Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତୁ ଜାଣିବା କିଏ ସେ ୨୮ ବର୍ଷ ପରେ କକାକୁ ମାରି ପିତୃ ହତ୍ୟାର ପ୍ରତିଶୋଧ ନେଲା

ବାରାଣାସୀ: ପ୍ରତିଶୋଧ ତାହା ପୁଣି ପିତୃ ହତ୍ୟାର, ଦୀର୍ଘ ୨୮ ବର୍ଷ ଅପେକ୍ଷା କରିବା ପରେ କକାକୁ ମାରି କଲିଜା ଥଣ୍ଡା କଲା ପୁଅ । ବାରାଣାସୀର କେଂଟ ଅଂଚଳରେ ଏ ଭଳି ଏକ ଘଟଣା ଘଟିଛି । ୧୯୯୨ରେ କକା ଶାହିଦ ଇକବାଲ ମୋର ବାପାଙ୍କୁ ହତ୍ୟା କରିଥିଲା । ସେବେଠାରୁ ପ୍ରତିଶୋଧ ନିଆଁରେ ମୁଁ ଜଳୁଥିଲି…

ଆଜିଠୁ ସିଙ୍ଗଲ୍ ନାହାଁନ୍ତି ମିର୍ଜାପୁରର ରବିନ୍

ମୁମ୍ବାଇ: ଚର୍ଚ୍ଚିତ ୱେବ୍ ସିରିଜ ମିର୍ଜାପୁର ସିଜିନ-୨ । ଏଥିରେ ୟେ ଭି ଠିକ୍ ହୈ ଭଳି ପଂଚ ଲାଇନ୍ କହି ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତା ପ୍ରିୟାଂଶୁ ପେନ୍ୟୁଲି । ଏହି ଅଭିନେତା ନିଜ ପ୍ରେମିକା ଅଭିନେତ୍ରୀ ତଥା ଡାନ୍ସର ବନ୍ଦନା ଜୋଶୀଙ୍କୁ ବହୁ ପୂର୍ବରୁ ବିବାହ କରିବାକୁ ଯୋଜନା…

ଆସୁଛି ନୂଆ ବଲିଉଡ ମୁଭି “ଜନହିତ୍ ମୈଁ ଜାରି”

ମୁମ୍ବାଇ: ଆସନ୍ତା ଦିନରେ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଫିଲ୍ମ ଜନହିତ୍ ମୈଁ ଜାରି । ନିକଟରେ ଏହି ଫିଲ୍ମର ପୋଷ୍ଟରକୁ ବକ୍ସିଂ ଚାମ୍ପିୟନ୍ ମେରି କମ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ଓମୁଙ୍ଗ କୁମାର ସମ୍ଭାଳିଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ…

ଅଭିନେତ୍ରୀ ତାରା ସୁତାରିଆଙ୍କୁ ଫୁରସତ୍ ମିଳୁନି

ମୁମ୍ବାଇ: ଦେଶବ୍ୟାପୀ ଲକଡାଉନ୍ କୋହଳ ହେବା ପରେ ଧୀରେଧୀରେ ନିଜ ପୂର୍ବାବସ୍ଥାକୁ ଫେରୁଛି ବଲିଉଡ । କଳାକାରମାନେ ଅଭିନୟ କରିବା ସହ ଫିଲ୍ମ ଡବିଂରେ ସକ୍ରିୟ ହେଲେଣି । ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ତାରା ସୁତାରିଆ ବି ଫୁଲ୍ ଦମ୍‌ରେ ନିଜ କାମରେ ଲାଗିପଡିଛନ୍ତି । ଏକଧିକ ପ୍ରୋଜେକ୍ଟ ପାଇଁ…

ଦୁଇ ମାସ ପରେ ଷ୍ଟେଜକୁ ଓହ୍ଲାଇଲେ ସପନା ଚୌଧୁରୀ !

ହରିୟାଣା: ଏକ୍ସ ବିଗ୍‌ବସ୍ କଣ୍ଟେଷ୍ଟାଣ୍ଟ ଓ ହରିୟାଣାର ପପୁଲାର୍ ଡାନ୍ସର ସପନା ଚୌଧୁରୀ । ଗର୍ଭବତୀ ଥିବାବେଳେ ସେ ଷ୍ଟେଜ ସୋରୁ ଓହରିଯାଇଥିଲେ । ହେଲେ ମାଆ ହେବା ପରେ ସେ ପୁଣିଥରେ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ମାତ୍ର ଦୁଇମାସ ପରେ ତାଙ୍କୁ ପୁନର୍ବାର ଷ୍ଟେଜ ସୋ କରିବାରେ ଦେଖିବାକୁ…

ହାର୍ଡକୋର୍ ଆକ୍ସନ୍ ମୁଡ୍‌ରେ ଅନନ୍ୟା ପାଣ୍ଡେ !

ମୁମ୍ବାଇ: ଗତବର୍ଷ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ନବାଗତା ତଥା ଷ୍ଟାରକିଡ୍ ଅନନ୍ୟା ପାଣ୍ଡେ । ତାଜା ସ୍ଥିତିରେ ତାଙ୍କ ହାତରେ ରହିଛି ୪ଟି ଫିଲ୍ମ ସହ ଏକାଧିକ ଆଡ୍ ଫିଲ୍ମ । ବେଶ କମ୍ ସମୟ ଭିତରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ଏକ…

କୋଲକାତାର କଣ୍ଟ୍ରାକ୍ଟ କିଲର୍ ଅଭିଷେକ ବଚ୍ଚନ !

ମୁମ୍ବାଇ: ୱେବ୍ ସିରିଜର ସଫଳତା ପରେ ଅଭିନେତା ଅଭିଷେକ ବଚ୍ଚନଙ୍କ ହାତରେ ବେଶ କିଛି ବଡ ପ୍ରୋଜେକ୍ଟ ରହିଛି । ଖାସ୍ ଏଥିପାଇଁ ସେ ଏବେ କୋଲକାତାରେ ଡେରା ପକାଇଛନ୍ତି । ୨୦୧୨ରେ ରିଲିଜ୍ ହୋଇଥିବା ଫିଲ୍ମ କାହାନୀର ସ୍ପିନ୍ ଅଫ୍ ପାର୍ଟରେ ତାଙ୍କୁ ଖୁବଶୀଘ୍ର ଦେଖିବାକୁ ମିଳିବ । ଫିଲ୍ମର…

ମୁମ୍ବାଇ ଆକ୍ରମଣକୁ ୧୨ବର୍ଷ; ଏବେ ବି ମନରୁ ଲିଭିନି ବର୍ବରତାର ଚିତ୍ର

ମୁମ୍ବାଇ: ଆଜିକୁ ଠିକ୍ ୧୨ବର୍ଷ ତଳେ ମୁମ୍ବାଇରେ ଘଟିଥିଲା ଲୋମହର୍ଷଣକରୀ ଘଟଣା । ୨୦୦୮ ମସିହା ନଭେମ୍ବର ୨୬ରେ ସ୍ତବ୍ଧ ହେଇଯାଇଥିଲା ସାରା ଦେଶ । ସେଇ ଆକ୍ରମଣର ଆତଙ୍କ ଏବେ ବି ମନରୁ ଯାଇନି । ନିଃଶବ୍ଦ ରାତିରେ ଆତଙ୍କବାଦୀ ଆକ୍ରମଣରେ ରକ୍ତ ରଞ୍ଜିତ ହୋଇପଡ଼ିଥିଲା ମୁମ୍ବାଇ । ହୋଟେଲ୍…

ସମ୍ବିଧାନ ଦିବସ ୨୦୨୦: ଆସନ୍ତୁ ଜାଣିବା ଆମ୍ବେଦକରଙ୍କ ପ‌୍ର‌େରଣାଦାୟୀ ବିଚାର ସମ୍ପର୍କରେ…

ନୂଆଦିଲ୍ଲୀ: ୧୯୪୯ ନଭେମ୍ବର‌ ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ପର ବର୍ଷ ଜାନୁଆରି ୨୬ରେ ଲାଗୁ କରାଯାଇଥିଲା। ୨୦୧୫ରୁ ଏହି ଦିବସ ପାଳନ କରାଯାଉଛି। ଆଜି ଆମ ଦେଶର‌େ ପାଳିତ ହ‌େଉଛି ‘ସମ୍ବିଧାନ ଦିବସ’। ଏହି ଦିନର‌େ ସମ୍ବିଧାନ ପ୍ରଣେତା ବାବା…

ଦେଶରେ ବଢୁଛି: ୨୪ ଘଣ୍ଟାରେ ୪୪ ହଜାର କରୋନା ପଜିଟିଭ୍, ୫୨୪ ମୃତ

ନୂଆଦିଲ୍ଲୀ: ପୁଣି ଥରେ କାୟା ବିସ୍ତାର ଆରମ୍ଭ କରିଛି କରୋନା । ଦେଶରେ ଦୈନିକ ପଜିଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୪ ହଜାର ୪୮୯ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୨ଲକ୍ଷ ୬୬ହଜାର ୭୦୬କୁ ବୃଦ୍ଧି ପାଇଛି । ଦୈନିକ ମୃତ୍ୟୁସଂଖ୍ୟା ବି…