Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୪ ରାଜ୍ୟରେ କରୋନା ଟିକାକରଣର ମକ୍ ଡ୍ରିଲ୍

ନୂଆଦିଲ୍ଲୀ:କରୋନା ଟିକା ଆସିବା ପରେ କେମିତି ସାରା ଦେଶରେ ଲୋକଙ୍କୁ ଏହି ଟିକା ଦିଆଯିବ, ତାର ପୂର୍ବାଭ୍ୟାସ ୪ଟି ରାଜ୍ୟରେ କରା ଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଆସାମ, ଆନ୍ଧ୍ରପ୍ରଦେଶ, ପଂଜାବ ଓ ଗୁଜରାଟରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଏହି…

ଚହଲ୍ ଓ ଧନଶ୍ରୀଙ୍କୁ କି ଉପହାର ଦେଲେ ଧୋନୀ ?

ଭୁବନେଶ୍ୱର: ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା । ଡିସେମ୍ବର ୨୨ରେ ଦୁହିଁଙ୍କ ବିବାହ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । ବିବାହ ଓ ବିବାହ ପୂର୍ବର ଫଟୋ ଓ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଥିଲା । ବିବାହ ପରେ ଚହଲ ଓ ଧନଶ୍ରୀ ହନିମୁନ ପାଇଁ ଦୁବାଇରେ ପହଂଚିଥିଲେ । ହେଲେ ସେଠାରେ ଧୋନୀ ଓ ସାକ୍ଷୀ…

ଅର୍ଜୁନଙ୍କୁ ଅପେକ୍ଷା କରିଛନ୍ତି ଦିଗାଙ୍ଗନା ସୂର୍ଯ୍ୟବଂଶୀ

ମୁମ୍ବାଇ: ବିଗତ ଦିନରେ ଦୁଇଦୁଇଥର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଦ୍ୱାରା ଜେରାର ସମ୍ମୁଖୀନ ହୋଇଥିଲେ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ ମାମଲାରେ ତାଙ୍କ ଶାଳକ ଗିରଫ ହେବା ପରେ ଅର୍ଜୁନ ବାରମ୍ବାର ଏନସିବି କାର୍ଯ୍ୟାଳୟ ଦୌଡିଦୌଡି ନୟାନ୍ତ ହୋଇଗଲେଣି । ତଥାପି ଏହାର ପ୍ରଭାବ…

ବଢିପାରେ ଭାରତରୁ ବ୍ରିଟେନ ବିମାନ ଉଡାଣ ଉପରେ ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ: କରୋନା ଭାଇରସର ନୂତନ ଷ୍ଟ୍ରେନ୍ ଯୋଗୁଁ ବ୍ରିଟେନରୁ ବିମାନ ଚଳାଚଳ ଅସ୍ଥାୟୀ ଭାବେ ସ୍ଥଗିତ ରଖିବା ଉପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର‌ଦୀପ ସିଂ ପୁରୀ କହିଛନ୍ତି ଯେ ମୁଁ ଏହି ଅସ୍ଥାୟୀ ରୋକ୍‌ ଉପରେ ଏକ ଛୋଟ ସମ୍ପ୍ରସାରଣ ଆଶା କରୁଛି। ଉଲ୍ଲେଖନୀୟ କଥା ହେଉଛି,…

ଏଠାରେ ବଳପୂର୍ବକ ଭାବେ ଝିଅମାନଙ୍କର କରାଯାଏ ଧର୍ମ ପରିବର୍ତ୍ତନ

କରାଚି: ଏଠାରେ ପ୍ରତିବର୍ଷ କରାଯାଏ ଝିଅମାନଙ୍କର ଧର୍ମ ପରିବର୍ତ୍ତନ। ତା ପୁଣି ସ୍ବେଚ୍ଛାକୃତ ନୁହେଁ ବଳପୂର୍ବକ ଭାବେ କରାଯାଇଥାଏ। ପାକିସ୍ତାନର ୧,୦୦୦ ସଂଖ୍ୟାଲଘୁ ବାଳିକା ବାଧ୍ୟ ହୋଇ ଇସଲାମ ଧର୍ମ ଗ୍ରହଣ କରନ୍ତି। ରିପୋର୍ଟ ଅନୁଯାୟୀ, ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଶିଖ ସମ୍ପ୍ରଦାୟର ଯୁବକ…

ଆଉ ରୋମାନ୍ସ କରିବାକୁ ପସନ୍ଦ କରୁନାହାନ୍ତି ପରିଣିତି

ମୁମ୍ବାଇ: ଚୁଲବୁଲି ହସ, ବିନ୍ଦାସ ଅଭିନୟ । ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କୀୟ ହୋଇଥିଲେ ବି ନିଜ ବଳରେ ବଲିଉଡରେ ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା । ପ୍ରଥମେ ରୋମାଣ୍ଟିକ ଫିଲ୍ମ କରିବାକୁ ସେ ପସନ୍ଦ କରୁଥିଲେ । ହେଲେ ଏବେ କିଛି ହଟ୍‌କେ କରିବାକୁ ଯୋଜନା କରିଛନ୍ତି ।…

ଅମିତାଭଙ୍କ ସହ ଅଭିନୟ କରିବେ ଏହି ସାଉଥ୍ ସୁନ୍ଦରୀ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଆସନ୍ତା ବର୍ଷ ଏହି ଅଭିନେତ୍ରୀ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ବଲିଉଡରେ ପାଦ ଦେଉଦେଉ ତାଙ୍କ ହାତରେ ଦୁଇଦୁଇଟି ଅଫର ରହିଛି । ଉଭୟ ଦୁଇଟି ଫିଲ୍ମରେ ସେ ଦୁଇ ଜଣାଶୁଣା ଅଭିନେତାଙ୍କ ସହ ବଡ ପରଦାରେ ନଜର…

ଆମେରିକା: କ୍ଷମତା ହସ୍ତାନ୍ତରକୁ ନେଇ ବଢିଲା ଦ୍ୱନ୍ଦ; ଟ୍ରମ୍ପ୍‌ଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ବାଇଡେନ୍‌

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଡୋନାଲ୍ଡ ଟ୍ରମ୍ପଙ୍କୁ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସୂଚନା ବାଣ୍ଟି ନଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଅବସରପ୍ରାପ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସୁରକ୍ଷା ବିଭାଗର କିଛି ମୁଖ୍ୟଙ୍କ ହସ୍ତାନ୍ତରରେ…

କେତେ ମାରାତ୍ମକ ଟିଣ୍ଡର୍ ଆପ୍ଲିକେସନ୍ ?

ଭୁବନେଶ୍ୱର: ସଂପର୍କ ଯୋଡିବାକୁ ଡିଜିଟାଲ୍ ମାଧ୍ୟମ ଟିଣ୍ଡର୍ ଆପ୍ଲିକେସନ୍ । ଆଉ ଆବଶ୍ୟକତା ପଡୁନି ପ୍ରତ୍ୟକ୍ଷ ଭାବେ ଚିହ୍ନିବା କି ପରିଚିତ ହେବା । ବାସ୍ ଆପ୍ଲିକେସନ୍ ଡାଉନ୍‌ଲୋଡ୍ କରନ୍ତୁ, ଲଗ୍ ଇନ୍ କରି ଚାଟ୍ କରନ୍ତୁ । ପରେ ଦେଖା ସାକ୍ଷାତ କିମ୍ବା ଯାହାକୁ ଆମେ ଡେଟିଂ ଭାବେ ନାମିତ…

ୟୁପି ପ‌ରେ ଏବେ ଏମ୍‌ପିରେ ମଧ୍ୟ ଧର୍ମ ସ୍ୱତନ୍ତ୍ରତା ଅଧିନିୟମକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କ୍ୟାବିନେଟ୍ ଧର୍ମ ସ୍ୱତନ୍ତ୍ରତା ଅଧିନିୟମକୁ ଅନୁମୋଦନ କରିଛି। ଉତ୍ତରପ୍ରଦେଶ ପରେ ଏବେ ମଧ୍ୟପ୍ରଦେଶର ଶିବରାଜ ସରକାର ମଧ୍ୟ ଲଭ୍‌ ଜିହାଦ ବିରୋଧରେ ଏକ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ନିୟମ ଅନୁଯାୟୀ, ଯେଉଁମାନେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରନ୍ତି…