Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ଏନ୍‌ଆର୍‌ଆଇଙ୍କୁ ମିଳିବ କି ମତଦାନର ଅଧିକାର? ନିର୍ବାଚନ ଆୟୋଗର କେନ୍ଦ୍ର ସରକାରଙ୍କୁ ସ୍ୱତନ୍ତ୍ର ପ୍ରସ୍ତାବ

ନୂଆଦିଲ୍ଲୀ: ଡାକ ମତପତ୍ର (ଡାକ ବାଲାଟ୍) ମାଧ୍ୟମରେ ଏନଆରଆଇ ମାନଙ୍କୁ ଭୋଟ୍ ଦେବାକୁ ଅନୁମତି ଦେବାକୁ ନିର୍ବାଚନ ଆୟୋଗ (ଇସି) କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛି। ଏହା ହେଉଛି ଏକ ପଦକ୍ଷେପ ଯାହା ନିର୍ବାଚନ ନିୟମ ୧୯୬୧ର ସଂଶୋଧନ ମାଧ୍ୟମରେ କାର୍ଯ୍ୟକାରୀ ହୋଇପାରିବ। ଏଥିପାଇଁ ସଂସଦର…

ଭାରତର ପ୍ରସ୍ତୁତି ଦେଖି ଚୀନ୍‌ ଛାନିଆ; ଶୀତରୁ ରକ୍ଷା ପାଇବା ପାଇଁ ସୈନିକମାନଙ୍କ ପାଇଁ କିଣୁଛି ଅତିରିକ୍ତ ସାମଗ୍ରୀ

ନୂଆଦିଲ୍ଲୀ: ସୂଚନାଯୋଗ୍ୟ ଲଦାଖରେ ୧୪୦୦୦ ଫୁଟ ଉଚ୍ଚରେ ଭାରତୀୟ  ସୈନ୍ୟବାହିନୀକୁ ଦେଖି ଚାଇନାକୁ ଶେଷ ମୁହୂର୍ତ୍ତରେ ରଣନୀତି ବଦଳାଇବାକୁ ପଡିବ। ଚୀନ୍ ଅନୁଭବ କଲା ଯେ ଭାରତୀୟ ସେନା ଲଦାଖରେ ମାଇନସ୍ '୩୦' ଡିଗ୍ରୀ ତାପମାତ୍ରାରେ  ତିଷ୍ଠି ପାରିବନାହିଁ ଏବଂ ଏହି ସ୍ଥାନ ଛାଡ଼ି ତଳଭୂମିକୁ…

ବିରାଟ କୋହଲି ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ

କାନବେରା(ଅଷ୍ଟ୍ରେଲିଆ): ଦିନିକିଆରେ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ । ଦ୍ରୁତ ୧୨ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି । ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପାର କରିଛନ୍ତି ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ସେ ଦ୍ରୁତ ୧୨ ହଜାର ରନ୍ କରିବା ସହ ସଚିନଙ୍କ ରେକର୍ଡକୁ…

ଟୁଇଟ୍ କରି ବିଜେପି ସଭାପତି ଜେ.ପି ନଡାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସଭାପତି ଜଗତ ପ୍ରକାଶ ନଡା ଆଜି ୬୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ…

ଦେଶରେ ଲକ୍ଷେ ୩୮ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ନିୟନ୍ତ୍ରଣ ଭିତରେ ରହିଛି । ଯଦିଓ ନିର୍ଦ୍ଦିଷ୍ଟ ଭାବରେ କିଛି ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୬ହଜାର ୬୦୪ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୯୯ହଜାର ୪୨୪କୁ ବୃଦ୍ଧି ପାଇଛି…

ଏମିତି ବି ଆସେ ମୃତ୍ୟୁ: ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ, ୮ ମୃତ

ଲକ୍ଷ୍ନୌ: ବିବାହ ଭୋଜିରେ ଯୋଗ ଦେଇ ହସଖୁସିରେ ଘରକୁ ଫେରୁଥିଲେ । ବାଟରେ ଅନାଇ ବସିଥିଲା ମୃତ୍ୟୁ । ଉତ୍ତରପ୍ରଦେଶର କୌଶାମ୍ବିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଦୁଇ ଜଣ । ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ । ବାଲି ଭିତରେ…

କରୋନା ଆକ୍ରାନ୍ତ ହେଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ବଲିଉଡରେ ଜଣଙ୍କ ପରେ ଜଣଙ୍କୁ ଆକ୍ରାନ୍ତ କରିଚାଲିଛି କରୋନା। ବିଗ୍-ବି ଠାରୁ ଆରମ୍ଭ କରି ଅନେକ ନମିଦାମୀ କଳାକାର କରୋନାର ଆକ୍ରାନ୍ତ ହେବା ପରେ ଏବେ ଆଉ ଜଣେ ଲୋକପ୍ରିୟ ଅଭିନେତା ଚିହ୍ନଟ ହୋଇଛନ୍ତି କୋଭିଡ ପଜିଟିଭ। ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ସାଂସଦ ସନି ଦେଓଲ୍…

ହ୍ୱାଇଟ ହାଉସରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ

ୱାସିଙ୍ଗଟନ: ଆମେରିକା ରାଷ୍ଟ୍ରପତିଙ୍କ କ୍ୟାବିନେଟରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ନେରା ଟାଣ୍ଡେନ। ନେରାଙ୍କୁ ହ୍ୱାଇଟ୍ ହାଉସ ପରିଚାଳନା ଓ ବଜେଟ୍ ମୁଖ୍ୟ ଦାୟିତ୍ୱ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡ଼େନ୍। ଏହାପୂର୍ବରୁ କମଲା ହ୍ୟାରିସ ଆମେରିକା ଉପରାଷ୍ଟ୍ରପତି ଭାବେ…

ଦେଶରେ ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମଙ୍ଗଳବାର ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ କହିଛନ୍ତି, ଏହି ହାଇଗ୍ରେଡ୍…

ଭାରତରେ ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ ଭାରତରେ ଆରମ୍ଭ ହୋଇଛି । ଡକ୍ଟର ରେଡ୍ଡିଜ୍ ଲାବରୋଟୋରିଜ୍ ଲିମିଟେଡ ଓ ଆରଡିଆଇଏଫ୍ ଏନେଇ ଘୋଷଣା କରିଛନ୍ତି । ସେଣ୍ଟ୍ରାଲ ଫାର୍ମାସ୍ୟୁଟିକାଲ ଲାବ୍ରୋଟାରୀରୁ ଜରୁରୀ ଅନୁମତି ପାଇବା ପରେ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିବା…