Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ବିଶ୍ୱ ବିଜ୍ଞାନ ଦିବସ

‘ୟୁନେସ୍‌କୋ’ ଆନୁକୂଲ୍ୟରେ ୨୦୦୨ରୁ ପ୍ରତିବର୍ଷ ୧୦ ନଭେମ୍ବରରେ ପାଳନ କରାଯାଉଛି ବିଶ୍ୱ ବିଜ୍ଞାନ ଦବସ। ‘ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ’ ବା ଇଂଲିସ୍‌ରେ ‘ୱାର୍ଲ‌୍ଡ ସାଇନ୍‌ସ ‌ଡେ ଫର୍‌ ପିସ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ ପାଳନ କରାଯାଏ। ସମାଜର ବିକାଶରେ ବିଜ୍ଞାନର ଅବଦାନ…

ରେଜଲ୍ଟ ଡେ: ବିହାରରେ କିଏ ମାରିବ ବାଜି, ଖୋଲିବ ଭାଗ୍ୟ ପେଡ଼ି

ପାଟନା: କାହା ଦଖଲକୁ ଯିବ ବିହାର ? ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନା ଯୁବ ମୁଖ୍ୟମନ୍ତ୍ରୀ ପାଇବେ ବିହାରବାସୀ ? ଶାସନ କ୍ଷମତା ପୁଣି ଥରେ ନିଜ ହାତରେ ରଖିବ ଏନଡିଏ ନା ମହାମେଣ୍ଟ ସରକାର ଗଢ଼ିବ ? ଆଜି ଆସିବ ଜନାଦେଶ । ଖୋଲିବ ଭାଗ୍ୟ ପେଡ଼ି । ୧୪୩ ବିଧାନସଭା ବିଶିଷ୍ଟ ବିହାର…

ୟୁକ୍ରେନ ରାଷ୍ଟ୍ରପତି କରୋନା ସଂକ୍ରମିତ

ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମୀର ଜେଲେନସ୍କୀଙ୍କୁ କରୋନା । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେ ଲେଖିଛନ୍ତି, ସମସ୍ତ କ୍ୱାରେଣ୍ଚାଇନ ସତର୍କତା ସତ୍ତ୍ୱେ ସେ ସଂକ୍ରମିତ ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଲେଖିଛନ୍ତି,…

୯୦%ରୁ ଅଧିକ ସୁରକ୍ଷିତ Pfizer-BioNTech କୋଭିଡ ଟିକା!

ଲଣ୍ଡନ: ଏହି କରୋନା ଟିକା ୯୦%ରୁ ଅଧିକ ସୁରକ୍ଷିତ ବୋଲି ଦାବି କରିଛି ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପିଫାଇଜର ଏବଂ ଜର୍ମାନ ବାୟୋଟେକ୍ ଫାର୍ମ ବାୟୋଏନଟେକ୍। ଏସମ୍ପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଯେଉଁମାନଙ୍କର ପୂର୍ବରୁ କରୋନା ଲକ୍ଷଣ ନଥିଲା ସେମାନଙ୍କ ଉପରେ ତାଙ୍କ…

ବିହାର ନିର୍ବାଚନ : ବିଜୟ ଉତ୍ସବ ପାଳନ ପାଇଁ ଲଡୁ ତିଆରି କରୁଛନ୍ତି ବିଜେପି କର୍ମକର୍ତା

ପାଟନା: ଆଉ କିଛି ଘଂଟା ପରେ ବିହାର ବିଧାନସଭା ନିର୍ବାଚନ ଫଳାଫଳର ପେଡି ଖୋଲିବ । ବିଭିନ୍ନ ଏକଜିଟ ପୋଲରେ ମହାଗଠବନ୍ଧନ ବିଜୟୀ ହେବ ବୋଲି ଭବିଷ୍ୟବାଣୀ କରାଯାଇଛି । ଏନଡିଏ ଏହା ଭୁଲ ହେବ ବୋଲି ଘୋଷଣା କରିଛି । ବିଜେପି କର୍ମକର୍ତାମାନେ ସୋମବାରଠାରୁ ବିଜୟ ଉତ୍ସବ ପାଳନ ନେଇ ଲଡୁ ପ୍ରସ୍ତୁତ…

ଆସନ୍ତୁ ଜାଣିବା ଚୀନ, ରୁଷିଆ କାହିଁକିି ଆମେରିକା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି

ନ୍ୟୁୟର୍କ:ଆମେରିକା ନିର୍ବାଚନ ସରିଯାଇଛି । ଜୋ ବାଇଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତୁ ଜାଣିବା କାହିଁକି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଚୀନ, ରୁଷିଆ ଓ ମେକ୍ସିକୋ ଏବେ ବି ଆମେରିକା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି । ଚୀନ ସୋମବାର ସ୍ପଷ୍ଟ କରିଛି ଯେ…

ଡ୍ରଗ୍ସ ଲିଙ୍କ: ରେଡ୍ ପରେ ଅର୍ଜୁନ ରାମପାଲଙ୍କୁ NCBର ସମନ୍

ମୁମ୍ବାଇ: ଏନସିବି ତଥା ନାର୍କୋଟିକ୍ସ କଣ୍ଟେ୍ରାଲ ବ୍ୟୁରୋ ରାଡାରରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ ଲିଙ୍କ ମାମଲାରେ ସୋମବାର ତଙ୍କ ଘର, ଅଫିସ ଆଦି ରେଡ୍ କରିବା ପରେ ତାଙ୍କୁ ସମନ୍ କରିଛି ଏନସିବି ।ବୁଧବାର ସୁଦ୍ଧା ଏନସିବି ଅଫିସରେ ହାଜର ହେବା ପାଇଁ ସମନ ହୋଇଛି । ରାମପାଲଙ୍କ…

ନିଜ ଓଜନର ରୁପା ଦାନ କଲେ ବିଜେପି ନେତା !

ସୁରଟ: ନିକିତିର ଗୋଟିଏ ପଟେ ବିଜେପି ନେତା ଓ ଆଉ ଗୋଟଏ ପଟେ ରୁପା ଇଟା । ନିଜ ଓଜନର ଦାନ କଲେ ରୁପା । ଗୁଜରାଟର ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର୍ ପାଟିଲ ଏହି ରୁପା ଦାନ କରିଛନ୍ତି । ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ ତୁଳା କାର୍ଯ୍ୟକ୍ରମରେ ପାଟିଲ ଯୋଗଦେଇ ଏହି ଦାନ…

ଚାକିରି ନମିଳିଲେ ବନ୍ଧୁକ ଧରିବେ ଜମ୍ମୁ-କାଶ୍ମୀର ଯୁବପିଢି: ମେହବୁବା ମୁଫତି

ଶ୍ରୀନଗର: ଚାକିରି ନମିଳିଲେ ଯୁବପିଢି ବନ୍ଧୁକ ଧରିବେ ଭଳି ମନ୍ତବ୍ୟ ଦେଇଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ରାଜ୍ୟ ରାଜନୀତିରେ ନିଜର ଅସନ୍ତୋଷ ପରିପ୍ରକାଶ କରିବା ସହ ମେହବୁବା ମୁଫତି କହିଛନ୍ତି ଯେ ୩୭୦ ହଟାଇବା ପରେ ଜମ୍ମୁ କାଶ୍ମୀରର ଜମି ଓ ଚାକିରୀ…

ଅର୍ଣ୍ଣବଙ୍କୁ ମିଳିଲାନି ଅନ୍ତରୀଣ ଜାମିନ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଅନ୍ତରୀଣ ଜାମିନ । ଜାମିନ ଦେବାକୁ ବମ୍ବେ ହାଇକୋର୍ଟ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି । ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ସୋମବାର ଏହି ଶୁଣାଣି କରିଛନ୍ତି।…