Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଲିଉଡ ମୁହାଁ ହେଲେ ତନୁଶ୍ରୀ ଦତ୍ତା !

ମୁମ୍ବାଇ: ୨୦୧୮ରେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ତନୁଶ୍ରୀ ଦତ୍ତା । ଅଭିଯୋଗ ଥିଲା ୨୦୦୮ରେ ଫିଲ୍ମ ହର୍ନ ଓକେର ସୁଟିଂ ସେଟ୍‌ରେ ନାନା ପାଟେକର ତାଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । ସେବେଠୁ ବଲିଉଡରେ ଆରମ୍ଭ ହୋଇଥିଲା ମି ଠୁ ଅଭିଯାନ । ଏହି ଘଟଣା ପରଠୁ…

ସୁପ୍ରିମକୋର୍ଟ ଗଲେ ଅର୍ଣ୍ଣବ ଗୋସ୍ୱାମୀ, ବମ୍ୱେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ

ମୁମ୍ବାଇ: ବମ୍ୱେ ହାଇକୋର୍ଟ ଜାମିନ ଖାରଜ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ । ବମ୍ୱେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି । ଗତକାଲି ବମ୍ୱେ ହାଇକୋର୍ଟ…

ମଧ୍ୟପ୍ରଦେଶ ଉପ ନିର୍ବାଚନ : ବିଜେପି,ଶିବରାଜଙ୍କ ରାଜ ଜାରି

ଭୋପାଳ: ମଧ୍ୟପ୍ରଦେଶ ଉପନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟ ଗଣନାରେ ବିଜେପି ଆଗରେ ରହିଛି । ଖବର ହସ୍ତଗତ ହେଲା ବେଳକୁ ମଧ୍ୟପ୍ରଦେଶର ୨୮ ବିଧାନସଭା ସିଟରୁ ବିଜେପି ୧୯ରେ ଆଗରେ ରହିଛି । କଂଗ୍ରେସ ୮ ଏବଂ ବସପା ଗୋଟିଏ ସିଟ ଆଗରେ ଚାଲିଛି । ଫଳରେ ଏଠାରେ ଶିବରାଜ ସିଂ ଚୌହ୍ୱାନଙ୍କ ରାଜୁତି…

ବିହାର ଟ୍ରେଣ୍ଡ କହୁଛି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହେବ ବିଜେପି

ପାଟନା: ବିହାରରେ କିଏ ମାରିବ ବାଜି । ଆଉ କିଛି ଘଣ୍ଟା ପରେ ଜଣା ପଡ଼ିବ କାହା ସପକ୍ଷରେ ଯାଇଛି ଜନାଦେଶ । ବର୍ତ୍ତମାନ ସୁଦ୍ଧା ଗଣତିର ଟ୍ରେଣ୍ଡ କହୁଛି ବିହାରରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇପାରେ । ବର୍ତ୍ତମାନ ସୁଦ୍ଧା ମହାମେଣ୍ଟଠାରୁ ଆଗରେ ରହିଛି ଏନଡିଏ । ନିର୍ବାଚନ…

ଦେଶରେ ଦିନକରେ ୩୮ ହଜାର କରୋନା ପଜିଟିଭ୍, ୪୪୮ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କମିଲା ଦୈନିକ କରୋନା କେସ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୮ ହଜାର ୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୫ ଲକ୍ଷ ୯୧ ହଜାର ୭୩୧କୁ ବୃଦ୍ଧି ପାଇଛି । ବଢୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଚାରେ ମହାମାରୀ ନେଇଛି ଆଉ ୪୪୮…

ଇରାନ୍‌ ମାଟି ତଳେ ଲୁଚି ରହିଛି ବିପଜ୍ଜନକ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ନିକଟରେ ଇରାନ ଏହାର ଭୂତଳ କ୍ଷେପଣାସ୍ତ୍ର ଟନେଲର ଚିତ୍ର ପ୍ରକାଶ କରିଛି। କୁହାଯାଉଛି ଯେ ଏହି କ୍ଷେପଣାସ୍ତ୍ରଗୁଡିକ ଇସ୍ରାଏଲ୍ ଏବଂ ଆମେରିକାର ଆଖିରୁ ଲୁଚାଇବା ପାଇଁ ଭୂତଳ ଭଳି ଗୁପ୍ତ ସ୍ଥାନରେ ରଖାଯାଇଛି। ଫୋର୍ବସ୍ ଡଟ୍ କମ୍ ର ଏକ ରିପୋର୍ଟ ଅନୁଯାୟୀ, ୟୁଟ୍ୟୁବରେ ପ୍ରକାଶିତ…

ବିହାର ଭୋଟ କାଉଣ୍ଟିଂ:ଏନଡିଏ-ମହାମେଣ୍ଟ ଭିତରେ କାଣ୍ଟେ କା ଟକ୍କର

ପାଟନା: ବିହାର ବିଧାନସଭା ନିର୍ବାଚନରେ କାଣ୍ଟେ କା ଟକ୍କର ହେଉଛି । ଭୋଟ ଗଣତି ବେଳେ ସାମନାକୁ ଆସୁଛି ରୋଚକ ସୂଚନା । କେତେବେଳେ ମହାମେଣ୍ଟ ମ୍ୟାଜିକ ନମ୍ୱର ଅଭିମୁଖେ ଅଗ୍ରସର ହେଉଛି ତ କେତେବେଳେ ଏନଡିଏ ଉପରକୁ ଉଛୁଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା…

ମାର୍କ ଏସ୍ପର୍‌ଙ୍କୁ ପ୍ରତିରକ୍ଷା ସଚିବ ପଦରୁ ହଟାଇଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଅନେକ ଦିନର ମତଭେଦ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ପ୍ରତିରକ୍ଷା ସଚିବ ମାର୍କ ଆସପରଙ୍କୁ ବରଖାସ୍ତ କରିଛନ୍ତି। ସେ ତାଙ୍କ ସ୍ଥାନରେ ଖ୍ରୀଷ୍ଟୋଫର ମିଲରଙ୍କୁ ଏହି ପଦର ଦାୟିତ୍ୱ ଭାର ଦେଇଛନ୍ତି। ଏକ ଅଫିସିଆଲ୍ ଟ୍ୱିଟ୍ ମାଧ୍ୟମରେ ଟ୍ରମ୍ପ ଏହା ଘୋଷଣା…

ବିହାର ଭୋଟ ଗଣତି: ଆଗରେ ମହାମେଣ୍ଟ, ପଛରେ ଏନଡିଏ

ପାଟନା: ବିହାର ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । ପୋଷ୍ଟାଲ ବାଲାଟ ଗଣତି ସରିଥିବା ବେଳେ ଇଭିଏମ ପେଡି ଖୋଲିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ଆଗୁଆ ରହିଛି । ପଛରେ ରହିଛି ଏନଡିଏ । ୧୬୧ ଆସନରେ ହୋଇଥିବା ଗଣତିରେ ୮୫ ଆସନରେ ମହାମେଣ୍ଟ ଆଗରେ ରହିଛି…

ସରକାରୀ ଡାକ୍ତରଖାନାରେ ୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀ: ରାଜଧାନୀରେ ପୁଣି ଲଜ୍ୟା। ରାଜଧାନୀ ଦିଲ୍ଲୀରେ ଓଖଲା ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲରେ ସାଢ଼େ ୩ବର୍ଷର ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ମୁତାବକ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ହସ୍ପିଟାଲର ଜଣେ ଓ୍ବାର୍ଡ଼ବୟ ଅମରନାଥ। ଏହି ଅମାନବୀୟ ଘଟଣା ପରେ…