Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତର କୀଥ ଗୋମ୍ସଙ୍କ ଶେମଲେସ ଫିଲ୍ମକୁ ଓସ୍କାର ଏଂଟ୍ରି

ମୁମ୍ବାଇ: ଲେଖକ ଓ ନିର୍ଦ୍ଦେଶକ କୀଥ ଗୋମ୍ସଙ୍କ ଶେମଲେସ ଫିଲ୍ମ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହା ଲାଇଭ ଆକ୍ସନ ଶର୍ଟ ଫିଲ୍ମ କାଟାଗୋରିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବ । କୀଥ ଫିଲ୍ମର କଳାକାରଙ୍କୁ ଏଥିନେଇ ଧନ୍ୟବାଦ ଦେବା ସହ ବ୍ୟକ୍ତିଗତ ଭାବେ ବହୁତ ଖୁସି ଅଛନ୍ତି ବୋଲି…

ଚାଷୀଙ୍କ ବିରୋଧରେ ଏତଲାକୁ ରାହୁଲଙ୍କ ନିନ୍ଦା, କହିଲେ ଆମ ପାଇଁ ଜୟ କିଷାନ ଥିଲେ ରହିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ବାରା ଅଣାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକ ଏବେ ପ୍ରଦର୍ଶନ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ହରିୟାଣାରେ କୃଷକଙ୍କୁ ଅଟକାଇବା ପାଇଁ ଉଦ୍ୟମ କରାଯାଇଥିଲା । ଅନେକ କୃଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାକୁ ନେଇ କଂଗ୍ରେସ ନେତା…

ବିବାହରେ ମିଳିଲା ଏକେ-୪୭ ଉପହାର !

ଭୁବନେଶ୍ୱର: ଏମିତି ଏକ ବିବାହ, ଯେଉଁଠି ଉପହାର ସ୍ୱରୂପ ମିଳୁଛି ଘାତକ ହତିଆର । ମିଳିବନି ବା କେମିତି ? ଯେତେହେଲେ ବି ପାକିସ୍ତାନ ଦେଶ । ଏଠି ଗୁଳିଗୋଳା ସହ ଖେଳିବା ଛୋଟ ପିଲାଙ୍କ କାମ ଓ ଆତଙ୍କବାଦ ଏଠି ଧର୍ମ । ଏମିତିରେ ଜଣେ ବ୍ୟକ୍ତିଙ୍କ ବିବାହରେ ଉପହାର ସ୍ୱରୂପ ବନ୍ଧୁକ ମିଳିବା କିଛି…

[ଭିଡିଓ] ଚୋରି କରି ଚମ୍ପଟ୍ ମାରୁଥିଲେ ଚୋର, ଆଉ ତା ପରେ…

ମାଧବରମ୍‌: ଚେନ୍ନାଇରୁ ଭାଇରାଲ୍ ହୋଇଛି ଏହି ଭିଡିଓ । ଚୋରି କରି ଚମ୍ପଟ୍ ମାରିଥିଲେ ଦୁଇଜଣ ଚୋର । ହେଲେ ଅନ୍ ଦ ସ୍ପଟ୍ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ ହାତରେ ଧରାପଡିଥିଲେ । ଦୁଇଜଣ ଚୋର ବାଇକରେ ପଳାଉଥିବାବେଳେ ତାଙ୍କୁ ମାଡିବସିଥିଲେ ଏକାକି ପୋଲିସକର୍ମୀ । ସୋସିଆଲ୍ ମିଡିଆରେ ଏହି…

[ଭିଡିଓ] ୯୫ ଲକ୍ଷ ଟଙ୍କାର ମଦ ନଷ୍ଟ କଲେ ମହିଳା

ଭୁବନେଶ୍ୱର: କଥାରେ ଅଛି କ୍ରୋଧ ମଣିଷକୁ ପାଗଳ କରିଦିଏ । ଏହି କଥାକୁ ବ୍ରିଟେନ୍‌ର ଜଣେ ମହିଳା ସତ ପ୍ରମାଣିତ କରିଛନ୍ତି । ମହିଳା ଜଣକ କ୍ରୋଧ ଜର୍ଜରିତ ହୋଇ ନିଜ ଉପରେ ନିୟନ୍ତ୍ରଣ ହରାଇ ୯୫ ଲକ୍ଷ ଟଙ୍କା ମୂଲ୍ୟର ମଦ ନଷ୍ଟ କରିଥିଲେ । ଏକ ସୁପର୍ ମାର୍କେଟରେ ମହିଳା ଜଣକ ୫୦୦ରୁ ଅଧିକ ମଦ ବୋତଲ…

ପରମାଣୁ ବୈଜ୍ଞାନିକ ଫକୀରଜାଦେହଙ୍କ ହତ୍ୟା ପରେ ଇସ୍ରାଏଲ-ଇରାନ ମୁହାଁମୁହିଁ

ତେହେରାନ: ପରମାଣୁ ବୈଜ୍ଞାନିକ ମୋହସୀନ ଫକୀରଜାଦେହଙ୍କ ହତ୍ୟା ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ପୃକ୍ତ ଘଟଣା ପାଇଁ ଇରାନ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଛି । ଇରାନ ରାଷ୍ଟ୍ରପତି ହସନ ରୁହାନୀ ବୈଜ୍ଞାନିକଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି…

ମୁଣ୍ଡରୁ ଦୋଷ ଛଡାଉଛି ଚୀନ, ଏବେ କହିଲା ଭାରତରୁ କରୋନା ବ୍ୟାପିଛି

ବେଜିଂ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ସମାଲୋଚିତ ହେଉଥିବା ଚୀନ ଏବେ ମୁଣ୍ଡରୁ ଦୋଷ ଛଡାଇବା ଆରମ୍ଭ କରିଛି । ଆମେରିକା ପରେ ଏବେ କରୋନା ଭାରତରୁ ବ୍ୟାପିଛି ବୋଲି ଡ୍ରାଗନ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛି । ଭାରତର ଖରାପ ପରିବେଶ ଏବଂ ସ୍ୱାସ୍ଥ୍ୟ ଯୋଗୁ କରୋନା ଭୂତାଣୁ ଏଠାରେ ପ୍ରଥମେ…

ପୁଣି ହ୍ରିତିକ୍ ଓ ଆଦିତ୍ୟଙ୍କୁ ଟାର୍ଗେଟ୍ କଲେ କଙ୍ଗନା !

ମୁମ୍ବାଇ: କଙ୍ଗନା ରଣାୱତଙ୍କୁ ବଲିଉଡର ଅନ୍ୟ ଏକ ବିବାଦୀୟ ଅଭିନେତ୍ରୀ କହିଲେ କିଛି ଭୁଲ ହେବନି । ଚଳିତବର୍ଷ ଅନେକ ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସିଛି । ହେଲେ ସବୁଥର ସେ ପଥର ଭଳି ସମସ୍ତ ବାଦବିବାଦ ଓ ପ୍ରତିବାଦକୁ ସାମ୍ନା କରିଆସିଛନ୍ତି । ସମଗ୍ର ବିଶ୍ୱ ସାମ୍ନାରେ ସେ ନିଜ କଥା…

ସୁଶାନ୍ତଙ୍କ ବନ୍ଧୁ ଗଣେଶଙ୍କୁ ମିଳିଲା ଦୁବାଇରୁ ଧମକ

ମୁମ୍ବାଇ: ଜାରି ରହିଛି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟର ତଦନ୍ତ । ଏହି ମାମଲାରେ ବିଭିନ୍ନ ଦିଗରେ ଅନେକ ଲୋକଙ୍କୁ ପଚରାଉଚରା ସରିଲାଣି । ତେବେ ନିକଟରେ ସୁଶାନ୍ତଙ୍କ ସାଙ୍ଗ ଗଣେଶ ହିୱାରକର ଏକ ଚାଂଚଲ୍ୟକର ବୟାନ ରଖିଛନ୍ତି । ତାଙ୍କୁ ଫୋନ୍ କଲ୍ ଜରିଆରେ ଦୁବାଇରୁ ଧମକ ମିଳିଥିବା ନେଇ…

ରାସ୍ତାକଡରେ ବିରିଆନୀ ବିକୁଛନ୍ତି ଫାଇଭ୍ ଷ୍ଟାର୍ ହୋଟେଲ୍ ସେଫ୍ !

ମୁମ୍ବାଇ: କରୋନା ମହାମାରୀ ନିକଟରେ ବନ୍ଧା ପଡିଥିଲା ସମଗ୍ର ବିଶ୍ୱ । ଏବେ ଧୀରେଧୀରେ ଅବସ୍ଥାରେ ସୁଧାର ଆସିବାରେ ଲାଗିଛି । ତଥାପି ଅନେକ ଲୋକ ଏହି ମହାମାରୀର ପ୍ରଭାବରେ ଚାକିରୀ ହରାଇ ଅନ୍ୟ ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଛନ୍ତି । ଏହି ଧାରାରେ ସାମିଲ ହୋଇଛନ୍ତି ଜଣେ ଫାଇଭ୍ ଷ୍ଟାର୍ ହୋଟେଲ…