Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାନୁଆରୀ ୭ ଯାଏ ବ୍ରିଟେନକୁ ବିମାନ ସେବା ବନ୍ଦ କଲେ ଭାରତ ସରକାର

ନୂଆଦିଲ୍ଲୀ: କରୋନାଭାଇରସ୍ ନୂଆ ଷ୍ଟ୍ରେନ୍ ଯୋଗୁ ଭାରତରେ ୭ ଜାନୁୟାରୀ ପର୍ଯ୍ୟନ୍ତ ବ୍ରିଟେନରୁ ବିମାନ ଉଡ଼ାଣ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି,…

ଦେଶରେ ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ଭାଇରସ୍‌ ଅବସ୍ଥା ସୁଧୁରୁଥିବା ବେଳେ ଅନ୍ୟପଟେ କରୋନା ନୂଆ ଷ୍ଟ୍ରେନ୍‌ ଦେଶବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। କରୋନା ଭୂତାଣୁ ମାମଲା ବିଷୟରେ କହିବାକୁ ଗଲେ, ଦେଶର ପ୍ରାୟ ୯୬ ପ୍ରତିଶତ ଲୋକ କରୋନା ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ…

ଆଜି କୃଷକ ଏବଂ ସରକାରଙ୍କ ମଧ୍ୟରେ ହେବ ଷଷ୍ଠ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଏକ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ନିୟମ, କୃଷକ ସଂଗଠନର ପ୍ରତିନିଧୀଙ୍କ ବିରୋଧରେ ଆଜି ଅପରାହ୍ନ ୨ ଟାରେ ରାଜଧାନୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ।…

ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣ ଭାରତରେ ନୂଆ କରୋନା ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣଙ୍କର ନୂତନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସମସ୍ତ ଲୋକ ବ୍ରିଟେନରୁ ଆସିଥିବା ସୂଚନା ମିଳିଛି। ଏହାପୂର୍ବରୁ ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟରେ ୬ ଜଣ ଲୋକ ସଂକ୍ରମିତ ହୋଇଥିବା ସୂଚନା…

ଆଜି ‘ଡିଜିଟାଲ ଇଣ୍ଡିଆ ପୁରସ୍କାର’ ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଡିଜିଟାଲ୍ ଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ମାନିତ କରିବେ। ରାଷ୍ଟ୍ରପତି ଆଜି ଏହିପରି ଲୋକଙ୍କୁ ଡିଜିଟାଲ ଇଣ୍ଡିଆ ପୁରସ୍କାର ପ୍ରଦାନ କରିବେ। ପ୍ରତି ଦୁଇ ବର୍ଷ ପରେ ଅନୁଷ୍ଠିତ ହେବାକୁ ଥିବା ପୁରସ୍କାର…

ଚୀନ ସୀମାରେ ରାଡାର, ମିସାଇଲ ନିୟୋଜିତ କରିଛି : ଆଇଏଏଫ ଚିଫ୍‌

ଲଦାଖ:ଚୀନ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ନିକଟରେ ବହୁ ମାତ୍ରାରେ ରାଡାର ଓ ମିସାଇଲ ନିୟୋଜିତ କରିଛି । ମଙ୍ଗଳବାର ଭାରତୀୟ ଏୟାରଫୋର୍ସର ଚିଫ ଆରକେଏସ ଭଦୌରିଆ ଏହା କହିଛନ୍ତି । ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କଲେ କ୍ଷତି ଚୀନର ହେବ ବୋଲି ସେ କହିଛନ୍ତି । ଭାରତ କୌଣସି ପ୍ରକାର ଅଶାନ୍ତିକର…

ଶୋପିଆଁ ଏନକାଉଂଟର ମାମଲା: ୩ ଦିନ ମଜୁରିଆଙ୍କୁ ଆତଙ୍କବାଦୀ ଦର୍ଶାଇ ହତ୍ୟା କରିଥିଲେ ସେନା ଅଧିକାରୀ

ଶ୍ରୀନଗର: ଭାରତୀୟ ସେନାର ଭାବମୂର୍ତିକୁ ଆଜି ଆଘାତ ଲାଗିଛି । ବହୁ ଚର୍ଚ୍ଚିତ ଶୋପିଆଁ ଏନକାଂଉଟର ଫେକ୍ ଥିଲା ପ୍ରମାଣିତ ହୋଇଛି । ଘଟଣାର ତଦନ୍ତ କରୁଥିବା ଜମ୍ମୁ-କଶ୍ମୀର ପୋଲିସ ଏ ନେଇ ଚାର୍ଜସିଟ ଦାଖଲ କରିଛି । ରାଜୌରୀର ୩ ଦିନ ମଜୁରିଆଙ୍କୁ ଆତଙ୍କବାଦୀ ଦର୍ଶାଇ ସେନା କ୍ୟାପଟେନ ମେଜର ବସୀର…

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ: ଟିଭି ଓ ଚଳଚ୍ଚିତ୍ର ଜଗତରେ ଦର୍ଶକଙ୍କୁ ହସାଇଥିବା ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କୁ ମିଳିଛି ହତ୍ୟା ଧମକ । ବର୍ତ୍ତମାନ ସ୍ଥିତିରେ ସେ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ମୁଖ୍ୟ ପଦରେ ରହିଛନତି । କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ୍ କଲ୍ ଜରିଆରେ ହତ୍ୟା ଧମକ…

ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେସାଲ୍ ଟ୍ରେନ୍‌ର ନୂଆ ଟାଇମିଂ

ଭୁବନେଶ୍ୱର- ୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏକ୍‌ସପ୍ରେସ୍ ଜାନୁଆରି ୯ ତାରିଖରୁ ପ୍ରତି ଶନିବାର ଭୁବନେଶ୍ୱରରୁ ବାହାରିବ । ଏହି ଟ୍ରେନ୍ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡିବ ଓ ନିର୍ଧାରିତ ଦିନର ସକାଳ ୯ଟା ୫୫ ମିିନିଟରେ ନୂଆଦିଲ୍ଲୀ ପହଞ୍ଚିବ । ଫେରିବା…

ବୈଜ୍ଞାନିକଙ୍କ ଦାବି, ମାରାତ୍ମକ ରୋଗରୁ ମୁକ୍ତି ଦେବ ନୀଳକଣ୍ଠ ଆଳୁ !

ପାଟନା: କ୍ୟାନ୍ସର, ଡାଇବେଟିସ୍ ଓ ହୃଦରୋଗୀଙ୍କ ପାଇଁ ଖୁସୀ ଖବର । ଖୁବଶୀଘ୍ର ଏକ ଭିନ୍ନ କିସମର ଆଳୁ ବଜାରକୁ ଆସିବାର ସମ୍ଭାବନା ରହିଛି । ତେବେ ଏହି ଆଳୁର ରଙ୍ଗ ସାଧାରଣ ଆଳୁ ଭଳି ନୁହଁ, ବରଂ ସମ୍ପୂର୍ଣ୍ଣ ବାଇଗଣୀ । କୃଷି ବୈଜ୍ଞାନିକଙ୍କ ତତ୍ତ୍ୱାବଧନରେ ବିହାରରେ ପ୍ରଥମ ଥର ପାଇଁ ଏପରି…