Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ଦିନକରେ ୪୮ ହଜାର ନୂଆ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୫୯ ହଜାର

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ କମ୍ ରହିଛି । ଆକ୍ରାନ୍ତଙ୍କ ଅପେକ୍ଷା ଏବେ ପ୍ରତିଦିନ ଅଧିକ ଲୋକ ହସ୍ପିଟାଲରୁ ଡିସଚାର୍ଜ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୪୮ ହଜାର ୨୬୮ ଜଣ । କିନ୍ତୁ ଆରୋଗ୍ୟ ଲାଭ…

୭.୦ ତୀବ୍ରତା ଭୂମିକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ, ବହୁ ଲୋକଙ୍କ ମୃତ୍ୟୁ

ତୀବ୍ର ଭୂମିକମ୍ପରେ ଥରି ଉଠିଲା ତୁର୍କୀ ଓ ଗ୍ରୀସ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଏଥିରେ ବହୁ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପର…

ଖଣ୍ଡାଧାରରେ ସୋନାଗାଚ୍ଛି ଦେହଜୀବୀଙ୍କ ଜୀବନ ଜିବୀକା !

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ପ୍ରଭାବିତ ହୋଇଥିଲା ସମଗ୍ର ବିଶ୍ୱ । ଏଥିରେ ଭାରତ ବା ବାଦ୍ ପଡିବ କିପରି ? ଏହାର ଚିତ୍ର ଏବେ ବି ପ୍ରତିଦିନ ପ୍ରତି ମୁହୁର୍ତ୍ତ୍ୱରେ ସାମ୍ନାକୁ ଆସୁଛି । ତେବେ ଏପରି ପରିସ୍ଥିତିରେ କିପରି ରହିଛି ଏସିୟାର ସବୁଠୁ ବଡ ରେଡ୍ ଲାଇଟ୍ ଅଂଚଳ ସୋନାଗାଚ୍ଛିିର ସ୍ଥିତି ?…

ପ୍ରେମିକକୁ ଜ୍ୱାଇଁ ବନାଇ ହତ୍ୟା କଲା ଶାଶୁ

ତେଲେଙ୍ଗାନା: ଜ୍ୱାଇଁକୁ ହତ୍ୟା କରି ଆତ୍ମସମର୍ପଣ କଲା ଶାଶୁ । ଗୁରୁବାର ହାଇଦ୍ରାବାଦରେ ଘଟିଥିବା ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଝିଅ ପ୍ରତି ନିର୍ଯ୍ୟାତନା ନୁହେଁ କି ଜ୍ୱାଇଁ ମାଗିନଥିଲା ଅଧିକ ଯୌତୁକ ଟଙ୍କା । ବରଂ ଅନୈତିକ ପ୍ରେମ ସଂପର୍କ ସାଜିଥିଲା…

‘ମା’ ତୁଝେ ସଲାମ’ ଗାଇ ଧମାଲ କଲେ ୪ ବର୍ଷୀୟ କୁନି ଝିଅ

ମିଜୋରାମର ୪ ବର୍ଷୀୟ କୁନି ଝିଅ ଏସ୍ତେର ହମତେ ଏ ଆର୍ ରେହମାନଙ୍କ ପପୁରାଲ ଗୀତ ‘ମା’ ତୁଝେ ସଲାମ’ ଗାଇ ସୋସିଆଲ୍ ମିଡିଆରେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛନ୍ତି । ଭଲଭାବେ କଥା କହି ପାରୁନଥିବା ଏହି କୁନି ଝିଅ କିନ୍ତୁ ‘ମା’ ତୁଝେ ସଲାମ’ର ପ୍ରତ୍ୟେକ ନୋଟକୁ ଠିକ୍ ଭାବେ ଧରିଥିବା…

ବାବା କା ଢ଼ାବା ନାମରେ ଆସିଲା ବଡ଼ ଠକେଇ ଅଭିଯୋଗ !

ନୂଆଦିଲ୍ଲୀ: ଇଣ୍ଟରନେଟରେ ସେନସେସନ ପାଲଟିଥିବା 'ବାବା କା ଢ଼ାବା' ନାମରେ ସାମ୍ନାକୁ ଆସୁଛି ଟଙ୍କା ହେରଫେର କଥା । ଏହି ହେର ଫେର ଡୋନେସନ ଅର୍ଥରେ ହୋଇଥିବା ଅଭିଯୋଗ ହୋଇଛି। ୟୁଟ୍ୟୁବର୍ ଲକ୍ଷ୍ମୀ ଚୌଧୁରୀ ଅଭିଯୋଗ ଆଣିଛନ୍ତି ଯେ, ବାବା କା ଢ଼ାବା ନାଁ ରେ ଆସୁଥିବା ଟଙ୍କା ଏହାର ମାଲିକ…

କରୋନାରୁ ବର୍ତ୍ତିବା ଲାଗି ମାସ୍କକୁ ଭ୍ୟାକସିନ୍ ଭାବନ୍ତୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ମାସ୍କ ପିନ୍ଧିବା ଲାଗି ନିବେଦନ କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସୂଚନା ଅନୁଯାୟୀ, ସେ ଦିଲ୍ଲୀବାସୀଙ୍କୁ ନିବେଦନ କରିବା ସହ କହିଛନ୍ତି ଯେ, ଯେପର୍ଯ୍ୟନ୍ତ କରୋନା ଭ୍ୟାକସିନ୍ ନ…

ଚୋରି ଗହଣା ପିନ୍ଧାଇ ଧରାପଡିଲା ଚୋର !

ତେଲେଙ୍ଗାନା: ସଫଳ ହୋଇଥିଲା ଚୋରି ଉଦ୍ୟମ । ଚୋର ହାତରେ ପଡିଥିଲା ମୂଲ୍ୟବାନ ଗହଣା । କିଏ ଓ କେମିତି ଚୋରି କରିଥିଲା ପୋଲିସ ଟେର୍ ବି ପାଇନଥିଲା । ହେଲେ ଶେଷରେ ଚୋରି ଗହଣାକୁ ପିନ୍ଧିବା ପରେ ଧରାପଡିଥିଲା ଚୋର । ହାଇଦ୍ରାବାଦରେ ଏକ ହ୍ୱାଟ୍ସଆପ୍ ଷ୍ଟାଟସ୍ ଫଟୋକୁ ଦେଖି ଜଣେ ମହିଳା ନିଜ…

ଆତ୍ମନିର୍ଭର ଭାରତ ଦିଗରେ ପାଦେ ଆଗେଇଲା ସେନା, ପ୍ରସ୍ତୁତ କଲା ନିଜସ୍ୱ ଆପ ସାଇ

ନୂଆଦିଲ୍ଲୀ:ଆତ୍ମନିର୍ଭର ଭାରତ ଦିଗରେ ପାଦେ ଆଗେଇଛି ସେନା । ଭାରତୀୟ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ମେସେଜିଂ ଆପ୍ ପ୍ରସ୍ତୁତ କରାଯାଇଛି । ଏହାର ନାମ ରଖାଯାଇଛି ସିକ୍ୱୋର ଆପ୍ଲିକେଶନ ଫର ଇଂଟରନେଟ (ସାଇ) । ଭଏସ, ଟେକ୍ସଟ, ଭିଡିଓ କଲିଂ ଓ ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନର ସୁବିଧା ରହିଛି ।…

ଭାରତରେ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ ହେବ ପବଜି ମୋବାଇଲ୍ ଗେମ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଗେମିଂ ଆପ୍ ପବଜି ମୋବାଇଲ୍ ଓ ମୋବାଇଲ୍ ଲାଇଟ୍ ଆପକୁ ଶୁକ୍ରବାର ଠାରୁ ସମ୍ପୂର୍ଣ୍ଣ ଭାବେ ଭାରତରେ ବନ୍ଦ ହେବାକୁ ଯାଉଛି । ଏନେଇ ଘୋଷଣା କରିଛି ଟେନସେଣ୍ଟ କମ୍ପାନୀ । ପ୍ରାପ୍ତ ସୂଚନାନୁଯାୟୀ, ଯେଉଁ ବ୍ୟକ୍ତି ମାନେ ପବଜି ଗେମକୁ ମୋବାଇଲରେ ପୂର୍ବରୁ ଡାଉନଲୋଡ୍ କରି…