Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୪ ଦିନ ଧରି ନିଖୋଜ, ହସ୍ପିଟାଲ ଶୌଚାଳୟରୁ ମିଳିଲା କରୋନା ରୋଗୀଙ୍କ ମୃତଦେହ !

ମୁମ୍ବାଇ: ଟିବି ରୋଗରେ ପୀଡିତ ହୋଇ ଜଣେ ୨୭ ବର୍ଷୀୟ ବ୍ୟକ୍ତି ମୁମ୍ବାଇର ସେୱରି ହସ୍ପିଟାଲଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ କୋଭିଡ୍ ଟେଷ୍ଟ ବି ପଜିଟିଭ ବାହାରିଥିଲା । ହେଲେ ହଠାତ୍ ବ୍ୟକ୍ତି ଜଣକ ହସ୍ପିିଟାଲରୁ ଗାୟବ ହୋଇଯାଇଥିଲେ । ଶେଷରେ ଦୀର୍ଘ ୧୪ଦିନ ପରେ ସେହି ହସ୍ପିିଟାଲର…

କୋଭିଡ୍‌ ନିୟମ ଉଲ୍ଲଘଂନ କରି ହରଡଘଣାରେ ପଡ଼ିଲେ ଚେକ୍‌ ଗଣରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

କୋଭିଡ -୧୯ ନିୟମ ଉଲ୍ଲଂଘନ ପାଇଁ ଚେକ୍‌ ଗଣତନ୍ତ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କ୍ୟାବିନେଟରୁ ବାହାରକୁ ଯିବାକୁ ପଡିପାରେ। ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ବାବିସ୍ ତାଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଶୁକ୍ରବାର ଇସ୍ତଫା ଦେବାକୁ କହିଛନ୍ତି। ସେ ଇସ୍ତଫା ନଦେବାରୁ ତାଙ୍କୁ ବହିଷ୍କାର କରିବାକୁ ମଧ୍ୟ…

ଟ୍ରମ୍ପ୍ ‘ଜାତିବାଦୀ’; କମଲା ହାରିସ୍‌

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ରରେ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ 'ଜାତିବାଦୀ' ବୋଲି କହିଛନ୍ତି ଏବଂ କହିଛନ୍ତି ଏମିତି ନୁହେଁ ଯେ ସେ ହଠାତ୍ ସେ କିଛି କରନ୍ତି କିମ୍ବା କିଛି କୁହନ୍ତି ବରଂ ତାଙ୍କ ଭିତରେ ଏକ ଭିନ୍ନ ଢାଞ୍ଚା…

ଅନ୍‌ଲାଇନ୍ କ୍ଲାସ୍‌ରେ ଫେଲ୍‌, ଅଫ୍‌ଲାଇନ୍‌ରେ ଆଟାକ୍ !

ମୁମ୍ବାଇ: କରୋନା ମହାମାରୀ ଆରମ୍ଭ କରିଛି ଅନ୍‌ଲାଇନ୍ କ୍ଲାସ୍ ଟ୍ରେଣ୍ଡ । କେଉଁଠି ଛାତ୍ରଛାତ୍ରୀ ଏହି ନୂଆ ଢାଂଚାରେ ଅତିଷ୍ଠ ହୋଇପଡିଲେଣି, ତ ପୁଣି କେଉଁଠି ଅଭିଭାବକ କହୁଛନ୍ତି ପିଲାଙ୍କ ଆଖି ପ୍ରଭାବିତ ହେଉଛି । ଏପରି ଟଣାଓଟରା ଅଭିଯୋଗ ଭିତରେ ସାମ୍ନାକୁ ଆସିଛି ଏକ ବର୍ବର ଘଟଣା ।…

ମହିଷାସୁର ବଦଳରେ ଚୀନ୍ ରାଷ୍ଟ୍ରପତିଙ୍କ ସଂହାର କଲେ ମା’ ଦୁର୍ଗା!

କୋଲକାତା: ଦୁର୍ଗା ପୂଜା ଅବସରରେ ମା’ ଜଗତଜନନୀଙ୍କ ସ୍ୱାଗତ କରିବାରେ ଲାଗି ପଡିଛନ୍ତି ଶ୍ରଦ୍ଧାଳୁମାନେ । ଏପରିକି କରୋନା କଟକଣା ମଧ୍ୟରେ ବିଭିନ୍ନ ପୂଜା ମଣ୍ଡପରେ ପୂଜିତ ହେଉଛନ୍ତି ମା’ । ହେଲେ କୋଲକାତାର ମୁର୍ସିଦାବାଦରେ ଦେଖିବାକୁ ମିଳିଛି ନିଆରା ଦୁର୍ଗା ମୂର୍ତ୍ତି । ମୁର୍ସିଦାବାଦର…

ଚୀନ୍‌ ସହିତ ମୁକାବିଲା ପାଇଁ ଭାରତ ଭଳି ସହଯୋଗୀ ଆବଶ୍ୟକ; ଆମେରିକା

ୱାଶିଂଟନ୍: ଆସନ୍ତା ନଭେମ୍ବର ୩ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ନିର୍ବାଚନ ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିଦିବସୀୟ ବୃହତ୍ତମ ଏବଂ ଶେଷ କୂଟନୈତିକ ଆଲୋଚନା ହେବ। ଏହି ଦୁଇ ଦିନିଆ ଆଲୋଚନାରେ ଭାରତ ଏବଂ ଆମେରିକାର ଚାରିଜଣ ବରିଷ୍ଠ…

ମିଜୋରାମରେ ସ୍କୁଲ ଖୋଲିବାରୁ ଛାତ୍ରଛାତ୍ରୀ କରୋନା ସଂକ୍ରମିତ, ପୁଣି ବନ୍ଦ ନିଷ୍ପତ୍ତି

ଆଇଜଲ୍: ଦେଶରେ କରୋନା କାୟା କମୁଥିବା ବେଳେ ମିଜୋରାମରେ ସ୍କୁଲ ଖୋଲିଥିଲା । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିଲା । ୮ ଦିନ ଯାଇଛି, ପୁଣି ଥରେ ସ୍କୁଲ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କାରଣ ସ୍କୁଲ ଖୋଲିବା ପରେ କିଛି ଛାତ୍ରଛାତ୍ରୀ କରୋନା ସଂକ୍ରମିତ…

ହସ୍ପିଟାଲ ବେଡରୁ କପିଲ ଦେବଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଭାରତକୁ ପ୍ରଥମ ବିଶ୍ୱକପ୍ କ୍ରିକେଟ ଟ୍ରଫି ଜିତାଇଥିବା କପିଲ ଦେବ ଫ୍ୟାନଙ୍କ ପାଇଁ ଖୁସିବ ଖବର । ତାଙ୍କର ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚରା ସଫଳ ହେବା ପରେ ସାମନାକୁ ଆସିଛି ଫଟୋ। ହସ୍ପିଟାଲରୁ ବେଡରୁ ତାଙ୍କର ଫଟୋ ଆସିଛି । ଯେଉଁଥିରେ ସେ ସୁସ୍ଥ ଥିବା ନଜର ଆସିଛନ୍ତି । ଦୁଇ…

କରୋନା ପୁନଃ ସଂକ୍ରମଣ ମାମଲା ଚିନ୍ତା ବଢାଇଲା; ବ୍ରିଟେନ୍‌ରେ ପୁଣି ଜାରି ହେଲା ଲକ୍‌ଡାଉନ୍‌

ଲଣ୍ଡନ: କରୋନା ଭୂତାଣୁ ପୂନଃ ସଂକ୍ରମଣ ମାମଲା ଏବେ ଲଣ୍ଡନ୍‌ରେ ଚିନ୍ତା ବଢ଼ାଇ ଦେଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଶୁକ୍ରବାର ଠାରୁ ଲଣ୍ଡନ୍‌ର କେତେକ ଜରୁରୀ ସ୍ଥାନରେ କଡା ଲକଡାଉନ୍ ଜାରି କରିଛନ୍ତି। ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ୱେଲ୍ସରେ ମଧ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପ୍ରକ୍ରିୟା…

ନାଇଜେରିଆ ହିଂସା; ୫୧ ସାଧାରଣ ଜନତା ଏବଂ ୧୮ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ରାଷ୍ଟ୍ରପତି

ଲାଗୋସା: ନାଇଜେରିଆରେ ପୋଲିସର ଅତ୍ୟାଚାର ବିରୋଧରେ ଅନେକ ଦିନ ଧରି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପରେ ହିଂସା ଘଟଣାରେ ଅତି କମ୍‌ରେ ୫୧ ଜଣ ସାଧାରଣ ନାଗରିକ ଏବଂ ୧୮ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଏହି ସୂଚନା ଦେଇଛନ୍ତି।…