Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କ ଭ୍ୟାକସିନ୍ ଟୁର୍: ୩ଟି ସହର ଗସ୍ତ, ଟିକା ପ୍ରସ୍ତୁତିର କରିବେ ତଦାରଖ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଟି ସହର ଗସ୍ତ କରିବେ । ଟିକା ବିକଶିତ କାମରେ ଲାଗିଥିବା ତିନିଟି କମ୍ପାନୀକୁ ଯିବେ ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦରେ ଜାଇଡସ୍‌ ବାୟୋଟେକ୍‌ ପାର୍କ, ପୁନେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ…

ରାଜ୍ୟସଭା ଯିବେ ସୁଶୀଲ ମୋଦି, ମିଳିପାରେ ବଡ ଦାୟିତ୍ବ

ବିହାର: ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦି ଯିବେ ରାଜ୍ୟସଭା । ବିହାର ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ଲୋକ ଜନଶକ୍ତି ପାର୍ଟି ନେତା ରାମବିଲାସ ପାଶୱାନଙ୍କ ଦେହାନ୍ତ ପରେ ରାଜ୍ୟସଭା ସିଟ୍ ଖାଲି ପଡିଛି । ଏହି ସିଟ୍ ପାଇଁ ଉପନିର୍ବାଚନ ହେବାର ଅଛି । ତେଣୁ…

ଇରାନର ନ୍ୟୁକ୍ଲିୟର ବୈଜ୍ଞାନିକଙ୍କୁ ହତ୍ୟା

ତେହରାନ: ଇରାନର ପ୍ରମୁଖ ନ୍ୟୁକ୍ଲିୟର ବୈଜ୍ଞାନିକ ମୋହସୀନ ଫଖରୀଜାଦେହଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟକାଣ୍ଡରେ କିଏ ସାମିଲ ତାହା ସ୍ପଷ୍ଟ ହୋଇ ନାହିଁ । ଦି ଫାଦର ଅଫ ଇରାନିୟନ ବମ୍ବ ଭାବେ ପରିଚିତ ଫଖରୀଜାଦେହ ଇରାନରେ ବେଶ୍ ଲୋକପ୍ରିୟ ଥିଲେ । ଇରାନର କ୍ରାନ୍ତିକାରୀ ଗାର୍ଡ କମାଣ୍ଡର…

ପୁଅ କଥା ନେଇ ତେଜସ୍ୱୀଙ୍କ ଉପରେ ନୀତିଶ କାହିଁକି ରାଗିଲେ, ଆସନ୍ତୁ ଜାଣିବା ନିଶାନ୍ତଙ୍କ ବିଷୟରେ

ପାଟନା: ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ଉପରେ ରାଗି ଯାଇଥିଲେ । ଏହାର କାରଣ ଥିଲା ତେଜସ୍ୱୀ ତାଙ୍କ ପୁଅ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଆସନ୍ତୁ ଜାଣିବା ନୀତିଶଙ୍କ ପୁଅ ନିଶାନ୍ତ କୁମାରଙ୍କ ବିଷୟରେ.. ପରିବାରବାଦ ଓ…

ଟ୍ରାକକୁ ଫେରୁଛି ଅର୍ଥନୀତି, ତଥାପି ଚିନ୍ତାଜନକ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ରକାଶ ପାଇଛି ଚଳିତ ବର୍ଷର ଦେଶର ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର । ଜିଡିପି ଅଭିବୃଦ୍ଧି ହାର ରହିଛି ମାଇନସ୍ ୭.୫ ପ୍ରତିଶତ । ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର ରହିଥିଲା ମାଇନସ୍ ୨୩.୯ ପ୍ରତିଶତ । ଯାହାକି ଦେଶର…

ହାଓ୍ବଡ଼ା-ସିକନ୍ଦରାବାଦ, ଶାଲୀମାର-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ବିଜୟୱାଡା ଟ୍ରେନ ପରିବର୍ତ୍ତିତ ସମୟରେ ଚଳାଚଳ

ଭୁବନେଶ୍ୱର: ହାଓ୍ବଡ଼ା-ସିକନ୍ଦରାବାଦ, ଶାଲୀମାର-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ବିଜୟୱାଡା ସ୍ୱତନ୍ତ୍ର ଟ୍ରେନ ପରିବର୍ତିତ ସମୟରେ ଚଳାଚଳ କରିବ। ରେଳବାଇର ସୂଚନା ଅନୁଯାୟୀ ପରିଚାଳନାଗତ ଦୃଷ୍ଟିକୋଣରୁ ଏବଂ ଯାତ୍ରୀ ମାନଙ୍କର ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଉଭୟ…

କୃଷକଙ୍କୁ ଦିଲ୍ଲୀକୁ ମିଳିଲା ଏଣ୍ଟ୍ରି, ହରିୟାଣା ଓ ପଞ୍ଜାବ ବର୍ଡରରୁ ବ୍ୟାରିକେଡ୍ ହଟାଇଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ପାଇଁ ଶେଷରେ ଅନୁମତି ଦେଇଛି ପୋଲିସ । କୃଷକମାନେ ସିନ୍ଧୁ ବୋର୍ଡର ଦେଇ ଦିଲ୍ଲୀ ଯାଇପାରିବେ । ଏହି ସମୟରେ ପୋଲିସ ଟିମ୍ କୃଷକଙ୍କ ସହ ରହିବ । ଉତ୍ତର ଦିଲ୍ଲୀର ବୁରାଡିରେ ପୋଲିସ ଉପସ୍ଥିତିରେ ଆନ୍ଦୋଳନ ହେବ । ହେଲେ କୃଷକମାନେ ବୁରାଡି ଯିବା ପାଇଁ…

ଦୁନିଆ ଆଖିରେ ଜେଲ ଭିତରେ ହାଫିଜ, ଘରେ କିନ୍ତୁ ମଉଜ କରୁଛି ମୁମ୍ବାଇ ଆକ୍ରମଣର ଦୋଷୀ

ଲାହୋର: ପାକିସ୍ତାନର ଆଉ ଏକ ଚାଲ ପଦାରେ ପଡିଛି । ଭାରତୀୟ ଗୋଇନ୍ଦା ବିଭାଗରୁ ମିଳିଥିବା ଖବର ମୁତାବକ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଏଦ ନିଜ ଘରେ ମଉଜ କରୁଛି । ଦୁନିଆ ଆଖିରେ ଧୂଳି ପକାଇ ପାକିସ୍ତାନ ତାକୁ ଜେଲ ଭିତରେ ରଖିଥିବା ନେଇ ଡିଣ୍ଡିମ ପିଟୁଛି । ପ୍ରକୃତରେ…

ବଳାତ୍କାରୀଙ୍କୁ ମିଳିବ କଠୋର ଦଣ୍ଡ; ଇମ୍ରାନଙ୍କ କ୍ୟାବିନେଟରେ ନୂଆ ଆଇନକୁ ଅନୁମୋଦନ: ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ବଳାତ୍କାରର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହିଳା ଏବଂ ଶିଶୁଙ୍କ ସହ ବଢୁଥିବା ଯୌନ ଅପରାଧର ମୁକାବିଲା ପାଇଁ ଫେଡେରାଲ୍ କ୍ୟାବିନେଟ୍ ଦୁଇଟି ବଳାତ୍କାର ବିରୋଧୀ ନିୟମକୁ ଅନୁମୋଦନ କରିଛି। ଏହି ନିୟମଗୁଡ଼ିକର ଉଦ୍ଦେଶ୍ୟ ହେଉଛି…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା; ଆସନ୍ତା ସପ୍ତାହରେ ଆରମ୍ଭ ହେବ ଟୀକା ବିତରଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଟିକା ବିତରଣ ଆରମ୍ଭ ହୋଇପାରେ। ଗୁରୁବାର ଦିନ ଟ୍ରମ୍ପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଦେଶରେ ଥିବା ଆମେରିକୀୟ ସୈନିକମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ସମୟ ମଧ୍ୟରେ ସେ ଟୀକା ବିତରଣ କରିବା…