Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇର୍ଫାନ୍‌ଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ଏହି ତଥ୍ୟ

ମୁମ୍ବାଇ: ଅଭିନେତାଙ୍କୁ ବାଦ୍ ଦେଲେ ଫିଲ୍ମର କାହାଣୀ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିବା କାଠିକର ପାଠ । ତେବେ ୨୦୧୨ରେ ନିର୍ଦ୍ଦେଶକ ସୁଜୋୟ ଘୋଷ ଫିଲ୍ମ କାହାନୀ ଜରିଆରେ ଦର୍ଶକଙ୍କୁ ସିନେମା ହଲ ସିଟ୍‌ରେ ବସାଇ ରଖିବାକୁ ସକ୍ଷମ ହୋଇଥିଲେ । ଏହି ଫିଲ୍ମର ସିକ୍ୱେଲ୍ ପାର୍ଟ କିନ୍ତୁ ଏତେଟା ସଫଳ…

ଆଲୋଚନାରୁ ବାହାରିପାରିଲାନି ନିଷ୍କର୍ସ: ଜାରି ରହିବ ଆନ୍ଦୋଳନ, ୩ ତାରିଖରେ ପୁଣି ବୈଠକ

ନୂଆଦିଲ୍ଲୀ: ବିଜ୍ଞାନ ଭବନରେ ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ୩ ଘଣ୍ଟାରୁ ଅଧିକ ସମୟ ଧରି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ୩୫ଟି କୃଷକ ସଂଗଠନର ନେତାଙ୍କ ସହ ବୈଠକ ହୋଇଥିଲା । ବୈଠକ ପରେ କୃଷି ମନ୍ତ୍ରୀ କହିଛନ୍ତି, ସରକାର…

ଦେଶର ସବୁ ନାଗରିକଙ୍କୁ ମିଳିବ ନାହିଁ କରୋନା ଟିକା: ସରକାର କହିଲେ ଆବଶ୍ୟକ ପଡ଼ିବନି

ନୂଆଦିଲ୍ଲୀ: କେବେ ଆସିବ କରୋନା ଟିକା ? କାହାକୁ ମିଳିବ ଭ୍ୟାକସିନ୍ ? ଟିକା ଖବରକୁ ନେଇ ସମସ୍ତଙ୍କ ମନରେ ରହିଛି ଉତ୍ସୁକତା । ଆପଣ ଭାବୁଛନ୍ତି କି, ଟିକା ଆସିବା ପରେ ଆପଣଙ୍କୁ ଦିଆଯିବ । ତାହାଲେ ଆପଣ ଭୁଲ ଭାବୁଛନ୍ତି । କାରଣ ଟିକାକୁ ନେଇ ବଡ଼ ଖବର ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର…

ଲଦାଖରେ ଥଣ୍ଡା ସହି ପାରୁ ନାହାନ୍ତି ଚୀନ ସେନା

ଲଦାଖ: ଲଦାଖର ପୂର୍ବ ସେକ୍ଟରରେ ଏବେ ବି ଭାରତ-ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଭାରତୀୟ ସେନା ଲଦାଖର ହାଡଭଙ୍ଗା ଶୀତକୁ ଖାତିର ନ କରି ସୀମା ଜଗି ରହିଛନ୍ତି । ବର୍ତମାନ ସେଠାରେ ବରଫ ପଡୁଥିବାରୁ ଚୀନ ସେନାଙ୍କୁ ପ୍ରତି ୨୪ ଘଂଟାରେ ରୋଟେଶନ କରିବାକୁ ବାଧ୍ୟ ହେଉଛି । ଭାରତୀୟ…

କୃଷକ ଆନ୍ଦୋଳନକୁ କାନାଡା ପିଏମ୍‌ଙ୍କ ସମର୍ଥନ; କହିଲେ ଭାରତରୁ କୃଷକଙ୍କ ପ୍ରଦର୍ଶନକୁ ନେଇ ଆସୁଥିବା ଖବର ଚିନ୍ତାଜନକ

ନୂଆଦିଲ୍ଲୀ: ଉତ୍ତର ଭାରତରେ କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କ ଆନ୍ଦୋଳନ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତରେ ହୋଇଥିବା ଏହି ପ୍ରତିବାଦରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାର ଅଧିକାରକୁ କାନାଡା…

ଚର୍ଚ୍ଚିତ ପ୍ରେମ କାହାଣୀ: ଜାପାନର କ୍ରାଉନ ପ୍ରିନ୍ସ ଝିଅଙ୍କୁ ବିବାହ ପାଇଁ ଅନୁମତି ଦେଲେ

ଟୋକିଓ: ଜାପାନ ରାଜକୁମାରୀ ମାକୋ ଏବଂ ସାଧାରଣ ଯୁବକ କେଇ କୋମୁରୋଙ୍କ ପ୍ରେମ କାହାଣୀ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଉଁଟିଛି। ଉଭୟ ପରସ୍ପରକୁ ଦୀର୍ଘ ଦିନ ଧରି ପ୍ରେମ କରୁଥିଲେ ମଧ୍ୟ ରାଜପରିବାର ନୀତି ନିୟମ ଯୋଗୁ ରାଜକୁମାରୀ ମାକୋ ବିବାହ କରିପାରୁ ନ ଥିଲେ । ଏହାର ମୁଖ୍ୟ କାରଣ…

ଅଘୋଷିତ ନିୟମ ଭାଙ୍ଗିଲେ ଆଫଗାନିସ୍ତାନର ପ୍ରଥମ ମହିଳା ଟାଟ୍ଟୁ ଆର୍ଟିଷ୍ଟ !

ଭୁବନେଶ୍ୱର: ଇସଲାମରେ ଚର୍ମରେ କାଳି ଦ୍ୱାରା କୌଣସି କଳାକୃତି ଅଭିଶାପ ସଦୃଶ । ତଥାପି ଅନେକ ଇସଲାମଧର୍ମୀ ଶରୀରରେ ଟାଟ୍ଟୁ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଆଫଗାନିସ୍ତାନର ଜଣେ ମହିଳା ନିଜ ଦେହରେ ନୁହେଁ ବରଂ ଅନ୍ୟ ପୁରୁଷ ଓ ମହିଳାଙ୍କ ଦେହରେ ଟାଟ୍ଟୁ ବନାଇ ଚର୍ଚ୍ଚାକୁ ଆସିଛନ୍ତି ।…

ବିବାହ ବନ୍ଧନରେ ଆବଦ୍ଧ ହେଲେ ୫.୫ ଫୁଟର ନେତ୍ରହୀନ ବଧୂକୁ ୩ଫୁଟର ସରକାରୀ ଶିକ୍ଷକ

ସୁରଟ: ଗୁଜରାଟରେ ସୋମବାର ଅନେକ ବିବାହ ସମ୍ପନ୍ନ ହୋଇଥିଲେ ମଧ୍ୟ ଗୋଟିଏ ନିଆରା ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଜୁନାଗଡର ଏହି ଚର୍ଚ୍ଚିତ ବିବାହରେ ୫.୫ ଫୁଟର ନେତ୍ରହୀନ କନ୍ୟା ୩ଫୁଟର ସରକାରୀ ଚାକିରୀ କରିଥିବା ଯୁବକଙ୍କ ସହ ଏହି ପବିତ୍ର ବନ୍ଧନରେ ଆବଦ୍ଧ ହୋଇଥିଲେ । ଶାନ୍ତା…

ଭାରତର ଏହି ଚାରୋଟି ସ୍ଥାନକୁ ମିଳିଲା ବିଶ୍ୱ ଐତିହ୍ୟ ଜଳସେଚନ ସଂରଚନାର ଟ୍ୟାଗ୍

ନୂଆଦିଲ୍ଲୀ: ଭାରତର ଚାରୋଟି ସ୍ଥାନ ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଜଳସେଚନ ଭିତ୍ତିଭୂମି (WHIS) ​​ସମ୍ମାନ ପାଇଛି। ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶରେ ତିନୋଟି ଏବଂ ମହାରାଷ୍ଟ୍ରରେ ଗୋଟିଏ ସ୍ଥାନ ଅନ୍ତର୍ଭୁକ୍ତ। ଏଥି ସହିତ, ୨୦୧୮ ମସିହାରେ, ତେଲେଙ୍ଗାନାର ଦୁଇଟି ସ୍ଥାନ WHIS ରେ ମନୋନୀତ ହୋଇଛି।…

ଆମେରିକାରେ ଖେଳିବ ଶାହରୁଖଙ୍କ ନାଇଟ୍ ରାଇଡର୍ସ !

ଭୁବନେଶ୍ୱର: ଭାରତର କ୍ରିକେଟ୍ ତୁଳନାରେ ଆମେରିକାର ସ୍ଥାନ ନଗଣ୍ୟ । ତଥାପି ଆମେରିକାରେ ଖେଳିବ କିଙ୍ଗଖାନ ଶାହରୁଖଙ୍କ ନାଇଟ୍ ରାଇଡର୍ସ କ୍ରିକେଟ୍ ଦଳ । ଏଥିପାଇଁ ଶାହରୁଖ ଅଧାରୁ ଅଧିକ ପ୍ରସ୍ତୁତି ସାରିବା ସହ ଆମେରିକାରେ ନିଜର ଏକ କ୍ରିକେଟ୍ ଟିମ୍ ଗଠନ କରିଛନ୍ତି । ଖୁବଶୀଘ୍ର ଆମେରିକା…