Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ସକ୍ରିୟ ମାମଲାରେ ଦେଶର ୭ ନମ୍ବରରେ ଓଡିଶା

ଭୁବନେଶ୍ୱର: କରୋନା ସକ୍ରିୟ ସଂକ୍ରମିତ ମାମଲାରେ ଦେଶର ୭ ନମ୍ବରରେ ପହଁଚିଯାଇଛି ଓଡିଶା । ଏପରିକି ବିହାର, ଆସାମ ଓ ତେଲେଙ୍ଗାନା ଭଳି ରାଜ୍ୟକୁ ଓଡିଶା ପଛରେ ପକାଇଦେଇଛି । ରାଜ୍ୟରେ ଏଯାଏ ୭୮ ହଜାର ୫୩୦ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୨୫ ହଜାର ୭୯୧ ଜଣ ସକ୍ରିୟ ରହିଛନ୍ତି ।…

କିମ୍ ଜୋଙ୍ଗ ଉନ କୋମାରେ, ଭଉଣୀଙ୍କୁ ଦାୟିତ୍ୱ !

ସିଓଲ: ପୁନର୍ବାର ଉତରକୋରିଆର ଏକଚ୍ଛତ୍ରବାଦ ଶାସନ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଖବର ପ୍ରକାଶ ପାଇବାରେ ଲାଗିଛି । କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଏବଂ ସେ କୋମାରେ ଅଛନ୍ତି ବୋଲି ଦକ୍ଷିଣ କୋରିଆର ଡିପ୍ଲୋମାଟ ଚାଙ୍ଗ ସୋଙ୍ଗ ମିନ୍ କହିଛନ୍ତି । ଭଉଣୀ କିମ୍ ୟୋ…

ବର୍ଷ ଶେଷ ସୁଦ୍ଧା ଭାରତକୁ ମିଳିପାରେ କୋଭିଡ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ନୂଆ ଆଶା ଦେଖାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦି ସବୁ କିଛି ଠିକ୍ ରହେ ତେବେ ଚଳିତବର୍ଷ ଶେଷ ସୁଦ୍ଧା ଭାରତକୁ କରୋନା ଟିକା ମିଳିଯାଇପାରେ ।…

ଜଳୁଛି କାଲିଫୋର୍ଣ୍ଣିଆ ଜଙ୍ଗଲ, ୧୨ ହଜାର ଥର ବିଜୁଳି ମାରିଲାଣି

ସାକ୍ରାମେଂଟୋ:କାଲିଫୋଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବା ନାମ ଧରୁ ନାହିଁ । ଧିରେ ଧିରେ ଏହା ଅନ୍ୟ ଅଂଚଳକୁ ବ୍ୟାପିବାକୁ ଲାଗିଲାଣି । ସ୍ଥାନୀୟ ସରକାର ଆପ୍ରାଣ ଉଦ୍ୟମ କରୁଥିଲେ ମଧ୍ୟ ଆଖି ଦୃଶିଆ ସଫଳତା ମିଳୁ ନାହିଁ । ରିପୋର୍ଟ ମୁତାବକ କାଲିଫୋଣ୍ଣିଆ ଜଙ୍ଗଲରେ ନିକଟରେ ୧୫ ଅଗଷ୍ଟ…

ବିହାରରେ ଏକାଠି ନିର୍ବାଚନ ଲଢ଼ିବେ ବିଜେପି, ଜେଡିୟୁ ଓ ଏଲ୍‌ଜେପି

ନୂଆଦିଲ୍ଲୀ: ଆଗକୁ ଆସୁଛି ବିହାର ନିର୍ବାଚନ । ଏବେଠାରୁ ହିଁ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ସମସ୍ତ ରାଜନୈତିକ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି କସରତ । ଏହାରି ଭିତରେ ବିଜେପି କାର୍ଯ୍ୟକାରଣୀ ବୈଠକ ସରିଛି । ନୀତିଶଙ୍କ ନେତୃତ୍ୱରେ ବିଜେପି, ଜେଡିୟୁ ଓ ଏଲ୍‌ପେଜି ଏକାଠି ହୋଇ ବିହାରରେ…

ବିନୋଦ ପରେ ସୋସିଆଲ ସାଇଟରେ ଟ୍ରେଣ୍ଡ କରୁଛି ଆୟୁଷି ବେବଫା ହେ

ନୂଆଦିଲ୍ଲୀ: ସୋସିଆଲ ସାଇଟରେ କେତେବେଳେ କଣ ଟ୍ରେଣ୍ଡ କରିବା ବୁଝିବା କଷ୍ଟକର ବ୍ୟାପାର । ଏବେ କିଛି ଦିନ ହବ ଅଦ୍ଭୁତ ପ୍ରକାର ଟେଣ୍ଡ ଚାଲିଛି । ସୋନମ ଗୁପ୍ତା ବେବଫା ପରେ ହଠାତ୍ ଟ୍ରେଣ୍ଡ କରିଥିଲା ବିନୋଦ । ଏହା ବିଷୟରେ କେହି କିଛି ଜାଣି ନ ଥିଲେ ସୁଦ୍ଧା ଏହା ଟ୍ରେଣ୍ଡ କରିଥିଲା । ଏବେ…

କଂଗ୍ରେସ ସଭାପତି ପଦ ଛାଡିବେ ସୋନିଆ !

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ସଭାପତି ପଦ ଛାଡିବେ ସୋନିଆ ଗାନ୍ଧୀ । ଇଣ୍ଡିଆ ଟୁଡେର ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧୀ ପାର୍ଟି ସହଯୋଗୀଙ୍କୁ କହିଛନ୍ତ ସେ ଅନ୍ତରୀଣ ସଭାପତି ଭାବେ ନିଜର ଏକ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ତାଙ୍କୁ ପାର୍ଟିର ସଭାପତି ପଦରୁ ହଟିବା ଉଚିତ୍ ଏବଂ ପାର୍ଟିକୁ…

ଜଣକ ପ୍ରେମରେ ପଡିଥିଲେ ମା’ ଝିଅ, ଆଉ ତା’ ପରେ…

ଉତ୍ତରପ୍ରଦେଶ: ତ୍ରିକୋଣୀୟ ପ୍ରେମ କାହାଣୀର ବିଶ୍ୱାସଘାତୀ ପରିଣାମ । ଜଣେ ବ୍ୟକ୍ତିକୁ ପ୍ରେମ କରୁଥିଲେ ମା' ଓ ଝିଅ । ହେଲେ ଝିଅ ହାରିଯାଇଥିଲା ପ୍ରେମ ଦୌଡରେ । ପ୍ରେମିକ ସହ ମିଶି ନିଜ ଝିଅ ସହ ମା' ଖେଳିଥିଲା ଖୁନୀ ଖେଳ । ବରେଲିର ଏକ ଲୋମହର୍ଷଣକାରୀ ଘଟଣାରେ ଗୁରୁବାର ୧୯ ବର୍ଷୀୟ…

ନୂଆ ଶିକ୍ଷା ନୀତିକୁ ନେଇ ସବୁ ରାଜ୍ୟକୁ ଚିଠି

ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତି ଲାଗୁ କରିବା ନେଇ ସବୁ ରାଜ୍ୟକୁ ଚିଠି ଲେଖିଲା ଶିକ୍ଷା ମନ୍ତ୍ରାଳୟ । ଶିକ୍ଷା ମନ୍ତ୍ରାଳୟ ସଚିବ ଚିଠି ଲେଖିବା ସହ ଅଧ୍ୟାପକଙ୍କୁ ପରାମର୍ଶ ମଧ୍ୟ ମାଗିଛନ୍ତି । ଏନ୍‌ସିଇଆର୍‌ଟିର ବିଶେଷଜ୍ଞ ଟିମ୍ ପରାମର୍ଶଗୁଡିକର ସମୀକ୍ଷା କରିବେ । ଅଧ୍ୟାପକଙ୍କ ପରାମର୍ଶ…

ଟ୍ରମ୍ପଙ୍କ ନିର୍ବାଚନୀ କ୍ୟାମ୍ପେନ ଭିଡିଓରେ ମୋଦି

ୱାଶିଂଟନ୍‌: ଆମେରିକାର ଦୁଇ ପ୍ରମୁଖ ପାର୍ଟି ଭାରତୀୟ ବଶୋଦ୍ଭବଙ୍କୁ ଆକର୍ଷିତ କରିବା ପାଇଁ କୌଣସି ସୁଯୋଗ ହାତ ଛଡା କରୁନାହାଁନ୍ତି । ନିର୍ବାଚନ ଲାଗି ଡେମୋକ୍ରାଟିକ୍ ପାର୍ଟି ଉପରାଷ୍ଟ୍ରପତି ପଦ ପାଇଁ କମଳା ହେରିସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଟ୍ରମ୍ପ ମଧ୍ୟ ନିର୍ବାଚନୀ କ୍ୟାମ୍ପେନ…