Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ସଂକ୍ରମଣ ବୃଦ୍ଧି ହେତୁ ସ୍ପେନରେ ଛଅ ମାସ ପାଇଁ ଲାଗୁ ହେଲା ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ: ଶୀତ ଆରମ୍ଭ ହେବା ମାତ୍ରେ ସ୍ପେନରେ ମାରାତ୍ମକ କରୋନା ଭାଇରସ୍‌ର ପ୍ରକୋପ ପୁଣି ଥରେ ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ଛଅ ମାସ ପାଇଁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମଧ୍ୟ କରୋନା ସ୍ପେନରେ ହଇଚଇ ସୃଷ୍ଟି କରିଥିଲା ​।…

ସ୍ୱଳ୍ପ‌ ଆୟକାରୀ ଦେଶମାନଙ୍କ ପାଇଁ ସ୍ୱତନ୍ତ୍ର ବୀମା ଯୋଜନା ପ୍ରସ୍ତୁତ କରୁଛି ‘ହୁ’  

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କମ୍‌ ଆୟକାରୀ ଦେଶରୁ ଆସିଥିବା ସେହି ଲୋକଙ୍କ ପାଇଁ କ୍ଷତିପୂରଣ ପାଣ୍ଠି ସ୍ଥାପନ କରିବାକୁ ଯାଉଛି। ବିଶେ‌େ କରି କୋଭିଡ -୧୯ ର ପାର୍ଶ୍ୱ ପ୍ରତିକ୍ରିୟାରେ ପୀଡିତ ଲୋକଙ୍କ ପାଇଁ ଏଭଳି ଯୋଜନାର ବିଚାର କରୁଛି 'ହୁ'। ସୂଚନାଯୋଗ୍ୟ କରୋନା ଟିକା…

ଲଗାତାର୍‌ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି ବାଂଲାଦେଶୀ ଡାକ୍ତର; ଏଭଳି ମାମଲା ବିଶ୍ୱରେ ପ୍ରଥମ ବୋଲି…

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ବିଚ୍ଛିନ୍ନ ସ୍ଥାନରୁ ପୁନଃ ସଂକ୍ରମଣର ଅନେକ ମାମଲା ଦେଖିବାକୁ ମିଳିଛି। ତେବେ ବାଂଲାଦେଶୀ ଡାକ୍ତର ତୃତୀୟ ଥର ପାଇଁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ତୃତୀୟ ଥର ପାଇଁ ସଂକ୍ରମଣ ମାମଲା ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି। ପ୍ରକାଶ ଥାଉ…

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ, ୬ ଜଣଙ୍କର ମୃତ୍ୟୁ

ଆନ୍ଧ୍ରପ୍ରଦେଶ: ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିଲେ । ବାଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା । ଭାରସାମ୍ୟ ହରାଇ ଭ୍ୟାନ୍ ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କିଛି ଲୋକ ଆହତ ହୋଇଛନ୍ତି…

ମାତ୍ର ୮୬ ଟଙ୍କା ମୂଲ୍ୟରେ ମିଳୁଥିବା ଘର

ନୂଆଦିଲ୍ଲୀ: ଲୋକମାନେ ଘର କିଣିବା ପାଇଁ ନିଜ ଜୀବନରେ ଉପାର୍ଜିତ କରିଥିବା ଟଙ୍କାକୁ ଖର୍ଚ୍ଚ କରନ୍ତି। କିନ୍ତୁ ଇଟାଲୀରେ ଏମିତି ଏକ ସହର ଅଛି ଯେଉଁଠାରେ ମାତ୍ର ୮୬ ଟଙ୍କା ମୂଲ୍ୟରେ ଘର ମିଳିପାରୁଥିବା ଜାଣିବାକୁ ମିଳିଛି। ଇଟାଲୀର ସିସ୍‌ଲୀ ସ୍ଥିତ ଏକ ଛୋଟ ସହରରେ ଘରଗୁଡିକୁ ଏତେ କମ୍ ମୂଲ୍ୟରେ…

କହୁ କହୁ ସତ କହିଦେଲେ ପାକିସ୍ତାନ ମନ୍ତ୍ରୀ, ପୁଲୱାମା ଆକ୍ରମଣ ଆମେ କରିଥିଲୁ…

କରାଚୀ: ଇମ୍ରାନ ଖାଁ ସରକାରଙ୍କ ଜଣେ ମନ୍ତ୍ରୀ ଗୁରୁବାର ପୁଲୱାମା ଆକ୍ରମଣ ପାକିସ୍ତାନ ଦ୍ୱାରା ହୋଇଥିଲା ବୋଲି କହିଛନ୍ତି । ଯୋଶରେ ସେ କହୁ କହୁ କହି ଦେଇଛନ୍ତି, ଆମେ ମଧ୍ୟ ହିନ୍ଦୁସ୍ତାନ ଭିତରେ ପଶି ମାରିଛୁ । ତାଙ୍କର ଏହି ମନ୍ତବ୍ୟ ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।ପୁଲୱାମାରେ…

କାହିଁକି ପ୍ରିୟଙ୍କାଙ୍କର ପ୍ରଶଂସକ ଅଟନ୍ତି କଙ୍ଗନା

ମୁମ୍ବାଇ: ବଲିଉଡର ବୋଲ୍ଡ ଏବଂ ବିୟୁଟିଫୁଲ କଙ୍ଗନା ରାଣାୱତ ହୁଏତ ଅନେକ ବଲିଉଡ ଷ୍ଟାରଙ୍କ ଉପରେ ନିଜର ଅସନ୍ତୁଷ୍ଟି ବ୍ୟକ୍ତ କରିପାରନ୍ତି, କିନ୍ତୁ ତାଙ୍କ ନଜରରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯାହାଙ୍କର ସେ ପିଲାଦିନର ପ୍ରଶଂସକ ଅଟନ୍ତି । ଇଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କଙ୍ଗନା…

ନ୍ୟୁ-ଜିଲ୍ୟାଣ୍ଡ ତରଫରୁ ଖେଳିବେ କି ସୂର୍ଯ୍ୟ କୁମାର ଯାଦବ ?

ଭୁବନେଶ୍ୱର: ବିରାଟ୍ ବାହିନୀ ବିପକ୍ଷରେ ସୂର୍ଯ୍ୟ କୁମାର ଯାଦବଙ୍କ ମ୍ୟାଚ୍ ବିଜୟୀ ଇନିଂସ ଖୁବ ଚର୍ଚ୍ଚାରେ ରହିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ବିଜୟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ-୨୦ରେ ପ୍ଲେ-ଅଫ୍‌କୁ ଉନ୍ନିତ ହୋଇଛି । ତେବେ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ…

କରୋନାରୁ ମୁକ୍ତି ଦେଇପାରିବ ବିସିଜି ଟିକା: ଆଇସିଏମଆର୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବା ବେଳେ ଆଇସିଏମଆର୍ ପକ୍ଷରୁ ଏକ ଆଶ୍ୱସ୍ଥୀକର ଖବର ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ ଟିବି ତଥା ଯକ୍ଷ୍ମା ରୋଗରୁ ଉପଶମ ପାଇଁ ବ୍ୟବହୃତ ହେଉଥିବା ବିସିଜି ଟିକା ଏବେ କରୋନା ଭାଇରସ୍ ବିରୋଧରେ ଲଢେଇ କରିବା ଲାଗି ସହାୟକ ହେବ । ଏହାଛଡା ବୟସ୍କ…

ରଖିଲେ ହରି ମାରିବ କିଏ : ମାଟିରେ ପୋତି ଦେଉଥିଲେ ନିଷ୍ପାପ ଶିଶୁକୁ…

ପୁଣେ: ରଖିଲେ ହରି ମାରିବ କିଏ ।  ପୁଣେର ପୁରନ୍ଦର ଅଂଚଳରେ ଚାଷ କରୁଥିବା କିଛି କୃଷକଙ୍କ ଯୋଗୁ ଜଣେ ନିଷ୍ପାପ ଶିଶୁର ଜୀବନ ରକ୍ଷା ହୋଇପାରିଛି । ୨ ଜଣ ବ୍ୟକ୍ତି ଛୋଟ ପିଲାଟିକୁ ଆଣି ମାଟିରେ ପୋତି ଦେଉଥିଲେ । ପିଲାଟି କାନ୍ଦିବାରୁ ପାଖରେ ଥିବା କୃଷକମାନେ ଦୌଡି ଆସିଥିଲେ । ଶିଶୁକୁ ବଂଚାଇବା…