Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣିଥରେ ଗୋଟିଏ ଫିଲ୍ମରେ ସଲମାନ ଓ ଶାହରୁଖ !

ମୁମ୍ବାଇ: ବଲିଉଡର ଦୁଇ ସୁପରଷ୍ଟାର୍ ଖାନ, ଶାହରୁଖ ଓ ସଲମାନ । ପୁଣିଥରେ ଅନ୍‌ସ୍କ୍ରିନ୍‌ରେ ଏକାଠି ନଜର ଆସିବେ । ଆଉ ତା ପୁଣି କୌଣସି ରିୟାଲିଟି ସୋ କିମ୍ବା ସିରିଜରେ ନୁହେଁ । ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପଠାନ୍‌ରେ ସଲ୍ଲୁମିଆଁଙ୍କୁ ଦେଖିବାକୁ ମିଳିବ । ରିପୋର୍ଟ ଯଦି ସତ ହୁଏ,…

କେତେ ଥର ରାଜନୈତିକ ପ୍ରଚାର ପାଇଁ ବଙ୍ଗଳାର ସଂସ୍କୃତିକୁ ବ୍ୟବହାର କରିବେ; ସାଂସଦ ନୁସ୍‌ରତ ଜାହାନ୍‌

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବେ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ସୂଚନାଯୋଗ୍ୟ ଆସନ୍ତା ବର୍ଷର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅମିତ ଶାହାଙ୍କ ଟାର୍ଗେଟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି। ଏବେ ଅମିତ…

[ଭିଡିଓ] ବ୍ୟାଙ୍କ ଏଟିଏମ୍‌ରେ ମିଳୁଛି ଫଳରସ !

ମହାରାଷ୍ଟ୍ର: ଏଥର ଏଟିଏମ୍‌କୁ ଟଙ୍କା ଉଠାଣ କରିବାକୁ ଗଲେ ମିଳିବ ତାଜା ଫଳରସ । ଏଟିଏମ୍‌ରେ ଲାଗିଥିବା ଏୟାର କଣ୍ଡିସନ୍‌ର ମଜା ନେଇ ଚୌକିରେ ବସି ପିଇପାରିବେ ଫଳରସ । ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ । କୌଣସି ସରକାରୀ ଯୋଜନା ଅଧିନରେ ଏହି ସୁବିଧା ଉପଲବ୍‌ଧ ହୋଇନି । ବରଂ…

ଚଳିତ ମାସ ୪ଟି ବଡ଼ ଅନ୍ତର୍ଜାତୀୟ ବୈଠକରେ ଯୋଗ ଦେବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ଭାବେ ସକ୍ରିୟ ରହିଛନ୍ତି। ନଭେମ୍ବର ମାସରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଂଶଗ୍ରହଣ କରିବେ। ବିଶେଷ କଥା ହେଉଛି ଏହି ସମୟ ମଧ୍ୟରେ ସେ ଚୀନ୍…

ନିଆରା ଦୀପାବଳି, ଯେଉଁଠି ପୂଜା ପାଆନ୍ତି କୁକୁର !

ଭୁବନେଶ୍ୱର: ହିନ୍ଦୁ ସଭ୍ୟତାରେ ଦୀପାବଳିକୁ ବେଶ ଧୁମ୍‌ଧାମ୍‌ରେ ଲୋକେ ପାଳନ କରିଥାନ୍ତି । ଘର ଧୋଇବାଠାରୁ ଆରମ୍ଭ କରି ରାତିରେ ଦୀପ ଓ ଆଲୋକ ସଜ୍ଜା କରିଥାନ୍ତି । ଉପହାର ଆଦାନପ୍ରଦାନ ସହ ସମସ୍ତଙ୍କ ମୁହଁରେ ଥାଏ ଉତ୍ସବର ଝଲକ । ଖାସ କରି ମା' ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କୁ ଏହି ଦିନ ପୂଜା…

ମହାକାଶରୁ ମତଦାନ; ଦ୍ୱିତୀୟ ଥର ପାଇଁ ମହାକାଶରୁ ଭୋଟ୍‌ ଦେଲେ କେଟ୍‌; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି ଏବଂ ଏହି ଭାଇରସ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ମଧ୍ୟ ବହୁତ ପ୍ରଭାବ ପକାଇଛି। ଆମେରିକାର ଅନେକ ସ୍ଥାନରେ ଭୋଟ୍ ପ୍ରତିଶତ ଅଧିକ ଦେଖାଯାଇଥିବାବେଳେ ଅନେକ ଲୋକ କରୋନା ଭୟ ହେତୁ ମତଦାନରୁ ନିଜକୁ ଦୂରେଇ…

“ଷ୍ଟପ୍‌ ଦ ଷ୍ଟିଲ” ଉପରେ ପ୍ରତିବନ୍ଧକ ଲଗାଇଲା ଫେସ୍‌ବୁକ୍‌

ଓକଲ୍ୟାଣ୍ଡ: ଫେସବୁକ ଗୁରୁବାର ଦିନ "ଷ୍ଟପ୍‌ ଦ ଷ୍ଟିଲ" ନାମକ ଏକ ବୃହତ ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକ ରାଷ୍ଟ୍ରପତି ନିର୍ବାଚନ ଗଣନାରେ ବିରୋଧ ପ୍ରଦର୍ଶନ କରିବାରେ ବ୍ୟବହାର କରୁଥିଲେ। ଗୋଷ୍ଠୀର କିଛି ସଦସ୍ୟ ଏଥିରେ ହିଂସା…

୧୨୦ ବର୍ଷର ଇତିହାସରେ ସର୍ବାଧିକ ମତଦାନ ହୋଇଥିବା ନିର୍ବାଚନ; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଜୋ ବାଇଡେନ୍‌ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ସଂଘର୍ଷ ଜାରି ରହିଛି। ଚଳିତ ବର୍ଷ ନିର୍ବାଚନକୁ ଯେତିକି ଉତ୍କଣ୍ଠା ଦେଖିବାକୁ ମିଳିଥିଲା ଏବଂ ଫଳାଫଳ ମଧ୍ୟ ସେତିକି ଆକର୍ଷଣୀୟ ହେଉଛି।…

ପୁତିନ ପାର୍କିନସନ ରୋଗରେ ଆକ୍ରାନ୍ତ, ପଦ ଛାଡିବେ !

ମସ୍କୋ:ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ୍ ରାଷ୍ଟ୍ରପତି ପଦ ଛାଡିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦି ସନରେ ପ୍ରକାଶିତ ଖବର ଅନୁସାରେ ପୁତିନ୍ ୨୦୨୧ରେ ପଦ ଛାଡିବେ । ଏହାର କାରଣ ହେଲା ସେ ପାର୍କିନସନ ରୋଗରେ ଆକ୍ରାନ୍ତ । ୬୮ ବର୍ଷୀୟ ପୁତିନଙ୍କ ପ୍ରେମିକା ଅଲିନା କାବେୱେ…

କରୋନା ପ୍ରଭାବିତ ଅଞ୍ଚଳରୁ ଟ୍ରମ୍ପ୍‌ଙ୍କୁ ମିଳିଛି ଅଧିକ ଭୋଟ୍‌; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ​​ଜୋ ବାଇଡେନ୍‌ଙ୍କଠାରୁ ପଛରେ ପଡିଯାଇଥିବା ଦେଖିବାକୁ ମିଳିଛି। ଇଲେକ୍ଟୋରାଲ୍‌ ଭୋଟ୍‌ ମାମଲାରେ ଜୋ ବାଇଡେନ୍‌ ନିର୍ବାଚନୀ ଲଢେଇରେ ବହୁ ଆଗରେ ରହିଛନ୍ତି ଏବଂ ଏହା ବର୍ତ୍ତମାନ ଟ୍ରମ୍ପଙ୍କ ପାଇଁ ଅଧିକ ଅଡୁଆ…