗ ହ୍ରଦରେ ନିୟୋଜିତ ହେବ। ଯେଉଁଠାରୁ ଭାରତୀୟ  ସୈନିକମାନେ ଚୀନ୍‌ର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବେ। ଗତ ବର୍ଷ ମେ ମାସରୁ ଲଦାଖରେ…

ଦେଶରେ କୋଟିଏ ଛୁଇଁବ କରୋନା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ ୧୯ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କୋଟିଏ ୩ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୁଣି ୨୦ ହଜାର ତଳକୁ ଖସିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୯ହଜାର ୭୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୫ହଜାର ୭୮୮କୁ ବୃଦ୍ଧି ପାଇଛି । ଦେଶରେ ଦ୍ରୁତ…

ପଞ୍ଜାବ ସିଏମ୍‌ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହତ୍ୟା ଧମକ ଦିଆଯାଇଛି। ସିଏମଙ୍କୁ ଧମକ ମିଳିବା ପରେ ପୋଲିସ ପ୍ରଶାସନ ଅଧିକ ସକ୍ରିୟ ହୋଇଛି। ପୋଲିସ ଏହି ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ସିଏମଙ୍କୁ ଧମକ ଦେଉଥିବା ବ୍ୟକ୍ତିଙ୍କୁ ଗିରଫ…

ଦେଶର ୧୧୬ ଜିଲ୍ଲାରେ କରୋନା ଭ୍ୟାକସିନର ଡ୍ରାଏ ରନ୍

ନୂଆଦିଲ୍ଲୀ: ନୂଆବର୍ଷରେ ଭାରତରେ କରୋନା ବିରୋଧୀ ଲଢ଼େଇରେ ମହା ଅଭିଯାନର ଆରମ୍ଭ । ଆଜି ଦେଶବ୍ୟାପୀ ହେଉଛି ଟିକାର ଡ୍ରାଏ ରନ୍ । ଦେଶର ୧୧୬ ଜିଲ୍ଲାରେ ଡ୍ରାଏ ରନ୍ କରାଯାଉଛି । ୨୫୯ଟି ସ୍ଥାନରେ ଆରମ୍ଭ ହୋଇଛି ଡ୍ରାଏ ରନ୍ । ଏତିକିବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ…

ମର୍ମନ୍ତୁଦ ସଡକ ଦୁର୍ଘଟଣା; ୫ ମୃତ

ପାଟନା: ବିହାର କେମୁର ଜିଲ୍ଲା କୁଦରା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗୁରୁତର ଥିବା ଜଣାପଡିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ,…

ଜାନୁଆରି ୫ରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନର ମ୍ୟୁଜିୟମ

ନୂଆଦିଲ୍ଲୀ-ପ୍ରାୟ ୧୦ ମାସ ପରେ ଜାନୁଆରି ୫ ତାରିଖରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନର ମ୍ୟୁଜିୟମ । ସୋମବାର ଓ ସରକାରୀ ଛୁଟି ଦିନ ବ୍ୟତୀତ ବାକି ସବୁ ଦିନ ସାଧାରଣ ଲୋକେ ଏହି ସଂଗ୍ରହଳାୟ ପରିଦର୍ଶନ କରିପାରିବେ । ମ୍ୟୁଜିୟମ ଦେଖିବା ପାଇଁ ସାଧାରଣ ଲୋକଙ୍କୁ ଆଗୁଆ ସ୍ଲଗ ବୁକିଂ କରିବାକୁ ପଡିବ…

ଆସନ୍ତାକାଲି କରୋନା ଟିକାକରଣର ଡ୍ରାଏ ରନ୍

ଭୁବନେଶ୍ୱର-ଆସନ୍ତାକାଲି ରାଜ୍ୟର ୩୦ଟି ଯାକ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ କରୋନା ଟିକାକରଣର ଡ୍ରାଏ ରନ୍ କରାଯିବ । ଡ୍ରାଏ ରନ୍‌ର ଗାଇଡ ଲାଇନ ଓ ଏସ୍‌ଓପି ସଂପର୍କରେ ସବୁ ଜିଲ୍ଲାର ପ୍ରୋଗ୍ରାମ ଅଧିକାରୀଙ୍କୁ ଅବଗତ କରାଇ ଦିଆଯାଇଛି ।…

ଜାନୁଆରି ୮ରୁ ବ୍ରିଟେନକୁ ଉଡିବ ବିମାନ

ନୂଆଦିଲ୍ଲୀ- ଆସନ୍ତା ଜାନୁଆରି ୮ ତାରିଖରୁ ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ଚଳାଚଳ ସ୍ୱାଭାବିକ ହେବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ । ଜାନୁଆରି ୨୩ ତାରିଖ ଯାଏ ଉଭୟ ଦେଶର ପ୍ରତ୍ୟେକ ବିମାନ କମ୍ପାନି ସପ୍ତାହକୁ ୧୫ଟି ଫ୍ଲାଇଟ…

କୋଭିସିଲଡକୁ ମିିଳିଲା ଅନୁମତି !

ନୂଆଦିଲ୍ଲୀ-ଅକ୍‌ସଫୋର୍ଡ କରୋନା ଟିକାର ବ୍ୟବହାର ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଏକ୍‌ସପର୍ଟ କମିଟି ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) କୁ ସୁପାରିଶ କରିଛି । ଅକ୍‌ସଫୋର୍ଡ ୟୁନିଭରସିଟି ଓ ଫାର୍ମା କମ୍ପାନି ଅଷ୍ଟ୍ରେଜେନେକା ଦ୍ୱାରା…

ଚଳିତ ବର୍ଷ ଶିଶୁ ଜନ୍ମହାରରେ ଚୀନ୍‌କୁ ପଛରେ ପକାଇବ ଭାରତ; ୟୁନିସେଫ୍‌

ନ୍ୟୁୟର୍କ: ନୂଆ ବର୍ଷ ଦିନ ସାରା ବିଶ୍ୱରେ ଆନୁମାନିକ ୩,୭୧,୫୦୪ ପିଲା ଜନ୍ମ ହେବେ। ଏଥିମଧ୍ୟରୁ ପ୍ରାୟ ୬୦ ହଜାର ପିଲା ଭାରତରେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି। ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ) ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ୨୦୨୧ରେ ଆନୁମାନିକ ୧୪୦ ନିୟୁତ ପିଲା ଜନ୍ମ…