Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମିର ଖାନଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ଶାହରୁଖ !

ମୁମ୍ବାଇ: ବଲିଉଡର ମିଷ୍ଟର୍ ପରଫେକ୍ସନିଷ୍ଟ ଆମିର ଖାନ । ଶେଷଥର ପାଇଁ ଫିଲ୍ମ ଠଗ୍‌ସ୍ ଅଫ୍ ହିନ୍ଦୁସ୍ତାନରେ ନଜର ଆସିଥିଲେ । ଚଳିତବର୍ଷ ବି ଏହି ଅଭିନେତାଙ୍କ ଫିଲ୍ମ ଲାଲ୍ ସିଂ ଚଢା ଡିସେମ୍ବର ମାସରେ ରିଲିଜ୍ ହୋଇଥାନ୍ତା । ହେଲେ କରୋନା ମହାମାରୀ ପାଇଁ ଏହି ଫିଲ୍ମର ରିଲିଜ୍ ଡେଟ୍ ଆସନ୍ତା…

ଚାଇନା କୋଭିଡ୍‌-୧୯ ଟିକାର ମାନବ ପରୀକ୍ଷଣ ବନ୍ଦ କଲା ବ୍ରାଜିଲ୍‌

ନୂଆଦିଲ୍ଲୀ: ବ୍ରାଜିଲ ଚାଇନାର କୋଭିଡ -୧୯ ଟିକା ମାନବ ପରୀକ୍ଷାକୁ ବନ୍ଦ କରି ଦେଇଛି। ସୂଚନା ଅନୁଯାୟୀ  ଚୀନ୍‌ର କ‌ୋଭିଡ୍‌-୧୯ ଟିକାର ମାନବ ପରୀକ୍ଷଣରେ ପ୍ରତିକୂଳ ଘଟଣା' କାରଣରୁ ଟିକା ପରୀକ୍ଷାକୁ ବନ୍ଦ କରିଛି ବ୍ରାଜିଲ୍‌। ପରୀକ୍ଷଣରେ ଜଡିତ ଜଣେ ସ୍ୱ‌େଚ୍ଛାସେବୀ ଉପରେ ଟିକାର ପ୍ରତିକୂଳ…

ମଣିପୁରରେ ବିଜେପିର ବାଜିମାତ

ନୂଆଦିଲ୍ଲୀ: ମଣିପୁରରେ ବଜେପିର ବାଜିମାତ । ମଣିପୁର ଆସନ ସଖଲ କଲା ଭାରତୀୟ ଜନତା ପାର୍ଟି । ମଣିପୁର ବିଧାନସଭାର ୪ଟି ଯାକ ଆସନ ଅକ୍ତିଆର କଲା ବିଜେପି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସିଂଘଟ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଗିନସୁହାନଉ ବିଜୟୀ ହୋଇଛନ୍ତି । ଏହାସହ ଓଇନମ ଲୁଖୋଇ…

ନିଲାମ ହେଉଛି ଦାଉଦର ସମ୍ପତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ସମ୍ପତିକୁ ସାଫେମା(ସ୍ମଗଲର ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମାନିପୁଲେଟର୍ସ ଆକ୍ଟ) ନିୟମ ଅନୁସାରେ ନିଲାମ କରାଯାଉଛି । ରତ୍ନଗିରିରେ ଥିବା ଦାଉଦଙ୍କ ପୈତୃକ ଘରକୁ ୧୧,୨୦,୦୦୦ରେ ବିକ୍ରି କରାଯାଇଛି । ଦିଲ୍ଲୀର ଓକିଲ ଅଜୟ ଶ୍ରୀବାସ୍ତବ ଏହି ନିଲାମ…

‘ଗଣପତ’: ଆସିଲା ଟାଇଗରଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ଆସୁଛି ବଲିଉଡର ଆକ୍ସନ ହିରୋ ଟାଇଗର ସ୍ରଫଙ୍କ ଆଉ ଏକ ନୂଆ ଫିଲ୍ମ । ନିକଟରେ ହିଁ ସେ ତାଙ୍କ ନୂଆ ଫିଲ୍ମ ‘ଗଣପତ ପାର୍ଟ-୧’ର ଘୋଷଣା କରିଥିଲେ । ଏବଂ ଏହାର ମୋଶନ ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା । ଏବେ ଏହି ଫିଲ୍ମର ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ଟାଇଗରଙ୍କ ଫାଷ୍ଟ ଲୁକ୍…

ରିପବ୍ଲିକ ଟିଭିର ଆଉ ଜଣେ ଅଧିକାରୀ ଗିରଫ

ମୁମ୍ବାଇ: ଗିରଫ ହେଲେ ରିପବ୍ଲିକ ଟିଭିର ଆଉ ଜଣେ ବଡ ଅଧିକାରୀ । ଟିଆର୍‌ପି ସ୍କାମ ମାମଲାରେ ଆଜି ସକାଳେ ଆଉ ଜଣେ ଅଧିକାରୀଙ୍କୁ ମୁମ୍ବାଇ ପୋଲିସ ଉଠାଇ ନେଇଛି । ରିପବ୍ଲିକ୍ ଟିଭିର ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୁଲିସ୍ ଗିରଫ କରି ତାଙ୍କୁ କୋର୍ଟରେ ହାଜର କରିଛି। ତେବେ…

ନିଜ ପ୍ରଚାର ପାଇଁ ୱେବ୍‌ସାଇଟ୍ ଲଂଚ କଲେ ଅଭିନେତ୍ରୀ ଜରିନ୍ ଖାନ !

ମୁମ୍ବାଇ: ଚଳିତବର୍ଷ ପରସ୍ପର ସହ ସମ୍ପର୍କ ରଖିବା ଲାଗି ଡିଜିଟାଲ୍ ଟେକ୍ନୋଲଜି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଖାସ କରି କରୋନା ଲକ୍‌ଡାଉନ୍ ଭଳି ପରିସ୍ଥିତି ପାଇଁ ଡିଜିଟାଲାଇଜେସନ୍‌ରେ ବହୁ ଉନ୍ନତି ହୋଇଛି । ଏପରି ସ୍ଥିତିରେ ନିଜ ଫ୍ୟାନମାନଙ୍କ ସହ ଯୋଡି ହୋଇ ରହିବା ପାଇଁ ବଲିଉଡ…

ଫଟୋସୁଟ୍ ବେଳେ ଅଘଟଣ; ନଦୀରେ ବୁଡ଼ି ଦମ୍ପତି ମୃତ

ହାଇଦ୍ରାବାଦ: ବିବାହ ପୂର୍ବରୁ ଦମ୍ପତି ମାନଙ୍କ ମଧ୍ୟରେ ପ୍ରି-ଓ୍ବେଡିଂ ଫଟୋ ସୁଟିଂ କରିବା ଏକପ୍ରକାର ଟ୍ରେଣ୍ଡ ପାଲଟିଛି। ହେଲେ ପ୍ରି-ଓ୍ବେଡିଂ ଫଟୋ ସୁଟ କରିବାକୁ ଯାଇ ମହିଶୂରର ଏକ ଦମ୍ପତିଙ୍କୁ ପ୍ରାଣବଳି ଦେବାକୁ ପଡ଼ିଛି। ହେଲେ ସୁଟିଂ ସମୟରେ ନଦୀରେ ବୁଡ଼ିଯିବା କାରଣରୁ ଏହି…

ଅଭିନେତା ପ୍ରଭାସଙ୍କ ଫଟୋ ଭାଇରାଲ୍ !

ତେଲେଙ୍ଗାନା: ନିର୍ମାଣ ଓ ରିଲିଜ ପୂର୍ବରୁ ଦର୍ଶକଙ୍କ ନିକଟରେ ସତରେ ଯେମିତି ସୁପରହିଟ୍ ହୋଇସାରିଛି ଫିଲ୍ମ ଆଦି ପୁରୁଷ । ଅଗଷ୍ଟ ମାସରେ ଏହି ଫିଲ୍ମରେ ଅଭିନୟ କରିବା ନେଇ ପ୍ରଭାସ ସୋସିଆଲ୍ ମିଡିଆରେ ଲେଖିଥିଲେ । ଫିଲ୍ମରେ ସେ ପ୍ରଭୁ ରାମଙ୍କ ଅବତାରରେ ଆସୁଥିବାବେଳେ ସୋସିଆଲ୍ ମିଡିଆରେ…

ସର୍ବକନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର୍ ଭାବେ ଗିନିଜ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଲେ ଗୁଜୁରାଟର ୬ ବର୍ଷର…

ନୂଆଦିଲ୍ଲୀ: ଆମ ଦେଶରେ ପ୍ରତିଭାର ଅଭାବ ନାହିଁ। ଅନେକ ଅନନ୍ୟ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଦକ୍ଷତା ବଳରେ ଆଗକୁ ଆସିପାରିଛନ୍ତି। ଦେଶରେ ସେହିଭଳି ଆଉ ଏକ ଅନନ୍ୟ ପ୍ରତିଭାର ଜ୍ଵଳନ୍ତ ଉହାହରଣ ଦେଖିବାକୁ ମିଳିଛି। ୬ ବର୍ଷ ବୟସର ଦ୍ୱିତୀୟ ବର୍ଷର ଛାତ୍ର ନିଜର ପ୍ରତିଭା ଦ୍ୱାରା ସମସ୍ତଙ୍କୁ…