Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାଲୁ ହାମ ଅଧ୍ୟକ୍ଷ ଜିତନ ରାମଙ୍କୁ ବି ଲୋଭ ଦେଖାଇଥିଲେ

ପାଟନା:ଜେଲରେ ଥିଲେ ମଧ୍ୟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏନଡିଏ ସରକାରକୁ ଭାଙ୍ଗିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ । ଗୁରୁବାର ହାମ(ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା)ଅଧ୍ୟକ୍ଷ ଜିତନ ରାମ ମାଞ୍ଝୀଙ୍କ ସହ ଯୋଗାଯୋଗ କରିଥିଲେ । ଏପରିକି ସେ ମୋତେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ…

ସେରମ ଇନଷ୍ଟିଚ୍ୟୁଟ୍ ଯିବେ ମୋଦି, ଟିକା ନିର୍ମାଣ ଅଗ୍ରଗତିର କରିବେ ସମୀକ୍ଷା

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୁଣେ ସ୍ଥିତି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପରିଦର୍ଶନ କରିବେ । କରୋନା ଭ୍ୟାକସିନ୍ ପ୍ରସ୍ତୁତି କାମର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ । ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ବୋଲି ଜଣାପଡ଼ିଛି । ଶନିବାର ପ୍ରଧାନମନ୍ତ୍ରୀ…

ଆସନ୍ତୁ ଜାଣିବା କିଏ ସେ ୨୮ ବର୍ଷ ପରେ କକାକୁ ମାରି ପିତୃ ହତ୍ୟାର ପ୍ରତିଶୋଧ ନେଲା

ବାରାଣାସୀ: ପ୍ରତିଶୋଧ ତାହା ପୁଣି ପିତୃ ହତ୍ୟାର, ଦୀର୍ଘ ୨୮ ବର୍ଷ ଅପେକ୍ଷା କରିବା ପରେ କକାକୁ ମାରି କଲିଜା ଥଣ୍ଡା କଲା ପୁଅ । ବାରାଣାସୀର କେଂଟ ଅଂଚଳରେ ଏ ଭଳି ଏକ ଘଟଣା ଘଟିଛି । ୧୯୯୨ରେ କକା ଶାହିଦ ଇକବାଲ ମୋର ବାପାଙ୍କୁ ହତ୍ୟା କରିଥିଲା । ସେବେଠାରୁ ପ୍ରତିଶୋଧ ନିଆଁରେ ମୁଁ ଜଳୁଥିଲି…

ଆଜିଠୁ ସିଙ୍ଗଲ୍ ନାହାଁନ୍ତି ମିର୍ଜାପୁରର ରବିନ୍

ମୁମ୍ବାଇ: ଚର୍ଚ୍ଚିତ ୱେବ୍ ସିରିଜ ମିର୍ଜାପୁର ସିଜିନ-୨ । ଏଥିରେ ୟେ ଭି ଠିକ୍ ହୈ ଭଳି ପଂଚ ଲାଇନ୍ କହି ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତା ପ୍ରିୟାଂଶୁ ପେନ୍ୟୁଲି । ଏହି ଅଭିନେତା ନିଜ ପ୍ରେମିକା ଅଭିନେତ୍ରୀ ତଥା ଡାନ୍ସର ବନ୍ଦନା ଜୋଶୀଙ୍କୁ ବହୁ ପୂର୍ବରୁ ବିବାହ କରିବାକୁ ଯୋଜନା…

ଆସୁଛି ନୂଆ ବଲିଉଡ ମୁଭି “ଜନହିତ୍ ମୈଁ ଜାରି”

ମୁମ୍ବାଇ: ଆସନ୍ତା ଦିନରେ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଫିଲ୍ମ ଜନହିତ୍ ମୈଁ ଜାରି । ନିକଟରେ ଏହି ଫିଲ୍ମର ପୋଷ୍ଟରକୁ ବକ୍ସିଂ ଚାମ୍ପିୟନ୍ ମେରି କମ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ଓମୁଙ୍ଗ କୁମାର ସମ୍ଭାଳିଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ…

ଅଭିନେତ୍ରୀ ତାରା ସୁତାରିଆଙ୍କୁ ଫୁରସତ୍ ମିଳୁନି

ମୁମ୍ବାଇ: ଦେଶବ୍ୟାପୀ ଲକଡାଉନ୍ କୋହଳ ହେବା ପରେ ଧୀରେଧୀରେ ନିଜ ପୂର୍ବାବସ୍ଥାକୁ ଫେରୁଛି ବଲିଉଡ । କଳାକାରମାନେ ଅଭିନୟ କରିବା ସହ ଫିଲ୍ମ ଡବିଂରେ ସକ୍ରିୟ ହେଲେଣି । ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ତାରା ସୁତାରିଆ ବି ଫୁଲ୍ ଦମ୍‌ରେ ନିଜ କାମରେ ଲାଗିପଡିଛନ୍ତି । ଏକଧିକ ପ୍ରୋଜେକ୍ଟ ପାଇଁ…

ଦୁଇ ମାସ ପରେ ଷ୍ଟେଜକୁ ଓହ୍ଲାଇଲେ ସପନା ଚୌଧୁରୀ !

ହରିୟାଣା: ଏକ୍ସ ବିଗ୍‌ବସ୍ କଣ୍ଟେଷ୍ଟାଣ୍ଟ ଓ ହରିୟାଣାର ପପୁଲାର୍ ଡାନ୍ସର ସପନା ଚୌଧୁରୀ । ଗର୍ଭବତୀ ଥିବାବେଳେ ସେ ଷ୍ଟେଜ ସୋରୁ ଓହରିଯାଇଥିଲେ । ହେଲେ ମାଆ ହେବା ପରେ ସେ ପୁଣିଥରେ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ମାତ୍ର ଦୁଇମାସ ପରେ ତାଙ୍କୁ ପୁନର୍ବାର ଷ୍ଟେଜ ସୋ କରିବାରେ ଦେଖିବାକୁ…

ହାର୍ଡକୋର୍ ଆକ୍ସନ୍ ମୁଡ୍‌ରେ ଅନନ୍ୟା ପାଣ୍ଡେ !

ମୁମ୍ବାଇ: ଗତବର୍ଷ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ନବାଗତା ତଥା ଷ୍ଟାରକିଡ୍ ଅନନ୍ୟା ପାଣ୍ଡେ । ତାଜା ସ୍ଥିତିରେ ତାଙ୍କ ହାତରେ ରହିଛି ୪ଟି ଫିଲ୍ମ ସହ ଏକାଧିକ ଆଡ୍ ଫିଲ୍ମ । ବେଶ କମ୍ ସମୟ ଭିତରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ଏକ…

କୋଲକାତାର କଣ୍ଟ୍ରାକ୍ଟ କିଲର୍ ଅଭିଷେକ ବଚ୍ଚନ !

ମୁମ୍ବାଇ: ୱେବ୍ ସିରିଜର ସଫଳତା ପରେ ଅଭିନେତା ଅଭିଷେକ ବଚ୍ଚନଙ୍କ ହାତରେ ବେଶ କିଛି ବଡ ପ୍ରୋଜେକ୍ଟ ରହିଛି । ଖାସ୍ ଏଥିପାଇଁ ସେ ଏବେ କୋଲକାତାରେ ଡେରା ପକାଇଛନ୍ତି । ୨୦୧୨ରେ ରିଲିଜ୍ ହୋଇଥିବା ଫିଲ୍ମ କାହାନୀର ସ୍ପିନ୍ ଅଫ୍ ପାର୍ଟରେ ତାଙ୍କୁ ଖୁବଶୀଘ୍ର ଦେଖିବାକୁ ମିଳିବ । ଫିଲ୍ମର…

ମୁମ୍ବାଇ ଆକ୍ରମଣକୁ ୧୨ବର୍ଷ; ଏବେ ବି ମନରୁ ଲିଭିନି ବର୍ବରତାର ଚିତ୍ର

ମୁମ୍ବାଇ: ଆଜିକୁ ଠିକ୍ ୧୨ବର୍ଷ ତଳେ ମୁମ୍ବାଇରେ ଘଟିଥିଲା ଲୋମହର୍ଷଣକରୀ ଘଟଣା । ୨୦୦୮ ମସିହା ନଭେମ୍ବର ୨୬ରେ ସ୍ତବ୍ଧ ହେଇଯାଇଥିଲା ସାରା ଦେଶ । ସେଇ ଆକ୍ରମଣର ଆତଙ୍କ ଏବେ ବି ମନରୁ ଯାଇନି । ନିଃଶବ୍ଦ ରାତିରେ ଆତଙ୍କବାଦୀ ଆକ୍ରମଣରେ ରକ୍ତ ରଞ୍ଜିତ ହୋଇପଡ଼ିଥିଲା ମୁମ୍ବାଇ । ହୋଟେଲ୍…