Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ଏମ୍ସରେ ଆଜିଠୁ କୋଭାକସିନର ହ୍ୟୁମାନ ଟ୍ରାଏଲ 

ନୂଆଦିଲ୍ଲୀ: କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ବଢୁଛି ଆଶା। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମ୍ସରେ ଆଜିଠାରୁ କୋଭାକସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ, ଏହି ପରୀକ୍ଷଣ ପ୍ରଥମେ ୧୦୦…

ଓଡ଼ିଶାର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର: ଭାରତର ସ୍ବାଧୀନତା ଆନ୍ଦୋଳନରେ ନିଜର ଅବଦାନ ପାଇଁ ଓଡିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଗଷ୍ଟ ୯ ତାରିଖରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଅଗଷ୍ଟ ୯ ରେଏହି ସମ୍ମାନ ଜନକ ପୁରସ୍କାର ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ । ଏହି…

ବ୍ଲାକ୍‌ରକ୍ ଆଣ୍ଡ୍ରଏଡ୍ ଭାଇରସ୍‌; କେତେ ସୁରକ୍ଷିତ ଆମେ ?

ଭୁବନେଶ୍ୱର: ପୁଣି ବିପଦରେ ସାଧାରଣ ଲୋକେ । ହେଲେ ଏଠି କରୋନା କଥା ଉଠିନି ବରଂ ସାମ୍ନାକୁ ଆସିଛି ନୂଆ ଆଣ୍ଡ୍ରଏଡ୍ ଭାଇରସ୍ ବ୍ଲାକରକ୍ । ଏହି ଭାଇରସ୍ ସ୍ମାର୍ଟଫୋନରେ ବ୍ୟବହାର ହେଉଥିବା ୩୭୭ଟି ଆପ୍ଲିକେସନ୍‌ରୁ ଆପଣଙ୍କ ପାସ୍‌ୱାର୍ଡ ଓ କ୍ରେଡିଟ୍ କାର୍ଡ ବିବରଣୀ ଚୋରି କରିବାରେ ସିଦ୍ଧହସ୍ତ ।…

କରୋନା ଔଷଧ ‘ଫାବିଫ୍ଲୁ’କୁ ନେଇ ଗ୍ଲେନମାର୍କକୁ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ: କରୋନା ଔଷଧ ‘ଫାବିଫ୍ଲୁ’କୁ ନେଇ ମିଥ୍ୟା ଦାବି ଏବଂ ଏକାଧିକ ମୂଲ୍ୟ ଯୋଗୁଁ ଔଷଧ କମ୍ପାନୀ ଗ୍ଲେନମାର୍କକୁ କାରଣ ଦର୍ଶାଅ ନୋଟିସ ଜାରି । ‘କେନ୍ଦ୍ରୀୟ ଡ୍ରଗ୍‌ସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (ସିଡିଏସ୍‌ସିଓ) କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ନୋଟିସ୍‌ରେ…

ଜାପାନର ସମସ୍ତ କମ୍ପାନୀ ଚୀନ ଛାଡିବେ !

ଟୋକିଓ: ଚୀନ ଉପରେ ଜାପାନ ଏକ କଠୋର ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛି । ସୀମା ବିବାଦ ଏବଂ କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏବେ ଚୀନର ଶତ୍ରୁ ହୋଇଛନ୍ତି । ଏହି ଅବସରରେ ଚୀନରେ ଥିବା ସମସ୍ତ ଜାପାନ କମ୍ପାନୀଗୁଡିକୁ ସ୍ୱଦେଶ ଫେରାଇ ଆଣିବା ସରକାର ବିଚାର କରୁଛି । ଜାପାନ ନିଜର…

ବଜାରକୁ ଆସିଲା ସୁନା, ରୂପାରେ ତିଆରି ମାସ୍କ

କୋଏମ୍ବଟୁର: କରୋନା କାଳରେ ସବୁଠାରୁ ଅଧିକ ଚାହିଦା ରହିଛି ମାସ୍କର । ଏହାକୁ ବିଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଉଛି । କେତେକ ବ୍ୟକ୍ତିବିଶେଷ ସୁନାର ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଏହାକୁ ଦେଖି କୋଏମ୍ବଟରରେ ଜଣେ ଗହଣା ଦୋକାନୀ ସୁନା ଓ ରୂପାର ମାସ୍କ ବିକ୍ରି କରିବା ଆରମ୍ଭ…

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୬ କୋଟି ଫଲୋଅର୍ସ

ଭୁବନେଶ୍ୱର: ବଢିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁଗାମୀଙ୍କ ସଂଖ୍ୟା ୬ କୋଟି ଛୁଇଁଛି । ବର୍ତ୍ତମାନ ୬ କୋଟିରୁ ଅଧିକ ଲୋକ ଟ୍ୱିଟରରେ ମୋଦିଙ୍କୁ ଅନୁସରଣ କରୁଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ୨ହଜାର…

ଘରେ ପଶିଲା ଚିତା ବାଘ, କୁକୁରକୁ ମାରି ସାଙ୍ଗରେ ନେଇଗଲା

ଉତ୍ତରାଖଣ୍ଡ: ଜନବସତି ମୁହାଁ ହେଲେଣି ବନ୍ୟଜନ୍ତୁ । କେତେବେଳେ ହାତୀଙ୍କ ଉତ୍ପାତ ତ କେବେ ଘରେ ପଶିଲାଣି ବାଘ । ଏମିତି ଏକ ଘଟଣା ଏବେ ସାମନାକୁ ଆସିଛି ଉତ୍ତରାଖଣ୍ଡରୁ । ଘରେ ପଶିଲା ଚିତା ବାଘ । କୁକୁରକୁ ଆକ୍ରମଣ କଲା । ମାରି ସାଙ୍ଗରେ ନେଇଗଲା । ଘରେ ଲାଗିଥିବା ସିସିଟିଭରେ କଏଦ ହୋଇଛି…

ଅଗଷ୍ଟ ୫ରେ ରାମ ମନ୍ଦିର ପାଇଁ ଭୂମି ପୂଜନ, ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ପାଇଁ ସ୍ଥିର ହେଲା ଭୂମି ପୂଜନ ତାରିଖ । ଅଗଷ୍ଟ ୫ ତାରିଖ ଅଯୋଧ୍ୟାରେ ଭୂମି ପୂଜନ ହେବ । ଆସିବେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି । ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ…

ଭାଇରାଲ୍ ପୋଷ୍ଟମୋର୍ଟମ୍: କାହିଁକି ଝାଡଖଣ୍ଡରେ ଉଠିଥିଲା ପାକିସ୍ତାନ ଓ ବଙ୍ଗଳାଦେଶକୁ ନେଇ ଝଡ ?

ଭୁବନେଶ୍ୱର: ଆମେ ରହୁଛନ୍ତି ଭାରତରେ ହେଲେ ଶିଖିବା ପାକିସ୍ତାନୀ ଓ ବଙ୍ଗଳାଦେଶୀ ଜାତୀୟ ସଙ୍ଗୀତ ! କଥାଟା ଅଖାଡୁଆ ଲାଗୁଥିଲେ ବି କିଛି ଏପରି ଘଟଣା ଘଟିଛି ଝାଡଖଣ୍ଡରେ । ଏ ଘଟଣାଟା କେତେଦୂର ସତ । ଆସନ୍ତୁ ଜାଣିବା ଆଜିର ଭାଇରାଲ୍ ପୋଷ୍ଟମୋର୍ଟମ୍‌ରେ । ଏହି ସମସ୍ତ  ଖବର କାଗଜ ଉପରେ ଟିକେ…