Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହୁରିୟତ କନଫରେନ୍ସରୁ ଇସ୍ତଫା ଦେଲେ ସୟଦ ଅଲୀ ଶାହ ଗିଲାନୀ

ଶ୍ରୀନଗର: ହୁରିୟତ କନଫରେନ୍ସରୁ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀ ଇସ୍ତଫା ଦେଇଛନ୍ତି । ୯୦ ବର୍ଷୀୟ ଗିଲାନୀ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ହୁରିୟତ କନଫରେନ୍ସ ଫୋରମରେ ଯାହା ସବୁ ଚାଲିଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ମୁଁ ପୂରା ଫୋରମରୁ ଇସ୍ତଫା ଦେଉଛି । ମୁଁ ଏ…

ହାର୍ଲେ ଡାଭିଡସନ ବାଇକ ଚଲାଇଲେ ଜଷ୍ଟିସ ବୋବ୍‌ଡେ

ନୂଆଦିଲ୍ଲୀ: ହାର୍ଲେ ଡାଭିଡସନ ବାଇକରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ମାଇଁ ଲର୍ଡ ଚଲାଇଲେ ଲଗଜୁରିଅସ୍ ଦମୀ ବାଇକ୍ । ରବିବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏସ ବୋବ୍‌ଡେଙ୍କ ନୂଆ ଅନ୍ଦାଜ ଦେଖିବାକୁ ମିଳିଛି । ନାଗପୁରରେ ଏକ ହାର୍ଲେ ଡାଭିଡସନ ବାଇକରେ ବୋବ୍‌ଡେ…

କରୋନା ସଂକ୍ରମଣରେ ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କ ମୃତ୍ୟୁ

ଢାକା: ବାଂଲାଦେଶ ପ୍ରତିରକ୍ଷା ସଚିବ ଅବଦୁଲ୍ଲା ଅଲ ମୋହସିନ୍ ଚୌଧୁରୀ କରୋନା ସଂକ୍ରମଣରେ ସୋମବାର ସକାଳେ ଢାକା ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଜଣେ ସରକାରୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅବଦୁଲ୍ଲାଙ୍କୁ ଗତ ମେ…

ଜମ୍ମୁ-କଶ୍ମୀର, ଉତରାଖଣ୍ଡ ସଡକ ନିର୍ମାଣ ପାଇଁ ୧୬୯୧ କୋଟି ଟଙ୍କା ମଂଜୁର କଲା ସରକାର

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଏବଂ ଉତ୍ତରାଖଣ୍ଡରେ ରାଜପଥ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧,୬୯୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୀମା ସଡ଼କ ସଂଗଠନ (ବିଆର୍‌ଓ) ଦ୍ୱାରା ଏହି ରାଜପଥ କାର୍ଯ୍ୟ କରାଯାଉଛି । ଏଥିମଧ୍ୟରୁ ୧,୩୫୧.୧୦ କୋଟି ଟଙ୍କା ଜମ୍ମୁ-କାଶ୍ମୀରର ବିଆର୍‌ଓ ପାଇଁ ଉଦ୍ଦିଷ୍ଟ…

ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କୀ ହମଲା

କରାଚି ସ୍ଥିତ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ପ୍ରାଥମିକ ଭାବରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ଗଣମାଧ୍ୟମର ତଥ୍ୟ ଅନୁସାରେ, ଜବାବୀ ହମଲାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁଳି ବିନିମୟରେ ଆହତ ହୋଇଛନ୍ତି କିଛି…

ଯୁଦ୍ଧୋନ୍ମାଦନାର ଉତ୍ପାତରେ ଅଶାନ୍ତ ଏସିଆ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କରୋନା ମହାମାରୀ ବିରୁଦ୍ଧରେ ସାରା ବିଶ୍ୱ ଲଢୁଛି । ସବୁଦେଶ କହୁଛନ୍ତି - ଆମେ କରୋନା ବିରୁଦ୍ଧରେ ଯୁଦ୍ଧ କରୁଛୁ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ କ୍ଷୁଦାଦ୍ରୀକ୍ଷୁଦ୍ର ଅଦୃଶ୍ୟ ଭୂତାଣୁ କରୋନାକୁ କେହି ପରାସ୍ତ କରିପାରୁନାହାଁନ୍ତି । ମୃତ୍ୟୁ…

ଗୋଇନ୍ଦା ବିଭାଗ ରିପୋର୍ଟ : ନେପାଳ ସୀମା ଦେଇ ବିହାରରେ ପ୍ରବେଶ ଲକ୍ଷ୍ୟରେ ଆତଙ୍କବାଦୀ

ପାଟନା: ନେପାଳ ସହ ସୀମା ବିବାଦର ଫାଇଦା ଉଠାଇବା ଲକ୍ଷ୍ୟରେ ପାକିସ୍ତାନ ଆତଙ୍କବାଦୀ ରହିଛନ୍ତି । ଗୋଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ତାଲିବାନ ଓ ଜୈଶ ଏ ମହମ୍ମଦର ଆତଙ୍କବାଦୀ ନେପାଳ ରାସ୍ତା ଦେଇ ବିହାରରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛନ୍ତି । ଏଥିପାଇଁ ବିହାରକୁ ହାଇ ଆଲର୍ଟରେ ରହିବା…

ଆସାମରେ ବନ୍ୟା ସ୍ଥିତି: ୯.୨୬ ଲକ୍ଷ ଲୋକ ପ୍ରଭାବିତ, ୨୦ ମୃତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୨,୦୭୧ ଗ୍ରାମର ୯.୨୬ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବନ୍ୟା ରିପୋର୍ଟ ଅନୁଯାୟୀ ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବିପଦ ସଙ୍କୁଳ ସ୍ଥିତିରେ ଥିବା…

ହିଜବୁଲ କମାଣ୍ଡର ମସୁଦ ମୃତ୍ୟୁ ସହ ଜମ୍ମୁ କାଶ୍ମୀର ଡୋଡା ଆତଙ୍କୀ ଫ୍ରି

ଜମ୍ମୁ କାଶ୍ମୀର: ଉପତ୍ୟକାରେ ସୁରକ୍ଷା ବାହିନୀ ଚଳାଇଛି ଆତଙ୍କୀ ନିପାତ ଅଭିଯାନ । ଖୋଜି ଖୋଜି ଆତଙ୍କବାଦୀଙ୍କ ଖେଳ ଖତମ କରାଯାଉଛି । କାଶ୍ମୀର ଘାଟିରେ ଆତଙ୍କର ଗଡ଼ କୁହାଯାଉଥିବା ତ୍ରାଲ ଆତଙ୍କୀ ମୁକ୍ତ ହୋଇଥିବା ବେଳେ ଜମ୍ମୁରେ ମିଳିଛି ବଡ଼ ସଫଳତା । ଡୋଡା ଜିଲ୍ଲାକୁ ଆତଙ୍କୀବାଦୀଙ୍କ…

ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ମଧ୍ୟପ୍ରଦେଶରେ ଅତିରିକ୍ତ ଦାୟିତ୍ୱ

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ । ରାଷ୍ଟ୍ରପତି ଭବନରୁ ଜାରି ହୋଇଛି ଏସମ୍ପର୍କିତ ବିଜ୍ଞପ୍ତି । ମଧ୍ୟପ୍ରଦେଶ ରାଜ୍ୟପାଳ ଥିବା ଲାଲଜୀ ଟଣ୍ଡନଙ୍କ ବର୍ତ୍ତମାନ ଅସୁସ୍ଥ ଅଛନ୍ତି । ଗତ ୧୧ ତାରିଖରୁ ଲକ୍ଷ୍ନୌର ଏକ ହସ୍ପିଟାଲରେ…