Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାଣନ୍ତୁ, କ’ଣ କହୁଛି ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ

କାନପୁର: ଉତ୍ତରପ୍ରଦେଶ କାନପୁରର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ ସୋମବାର ଦିନ ସାମନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ବିକାଶ ଶରୀରରେ ପାଖାପାଖି ୧୦ଟି କ୍ଷତ ସ୍ଥାନ ସୃଷ୍ଟି ହୋଇଥିଲା । ଯେଉଁଥିରେ ଗୁଳି ବାଜିବାରୁ ୬ଟି ଜାଗାରେ ଆଘାତ ଲାଗିଥିଲା…

ସମୁଦ୍ର ମଧ୍ୟରେ ପଂହଚିଲା କରୋନା, ଚିନ୍ତାରେ ସାରା ଦୁନିଆ

ବୁଏନ୍ସ ଏରିସ୍‌: କରୋନା ଭାଇରସ ବୈଜ୍ଞାନିକମାନଙ୍କ ପାଇଁ ଏବେ ବି ରହସ୍ୟ ସାଜିଛି କହିଲେ ଭୁଲ ହେବନି । ସମସ୍ତ ପ୍ରକାର ବ୍ୟବସ୍ଥା ସତ୍ୱେ କରୋନା ଭାଇରସ ସମୁଦ୍ର ମଧ୍ୟରେ କିପରି ପଂହଚିଲା ତାହା ଏବେ ଚିନ୍ତାର କାରଣ ହୋଇଛି । ରିପୋର୍ଟ ମୁତାବକ ଦକ୍ଷିଣ ଆମେରିକାର ଆର୍ଜେଂଟିନାରେ ଏହିଭଳି ଘଟଣା…

ଆସୁଛି ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ୍ “ସୁଇସାଇଡ୍ ଅର୍ ମର୍ଡର୍”

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା । ତାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା ସଚ୍ଚିନ ତିୱାରୀଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଖୁବ୍‌ଶୀଘ୍ର ସଚ୍ଚିନ ତିୱାରୀ ବିଜୟ ଶେଖର ଗୁପ୍ତାଙ୍କ…

କେରଳ ସୁନା ସ୍ମଗଲିଂ କେସ୍ : ବର୍ଷକ ମଧ୍ୟରେ ୨୩୦ କେଜି ସୁନା ଚୋରା ଚାଲାଣ

ଥିରୁଭାନ୍ତପୁରମ: କେରଳର ସୁନା ସ୍ମଗଲିଂ କେସ୍ ପ୍ରତ୍ୟେକ ଦିନ ନୂଆ ନୂଆ ଗୁମର ଖୋଲୁଛି । ସୋମବାର ଏନଆଇଏ ହାତରେ ବଡ ପ୍ରମାଣ ଲାଗିଛି । ବର୍ଷକ ମଧ୍ୟରେ ୨୩୦ କେଜି ସୁନା ୟୁଏଇରୁ ଥିରୁଭାନ୍ତପୁରମକୁୂ ଚୋରା ଚାଲାଣ ହୋଇଛି । ଜୁଲାଇରେ ୫ରେ ୧୫ କୋଟି ଟଙ୍କାର ସୁନା ଚୋରା ଚାଲାଣ ହେଉଥିବା ବେଳେ…

ସୁସ୍ଥ ହେବାପରେ କାର୍ଯ୍ୟରେ ଯୋଗ ଦେବେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସରେ ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସାରତ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ହେବା ପରେ ସେ ସୋମବାର ଦିନ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଦକ୍ଷିଣ ଦିଲ୍ଲୀ ସ୍ଥିତ ମେକ୍ସ ହସ୍ପିଟାଲରେ ପ୍ଲାଜମା…

ସୁଶାନ୍ତ ସିଂ କେସ୍ : ଓକିଲ ସୀମା ସମୃଦ୍ଧି ମୁମ୍ବାଇ ପୋଲିସ ଭୂମିକା ନେଇ ସନ୍ଦେହ ବ୍ୟକ୍ତ କଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସ୍ ନେଇ ମୁମ୍ବାଇ ପୋଲିସ କାହିଁକି ସିବିଆଇ ଯାଂଚ ପାଇଁ ନ କହିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁମ୍ବାଇ ପୋଲିସର ଭୂମିକା ନେଇ ନିର୍ଭୟ କେସର ଓକିଲ ସୀମା କୁଶୱାହ(ସମୃଦ୍ଧି) ସନ୍ଦେହ ବ୍ୟକ୍ତ କରିଛନ୍ତି । ୧୪ ଜୁନରୁ ମୁଁ ଏହା ଏକ ଆତ୍ମହତ୍ୟା କେସ୍…

ଚଳଚଂଚଳ ବଲିଉଡ; ଆଗକୁ ଆସୁଛି କ୍ୟାଟ୍ରିନା କୈଫ୍‌ଙ୍କ ଫୋନ୍ ଭୂତ୍ !

ମୁମ୍ବାଇ: ପୁଣି ଚଳଚଂଚଳ ଟିନ୍‌ସେଲ୍ ଟାଉନ୍ । ଆରମ୍ଭ ହେଲାଣି ବଡ ପରଦାର ସୁହାନା ସଫର । ଖୁବ ଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ କ୍ୟାଟ୍ରିନା କୈଫ୍‌ଙ୍କ ସୁପର୍ ନାଚୁରାଲ୍ ହରର୍ କମେଡି ଫିଲ୍ମ "ଫୋନ୍ ଭୂତ" । View this post on Instagram…

କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ ଜଲଓ୍ୱା, ଦେଖନ୍ତୁ ଭିଡିଓ

ବେଙ୍ଗାଳୁରୁ: ବାଜୁଛି ମ୍ୟୁଜିକ୍ । ଜମୁଛି ଡ୍ୟାନ୍ସ ଜଲଓ୍ୱା । ଗୀତର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ । କୌଣସି ଷ୍ଟେଜ ପରଫରମାନ୍ସ ପାଇଁ ରିହରସାଲ୍ ଭଳି ଲାଗୁଛି । କିନ୍ତୁ ସେମିତି କିଛି ନୁହେଁ । କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ । ଏମିତି ଏକ ଭିଡିଓ ଏବେ ସାମନାକୁ ଆସିଛି କର୍ଣ୍ଣାଟକର…

ରେକର୍ଡ ଭାଙ୍ଗୁଛି କରୋନା: ଦେଶରେ ୧୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୪୦ ହଜାରରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୪୦,୪୨୫ ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୧ ଜଣ ପ୍ରାଣ ହରାଇଛନ୍ତି । ଦେଖୁ ଦେଖୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା…

ଏକ ଚମତ୍କାରୀ ଶିବଲିଙ୍ଗ: ଯେଉଁଠି ଆପଣାଛାଏଁ ହୁଏ ଜଳାଭିଷେକ

ଭୁବନେଶ୍ୱର: ଶିବ ଓ ଚମତ୍କାରିତା ପରସ୍ପର ପରିପୁରକ । ଯେଉଁଠି ଶିବ ସେଇଠି ଚମତ୍କାର। ସେହିଭଳି ଶିବଙ୍କ ଚମତ୍କାରର ଏକ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳେ ଝାଡଖଣ୍ଡର ରାମଗଡଠୁ ୮ କି.ମି ଦୂରରେ ଅବସ୍ଥିତ ଶିବମନ୍ଦିରରେ । ଏହି ମନ୍ଦିରଟି ଚୋଟୀ ଝରଣା ନାମରେ ପ୍ରସିଦ୍ଧି ଅର୍ଜନ କରିଛି । ଏଠାରେ…