Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିକ୍ରି ହେଲା “ଆଲ୍ଲାଦିନ୍ କା ଚିରାଗ” କିଣିଲା କିଏ ?

ଉତ୍ତରପ୍ରଦେଶ: ଆଲ୍ଲାଦିନ୍ କା ଚିରାଗ କଥା କାନରେ ପଡିଲେ ମନେପଡିଯାଏ ଅନେକଙ୍କର ପିଲାଦିନ । ଏପରିକି ଆଜି ବି ଏହି କାହାଣୀକୁ ନେଇ ଫିଲ୍ମ କିମ୍ବା ସିରିଜ ଦେଖିବାକୁ ମିଳେ । ହେଲେ ସତରେ କ'ଣ ଆଲ୍ଲାଦିନର ଚିରାଗର କିଛି ଅସ୍ତିତ୍ୱ ଥିଲା, ନା କେବଳ କଳ୍ପନାରେ ସିମୀତ ଥିଲା ସେହି କୁହୁକ ଦୀପ ?…

କେନ୍ଦ୍ରୀୟ ମନ୍ତ୍ରୀ ସ୍କୃତି ଇରାନୀ କୋଭିଡ-୧୯ ପଜିିଟିଭ

ନୂଆଦିଲ୍ଲୀ: ବିହାର ନିର୍ବାଚନ ପ୍ରଚାରରେ ବିଜେପିକୁ ବୁଧବାର ଶକ୍ତ ଧକ୍କା ଲାଗିଛି । କେନ୍ଦ୍ରୀୟ ମନ୍ତ୍ରୀ ସ୍କୃତି ଇରାନୀ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି । ସେ ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ବିହାର ନିର୍ବାଚନରେ ସେ ବିଜେପିର ଷ୍ଟାର ପ୍ରଚାରକ ଅଛନ୍ତି । ମୁଁ ଏବେ…

ବିହାର ନିର୍ବାଚନ: ଭୟଙ୍କର ଅଭିଯୋଗ ଆଣିଲେ ଅମୀଷା ପଟେଲ

ପାଟନା:ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ବିହାର ନିର୍ବାଚନ ପ୍ରଚାର ନେଇ କି ଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ ନେଇ ମୁହଁ ଖୋଲିଛନ୍ତି । ସେ କରିଥିବା ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି ।  ଲୋକ ଜନଶକ୍ତି ପାର୍ଟି ନେତା ପ୍ରକାଶ ଚନ୍ଦ୍ରାଙ୍କ ନିର୍ବାଚନୀ ପ୍ରଚାର ବାବଦରେ ଏହି ଭାଇରାଲ ଅଡିଓ…

[ଭିଡିଓ] ଭସାଣୀରେ ବୋହିଲା ଭକ୍ତଙ୍କ ରକ୍ତ !

ବିହାର: କରୋନା କଟକଣା ଭିତରେ ମିଳିଥିଲା ଦୁର୍ଗାପୂଜା ଉତ୍ସବ ପାଳନର ଅନୁମତି । ସାରା ଦେଶରେ ଶାନ୍ତିପୁର୍ଣ୍ଣ ଭାବେ ମା' ଶକ୍ତିଙ୍କ ପୂଜାର୍ଚ୍ଚନା ହୋଇଥିଲା । ହେଲେ ବିହାରର ମୁଙ୍ଗେରରେ ବୋହିଥିଲା ଭକ୍ତଙ୍କ ରକ୍ତ । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଭିଡିଓ…

[ଭିଡିଓ] ପ୍ରଥମେ ଗୁଳି ମାରିଲା, ପରେ ଫଟୋ ଉଠାଇଲା !

ନୂଆଦିଲ୍ଲୀ: କରୋନା କଟକଣା ପାଇଁ ବୋଧ ହୁଏ କିଛି ମାସ ପାଇଁ ଥମିଥିଲା ଅପରାଧର କାୟା ବିସ୍ତାର । ଏବେ ପୁଣିଥରେ ଅପରାଧୀଙ୍କ ମନରେ ସକ୍ରିୟ ହୋଇଉଠିଛି କ୍ରୁର ମାନସିକତା । ମାତ୍ର ଦିନକ ତଳେ ଫରିଦାବାଦରେ ଘଟିଥିଲା ଦିନ ଦ୍ୱିପହରେ ହତ୍ୟାକାଣ୍ଡ । ଆଉ ଏବେ ସାମ୍ନାକୁ ଆସିଛି ଭାରତର ରାଜଧାନୀ…

‘ସେଲ୍‌ଫ ହେଲ୍‌ପ ଗୁରୁ’ କିଥ୍ ରେନିୟର୍‌ଙ୍କୁ ୧୨୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଆମେରିକାରେ ନିଜକୁ 'ସେଲ୍ଫ୍ ହେଲପ୍ ଗୁରୁ' ବୋଲି ବର୍ଣ୍ଣନା କରୁଥିବା କିଥ୍ ରେନିୟର୍‌ ଦଣ୍ଡିତ କରାଯାଇଛି। ନିରୀହ ମହିଳାମାନଙ୍କୁ ଯୌନ ଦାସ କରିବା ଅଭିଯୋଗରେ କିଥ୍ ରେନିୟର୍‌ଙ୍କୁ ଆମେରିକାର କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ଅପରାଧ ପାଇଁ କୋର୍ଟ ଦୋଷୀ ସାବ୍ୟସ୍ତ…

ବଡ଼ ପରଦାକୁ ଓହ୍ଲାଇଲେ ପୂର୍ବତନ କ୍ରିକେଟର୍ ଇର୍ଫାନ୍ ପଠାନ୍ !

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର୍ ଇର୍ଫାନ୍ ପଠାନ୍ ସାଜିଲେ ଅଭିନେତା । କ୍ରିକେଟରୁ ସନ୍ୟାସ ନେବା ପରେ ସେ କମେଣ୍ଟ୍ରିରେ ସଂପୃକ୍ତ ଥିଲେ । ହେଲେ ଏବେ ଟଲିଉଡରେ ସେ ଆରମ୍ଭ କରିଛନ୍ତି ନିଜର ସେକେଣ୍ଡ ଇନିଂସ । ଇର୍ଫାନଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ କୋବ୍ରା ଥିବାବେଳେ ଗତକାଲି ତାଙ୍କ…

ସମାଜର ବିପରୀତ ସ୍ରୋତରେ ନେହା ଓ ଜ୍ୟୋତି !

ବାରିକ ଦୋକାନ ଅବା ସେଲୁନରେ (ପାର୍ଲର ନୁହେଁ) ଖାସ କରି ପୁରୁଷମାନଙ୍କୁ ଦୋକାନୀ ଭାବେ ଆପଣ ନିଶ୍ଚିୟ ଦେଖିଥିବେ । ପାର୍ଲରକୁ ବାଦ୍ ଦେଲେ କେଉଁଠି ବି ଆପଣ ସେଲୁନ୍‌ରେ ଯୁବତୀ କିମ୍ବା ମହିଳାଙ୍କୁ କାମ କରିବାରେ ଦେଖିନଥିବେ । ହେଲେ ଉତ୍ତରପ୍ରଦେଶର ଦୁଇ ଭଉଣୀ ବହୁବର୍ଷ ଧରି ଚାଲିଆସିଥିବା ଏହି…

ମାସ୍କ ପିନ୍ଧିବାକୁ କହିବାରୁ ମରଣାତ୍ମକ ଆକ୍ରମଣର ଶିକାର ହେଲେ ସୁରକ୍ଷାକର୍ମୀ

ଚିକାଗୋ: ଆମେରିକାର ଚିକାଗୋରେ ଦୁଇ ଭଉଣୀ ସୁରକ୍ଷା କର୍ମୀଙ୍କୁ ୨୭ ଥର ଛୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୋକାନର ସୁରକ୍ଷା କର୍ମୀମାନେ ତାଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ। ଏହା ପରେ ଉଭୟ ଭଉଣୀ ସୁରକ୍ଷା କର୍ମୀଙ୍କୁ ଛୁରୀରେ ହତ୍ୟା କରିଥିଲେ। କୁହାଯାଉଛି ଯେ ପୋଲିସ ଉଭୟ…

କୋରିଓଗ୍ରାଫର ରୋମୋ ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର ସତ୍ୟେନ୍ଦ୍ର ତ୍ୟାଗି । ଫିଲ୍ମ ନିର୍ମାଣ ପାଇଁ ତାଙ୍କ ରେମୋ ଓ ତାଙ୍କ ପତ୍ନୀ ଲିଜେଲ୍ ପ୍ରତାରଣା କରିଥିବା ସେ…