Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୮୧ ଲକ୍ଷ କରୋନା ସଂକ୍ରମିତ, ସୁସ୍ଥ ହେଲେଣି ୭୪ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନାରେ ସଂକ୍ରମିତ ହେଲେଣି ପାଖାପାଖି ୮୨ ଲକ୍ଷ ଲୋକ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୬ ହଜାର ୯୬୪ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୧ ଲକ୍ଷ ୮୪ ହଜାର ୮୩କୁ ବୃଦ୍ଧି ପାଇଛି ।…

ଲକଡାଉନ୍ ରିଟର୍ଣ୍ଣସ୍: ଇଂଲଣ୍ଡରେ ପୁଣି ଲକଡାଉନ୍ ଘୋଷଣା

ଲଣ୍ଡନ: କରୋନା ମହାମାରୀ ବିରୋଧରେ ଲଢ଼େଇ ଭିତରେ ପୁଣି ଫେରିଲା ଲକଡାଉନ୍ । ବ୍ରିଟେନରେ କରୋନାର ଥାର୍ଡ ଓ୍ୱେଭ୍ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଇଂଲଣ୍ଡକୁ ପୁଣି ଲକଡାଉନ୍ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଆସନ୍ତା ଗୁରୁବାରଠାରୁ (ନଭେମ୍ୱର ୫ତାରିଖ)…

ସାରି ଦିଅନ୍ତୁ ଜରୁରୀକାମ; ନଭେମ୍ବରରେ ୧୦ ରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାର୍ଯ୍ୟ ରହିଯାଇଥାଏ ତେବେ ଯଥା ଶୀଘ୍ର ଏହାକୁ ସାରି ଦିଅନ୍ତୁ। ନଭେମ୍ବର ମାସରେ ଅନେକ ପର୍ବପର୍ବାଣି ପଡ଼ୁଥିବାରୁ କିିଛି ଦିନ ବ୍ୟାଙ୍କ ବନ୍ଦ ରହିବା ନେଇ ସୂଚନା ମିଳିଛି। ଦୀପାବଳି, କାଳୀପୂଜା, ଛଟ୍‌ ପୂଜା ସମେତ ଅନ୍ୟାନ୍ୟ…

ନିଜ ଚାକିରୀ ପାଇଁ ନିଜକୁ ଦେଲେ ବଳି !

ତାମିଲନାଡୁ: ବ୍ୟାଙ୍କ ଚାକିରୀ ପାଇଁ ଦେଇଥିଲେ ବଳି । ହେଲେ ଚାକିରୀ କରିବାକୁ ନଥିଲା ଦେହରେ ଜୀବନ । ଚାକିରୀ ପାଇଁ ଜଣେ ପାଠ ପଢୁଆ ବ୍ୟକ୍ତିଙ୍କର କାରନାମା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ତାମିଲନାଡୁରେ ଘଟିଥିବା ଏହି ଘଟଣାରେ ଖୋଦ ବଳି ପକାଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତେବେ…

ସଇତାନଠୁ ବି ନୃଶଂସ, ୯୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ

ତ୍ରିପୁରା: ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ତ୍ରିପୁରାରେ ଛାତି ଥରାଇଦେଲା ଭଳି ଘଟଣାରେ ଜଣେ ବୟସ୍କ ମହିଳାଙ୍କ ସହ ହୋଇଛି ଗଣଦୁଷ୍କର୍ମ । ଅକ୍ଟୋବର ୨୪, ଶନିବାର ଦିନ ଏହି ଘୃଣ୍ୟ ଘଟଣା ଘଟିଥିଲାବେଳେ ଗୁରୁବାର ଥାନାରେ ମାମଲା ଦାୟର ହୋଇଛି । ଉତ୍ତର ତ୍ରିପୁରାର ବାରହାଲ୍ଡି…

ରାଜଧାନୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଥଣ୍ଡାରେ ଥରୁଛି ରାଜଧାନୀ । ଶୀତ ଋତୁ ଆରମ୍ଭରୁ ହିଁ ହାଡ ଭଙ୍ଗ ଶୀତ ଅନୁଭୂତ ହେଲାଣି ରାଜଧାନୀ ଦିଲ୍ଲୀରେ । ସ୍ଥିତି ଏପରି ହୋଇଛି ଯେ, ଅକ୍ଟୋବର ମାସରୁ ହିଁ ଶୀତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି । ୫୮ ବର୍ଷ ମଧ୍ୟରେ ଅକ୍ଟୋବର ମାସରେ କେବେବି ଦିଲ୍ଲୀରେ ଏତେ ଭୟଙ୍କର ଥଣ୍ଡା ଅନୁଭୂତ…

ପ୍ୟାରିସରେ ୭୦୦କିମି. ଲମ୍ବା ଟ୍ରାଫିକ୍ ଜାମ୍‌

ପ୍ୟାରିସ: ଫ୍ରାନ୍ସର ପ୍ୟାରିସରେ ୭୦୦କିମି. ଲମ୍ବର ଟ୍ରାଫିକ୍ ଜାମ୍ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସୂଚନା ଅନୁଯାୟୀ କରୋନା ସଂକ୍ରମଣ ମାମଲା ବଢୁଥିବା ଯୋଗୁଁ ଦେଶରେ ୪ ସପ୍ତାହ ଲାଗି ଲକଡାଉନ୍ ଘୋଷଣା କରାଯାଇଛି । ଗତ ଗୁରୁବାର ରାତିରେ ଏହି ଘୋଷଣା ହେବା ପରେ ପ୍ୟାରିସ ଓ ତା’ ଆଖପାଖ…

୨ ବର୍ଷର ଶିଶୁକନ୍ୟାକୁ ପୋଲିସ ଦେଲା ସିଗାରେଟ୍ ଚେଙ୍କ !

ଛତିଶଗଡ: ଶନିବାର ପୋଲିସକୁ ଗିରଫ କରିଛି ଖୋଦ ପୋଲିସ । ବାଲୋଦ ଜିଲ୍ଲାରେ ଜଣେ ପୋଲିସ କନେଷ୍ଟବଳ ୨ ବର୍ଷର ଶିଶୁକନ୍ୟାକୁ ସିଗାରେଟ୍ ଚେଙ୍କ ଦେବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ଏ ନେଇ ଅପମାନ ମୁଣ୍ଡାଇବାକୁ ବାଧ୍ୟ ହୋଇଛି ଛତିଶଗଡ ପୋଲିସ । ପ୍ରଥମେ…

ଭାଷଣ ଦେବା ବେଳେ ମଞ୍ଚରୁ ଖସି ପଡିଲେ ନେତା

ମୁଜଫରପୁର: ସରଗରମ ରହିଛି ବିହାର ନିର୍ବାଚନୀ ମାହୋଲ । ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ଚାଲିଛି ପ୍ରଚାର ଜୋରଦାର । ଏପରି ସମୟରେ ଜଣେ ବାହୁବଳୀ ନେତା ମଂଚାରୁ ଗଳିବଡିବା ଘଟଣା ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ ବେଶ୍ ଚର୍ଚ୍ଚାର…

ୱେବ୍ ସିରିଜ୍ ପାଇଁ ସଜବାଜ ହେଉଛନ୍ତି ସୋନାକ୍ଷୀ

ମୁମ୍ବାଇ: ଲକ୍‌ଡାଉନ୍ ପୂର୍ବରୁ ସୋନାକ୍ଷୀ ୱେବ୍ ସିରିଜ୍‌ରେ କାମ କରିବା ନେଇ ଖବର ଆସିଥିଲା । ରିମା କାଗ୍‌ତୀଙ୍କ ନିର୍ଦ୍ଦେଶିତ ଫଲେନ୍‌ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଦବଙ୍ଗ ଗାର୍ଲ । ଅନ୍ୟପଟେ ସପୋର୍ଟିଂ ରୋଲ୍‌ରେ ଗଲ୍ଲି ବୟ ଫେମ୍ ବିଜୟ ବର୍ମା, ଗୁଲଶନ୍ ଦେବିଆହ ଓ ସୋହୁମ ଶାହଙ୍କୁ ବି…