Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁପି ପ‌ରେ ଏବେ ଏମ୍‌ପିରେ ମଧ୍ୟ ଧର୍ମ ସ୍ୱତନ୍ତ୍ରତା ଅଧିନିୟମକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କ୍ୟାବିନେଟ୍ ଧର୍ମ ସ୍ୱତନ୍ତ୍ରତା ଅଧିନିୟମକୁ ଅନୁମୋଦନ କରିଛି। ଉତ୍ତରପ୍ରଦେଶ ପରେ ଏବେ ମଧ୍ୟପ୍ରଦେଶର ଶିବରାଜ ସରକାର ମଧ୍ୟ ଲଭ୍‌ ଜିହାଦ ବିରୋଧରେ ଏକ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ନିୟମ ଅନୁଯାୟୀ, ଯେଉଁମାନେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରନ୍ତି…

ନୀତିଶଙ୍କୁ ଆରଜେଡିର ଗୁଗୁଲୀ : ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କର, ୨୦୨୪ରେ ପ୍ରଧାନମନ୍ତ୍ରୀ କରାଇବୁ

ପାଟନା: ବିହାର ନିର୍ବାଚନ ପରେ ମଧ୍ୟ ରାଜନୀତି ସରୁ ନାହିଁ । ଏନଡିଏ ମେଂଟ ସରକାରରେ ଏ ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ ହୋଇ ନାହିଁ । ବିଜେପି ଆରଜେଡି ଉପରେ ଚାପ ପକାଉଥିବା ଅଭିଯୋଗ ହେଉଛି । ଅସନ୍ତୁଷ୍ଟ ନୀତିଶ କୁମାରଙ୍କୁ ନିଜ ଆଡକୁ ଆଣିବା ପାଇଁ ଆରଜେଡି ଗୁଗୁଲି ପକାଇଛି ।…

ମୁମ୍ବାଇ ପୋଲିସ ଜାଲରେ ଗାଡି ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ

ମୁମ୍ବାଇ: ଭାରତର ଜଣାଶୁଣା କାର୍ ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ । ବୋଧ ହୁଏ ଏହି ନାଁ କିମ୍ବା ଚେହେରା ଅନେକଙ୍କ ପାଇଁ ନୂଆ ହୋଇପାରେ । ହେଲେ ଡିଜାଇନର୍ ଗାଡି ଆଗରେ ଲାଗିଥିବା ଡିସି (DC)ର ଲୋଗୋ ଭାରତରେ ବେଶ ଜଣାଶୁଣା । କାର ଡିଜାଇନ୍ କରିବା ମାମଲାରେ ଦିଲ୍ଲୀପ ଛାବ୍‌ରିଆ ଭାରତରେ ଏକ…

ରାଜନୀତି ଛାଡିବେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଡାକ୍ତରଖାନାରୁ ଫେରିଥିବା ଅଭିନେତା ରଜନୀକାନ୍ତ ଆଜି ରାଜନୀତି ଛାଡିବାକୁ ଘୋଷଣା କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ରାଜନୀତି ବିନା ସେ ପୂର୍ବ ଭଳି ଲୋକଙ୍କ ପାଇଁ କାମ ଜାରି ରଖିବେ।…

ରେଳ ଟ୍ରାକ୍‌ ନିକଟରୁ କର୍ଣ୍ଣାଟକ ବିଧାନ ପରିଷଦର ଡେପୁଟି ଚେୟାରମ୍ୟାନ୍‌ଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନ ପରିଷଦର ଡେପୁଟି ଚେୟାରମ୍ୟାନ୍ ଏସ୍‌ଏଲ୍ ଧର୍ମ ଗୋୱଡାଙ୍କ ମୃତଦେହ ରାଜ୍ୟର ଚିକମାଗାଲୁର ଜିଲ୍ଲାର କଦୁର ତାଲୁକର ଗୁନାସାଗର ଗାଁର ଏକ ରେଳ ଟ୍ରାକରୁ ଉଦ୍ଧାର କରାଯାଇଛି। ପୋଲିସ କହିଛି ଯେ ଗୋୱଡା ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି।…

ମିଳିଲାନି ଅନୁମତି, ଯୁବରାଜ ସିଂଙ୍କୁ ଘରୋଇ କ୍ରିକେଟ୍ ମନା

ନୂଆଦିଲ୍ଲୀ: ଗତବର୍ଷ ଜୁନ୍ ମାସରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ଯୁବରାଜ ସିଂ । ଘରୋଇ କ୍ରିକେଟ, ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ବିଦେଶୀ କ୍ରିକେଟ ଲିଗରେ ଦେଖିବାକୁ ମିଳିଥିଲା । ତେବେ ନିଜ ମାନସିକତାରେ ପରିବର୍ତ୍ତନ ଆଣି ଯୁବରାଜ ପୁଣିଥରେ କ୍ରିକେଟକୁ…

ଆଜି ମାଲ୍‌ ପରିବହନ କରିଡର୍‌ ଉଦ୍‌ଘାଟନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଚାଷୀଙ୍କ ମଧ୍ୟରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଏକ ଉପହାର ଦେବାକୁ ଯାଉଛନ୍ତି। ପୂର୍ବରୁ ୧୦୦ ତମ କିସାନ ରେଳ ଚଳାଚଳ କରିଥିଲା, ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ମାଲ ପରିବହନ କରିଡରର…

ଆଜି ବି ଇଡି କାର୍ଯ୍ୟାଳୟରେ ହାଜର ହେବେନି ବର୍ଷା ରାୱତ

ନୂଆଦିଲ୍ଲୀ: ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାୱତ ପତ୍ନୀ ବର୍ଷା ରାୱତ ଆଜି ମଧ୍ୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ PMC ବ୍ୟାଙ୍କ ସ୍କାମ ମାମଲାରେ ବର୍ଷା ରାୱତଙ୍କୁ ଡକାଇ ୨୯ ଡିସେମ୍ବର ଅର୍ଥାତ୍ ଆଜି ହାଜର ହେବାକୁ କହିଥିଲେ। ସୂଚନା…

ବଡ଼ ଖବର: ଭାରତରେ ଚିହ୍ନଟ ହେଲା ବ୍ରିଟେନର ନୂଆ କରୋନା ଭାଇରସ୍ ଷ୍ଟ୍ରେନ

ନୂଆଦିଲ୍ଲୀ: ଭାରତରେ ପ୍ରବେଶ କରିଛି ବ୍ରିଟେନରେ ଚିହ୍ନଟ କରୋନା ଭାଇରସର ନୂଆ ଷ୍ଟ୍ରେନ୍ । ବ୍ରିଟେନ ଫେରନ୍ତା ୬ ଜଣ କରୋନା ଆକ୍ରାନ୍ତଙ୍କ ପାଖରେ ଭୂତାଣୁର ନୂଆ ଷ୍ଟ୍ରେନେ ମିଳିଛି । ଏହି ସମସ୍ତ ରୋଗୀଙ୍କୁ ସିଙ୍ଗଲ ଆଇସୋଲେସନ୍ ରୁମରେ ରଖାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ…

ରେଳ ଧରଣାରୁ ମିଳିଲା କର୍ଣ୍ଣାଟକ ବିଧାନ ପରିଷଦ୍‌ର ଉପାଧ୍ୟକ୍ଷଙ୍କ ମୃତଦେହ

ବେଙ୍ଗାଲୁରୁ: ରେଳ ଧାରଣାରୁ ଉଦ୍ଧାର ହେଲା କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ-ସଭାପତି ଏସ୍‌ଏଲ୍‌ ଧର୍ମଗୌଡ଼ାଙ୍କ ମୃତଦେହ। ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍‌ରୁ ତାଙ୍କ ମୃତ ଦେହ ମିଳିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ, ମଙ୍ଗଳବାର ଦିନ ଭୋର ସମୟରେ…