Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ପ୍ରଭାବିତ ଅଞ୍ଚଳରୁ ଟ୍ରମ୍ପ୍‌ଙ୍କୁ ମିଳିଛି ଅଧିକ ଭୋଟ୍‌; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ​​ଜୋ ବାଇଡେନ୍‌ଙ୍କଠାରୁ ପଛରେ ପଡିଯାଇଥିବା ଦେଖିବାକୁ ମିଳିଛି। ଇଲେକ୍ଟୋରାଲ୍‌ ଭୋଟ୍‌ ମାମଲାରେ ଜୋ ବାଇଡେନ୍‌ ନିର୍ବାଚନୀ ଲଢେଇରେ ବହୁ ଆଗରେ ରହିଛନ୍ତି ଏବଂ ଏହା ବର୍ତ୍ତମାନ ଟ୍ରମ୍ପଙ୍କ ପାଇଁ ଅଧିକ ଅଡୁଆ…

ଆତଙ୍କବାଦୀ ଆକ୍ରମଣ ପରେ ଫ୍ରାନ୍‌ସ ସତର୍କ; ସୀମା ସୁରକ୍ଷା ବୃଦ୍ଧିକୁ ନେଇ ରାଷ୍ଟ୍ରପତି ମାକ୍ରନ୍‌ଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଫ୍ରାନ୍ସରେ ଏକ କାର୍ଟୁନ୍ ଉପରେ ବିବାଦ ଆରମ୍ଭ ହେବା ପରେ ଅନେକ ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ଦୃଷ୍ଟିରେ ରଖି ଫ୍ରାନ୍ସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ଏହାର ସମସ୍ତ ସୀମାରେ ସୁରକ୍ଷା ବୃଦ୍ଧି କରିଛି। ସୀମା ନିକଟସ୍ଥ ଅନେକ ସ୍ଥାନରେ ସୈନିକଙ୍କ ସଂଖ୍ୟା…

ଆତଙ୍କବାଦୀଙ୍କୁ ରୋକିବା ପାଇଁ ଭାରତକୁ ମିଳିଲା ୭୫ରୁ ଅଧିକ ଦେଶର ସମର୍ଥନ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ୍ ତିରୁମୂର୍ତ୍ତି ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ଆତଙ୍କବାଦୀଙ୍କୁ ରୋକିବା ପାଇଁ ପଦକ୍ଷେପ ସମ୍ପର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତ ଦେଇଥିବା ଏକ ପ୍ରସ୍ତାବକୁ ୭୫ ରୁ ଅଧିକ ଦେଶର ସମର୍ଥନ ମିଳିଛି। ସେ ଖୁସି…

ପୁଣି ଉପରମୁଁହା କରୋନା ଗ୍ରାଫ; ୨୪ ଘଣ୍ଟାରେ ୪୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଗତ କିଛିଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ଅବଗତି ନଜର ଆସିଥିବା ବେଳେ ପୁଣି ଥରେ ଏହି ଗ୍ରାଫ ଉପରମୁଁହା ହୋଇଥିବା ଦେଖୁବାକୁ ମିଳିଛି। ଗତକଲି ୫୦ ହଜାରର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ହ୍ରାସ ପାଇଛି ।…

ଷଷ୍ଠ ଥର ଆଇପିଏଲ୍ ଫାଇନାଲରେ ମୁମ୍ୱାଇ ଇଣ୍ଡିଆନ୍ସ

ଦୁବାଇ: ରୋହିତ ବାହିନୀର ରୋମାଞ୍ଚକର ବିଜୟ । ଷଷ୍ଠ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ମୁମ୍ୱାଇ ଇଣ୍ଡିଆନ୍ସ । ପ୍ରଥମ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ହରାଇ ପ୍ରଥମ ଫାଇନାଲିଷ୍ଟ ହୋଇଛି ମୁମ୍ୱାଇ । ଏହି ବିଜୟ ସହ ପଞ୍ଚମ ଥର ଚାମ୍ପିଅନ୍ ଆଇପିଏଲ ଚାମ୍ପିଅନ୍ ହେବାଠାରୁ…

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ରେ ସାଉଦି ଆରବର ପବ୍ଲିକ୍ ଇନଭେଷ୍ଟମେଂଟ୍ ଫଣ୍ଡର ୯,୫୫୫ କୋଟି ଟଙ୍କାର…

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୨.୦୪ ପ୍ରତିଶତ ଇକ୍ୱିଟ ଅଂଶଧନ ପାଇଁ ସାଉଦି ଆରବର ଦି ପବ୍ଲିକ୍ ଇନଭେଷ୍ଟ୍‌ମେଂଟ୍ ଫଣ୍ଡ୍ (ପିଆଇଏଫ୍‌) ୯,୫୫୫ କୋଟି ଟଙ୍କାର (ପ୍ରାୟ ୧.୩ ବିଲିଅନ ଡଲାର) ପୁଞ୍ଜିନିବେଶ…

ଆସନ୍ତୁ ଜାଣିବା କେଉଁଠାରେ ଯୌତୁକରେ ମିଳିଥାଏ ୨୧ ବିଷାକ୍ତ ସାପ !

ଭୋପାଳ: ମଧ୍ୟପ୍ରଦେଶର ଗୌରିୟା ସମ୍ପ୍ରଦାୟର ପରମ୍ପରା ଆମମାନଙ୍କୁ ନିଶ୍ଚିତ ଭାବେ ଚିନ୍ତା ଓ ଭୟରେ ପକାଇଦେବ । ଏଠାରେ ବିବାହ ପରେ ଜ୍ୱାଇଁଙ୍କୁ ୨୧ ବିଷାକ୍ତ ସାପ ଯୌତୁକ ଆକାରରେ ଦିଆ ଯାଇଥାଏ । ଯଦି ସାପ ନ ଦିଆଯାଏ ତାହାହେଲେ ସମ୍ପର୍କ ଭାଙ୍ଗିଯିବ ବୋଲି ସେମାନଙ୍କ ବିଶ୍ୱାସ ରହିଛି ।…

୭ କୁଖ୍ୟାତ ଆତଙ୍କବାଦୀ କମାଣ୍ଡରଙ୍କ ତାଲିକା ଜାରି କଲା ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀ

ଲେହ:ଜମ୍ମୁ-କଶ୍ମୀର ସୁରକ୍ଷାକର୍ମର ଗୁରୁବାର ୭ ଆତଙ୍କବାଦୀ କମାଣ୍ଡରଙ୍କ ତାଲିକା ଜାରି କରିଛି । ଏହି ଏ ପ୍ଲସ ଆତଙ୍କବାଦୀମାନେ ଘାଟିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଘାଟକୁୁ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀ ମୁକ୍ତ କରିବା ପାଇଁ ସୁରକ୍ଷାକର୍ମୀମାନେ ଜୋରଦାର…

ବିହାରବାସୀଙ୍କୁ ଭାବପ୍ରବଣ କରିଦେଲେ ନୀତିଶ, କହିଲେ ଏହା ମୋର ଶେଷ ନିର୍ବାଚନ

ପାଟନା: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପ୍ରଚାର ଶେଷ ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇମୋଶନାଲ କାର୍ଡ ଖେଳିଛନ୍ତି । ଯାହାକି ବିହାରବାସୀଙ୍କୁ ଭାବପ୍ରବଣ କରିବ ବୋଲି ଆଶା କରାଯାଉଛି । ସୁଶାସନ ବାବୁ ଏକ ପ୍ରଚାର ସଭାରେ ଏହା ମୋର ଶେଷ ନିର୍ବାଚନ ବୋଲି ଘୋଷଣା କରିଛନ୍ତି ।…

ଖୁସି ଖବର, ଫେବୃଆରୀରେ ଆସିବ କରୋନା ଟିକା

ନୂଆଦିଲ୍ଲୀ:ଭାରତ ବାୟୋଟେକ ପ୍ରସ୍ତୁତ କରୁଥିବା କରୋନା ଟିକାକୁ ନେଇ ଆସିଛି ଏକ ବଡ ଖୁସି ଖବର । ଆକଳନ ତୁଳନାରେ ଗୋଟିଏ ମାସ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ଭାରତ ତା’ର କରୋନା ଟିକା ପାଇବ। ଏନେଇ ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି । ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ କହିଛନ୍ତି,…