Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୯ ହଜାରରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୫,୪୮,୩୧୮କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର: ସେନା ଗୁଳିରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଖୁଲଚୋହର ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ । ଏଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ଉଦ୍ୟମ ଚାଲୁ ରହିଥିବା କହିଛନ୍ତି କଶ୍ମୀର…

ଲଗାତାର ବଢି ଚାଲିଛି ତୈଳ ଦର: ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ  

ନୂଆଦିଲ୍ଲୀ:ଦେଶରେ ଲଗାତାର ବଢି ଚାଲିଛି ତୈଳଦର । କରୋନା ସଙ୍କଟ ମଧ୍ୟରେ ଖାଉଟିଙ୍କ ଚିନ୍ତା ବଢ଼ାଉଛି ତୈଳଦର । ଲଗାତାର ୨୧ ଦିନ ବୃଦ୍ଧି ପରେ ଗତକାଲି ଏହା ସ୍ଥିର ରହିଥିଲା । ଗୋଟିଏ ଦିନର ସ୍ଥିରତା ପରେ ଆଜି ପୁନଃ ପେଟ୍ରୋଲ ଲିଟର ପିଛା ୦୫ ପଇସା ଓ ଡିଜେଲ ୧୩ ପଇସା ବୃଦ୍ଧି ଘଟିଛି ।…

ବିଶ୍ୱରେ ୧ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁସ୍ଥ ହେଲେଣି ୫୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ

ନୂଆଦିଲ୍ଲୀ: ବିଶ୍ୱରେ କୋଟିଏ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାହୁଁଚାହୁଁ ଏହି ମହାମାରୀ ସାରା ବିଶ୍ଵରେ ବିଜୁଳି ବେଗରେ ଛାଇ ଗଲାଣି । ସଦ୍ୟତମ ରିପୋର୍ଟ ଅନୁଯାୟୀ,ବିଶ୍ବରେ କୋରୋନା ପଜିଟିଭଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୪୨ ହଜାର ୯୩୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫…

ଚୀନ୍ ବିରୋଧରେ ପ୍ରତିବାଦ: କମ୍ପାନୀ ଟି-ସାର୍ଟ ପୋଡିଲେ ଜୋମାଟୋ କର୍ମଚାରୀ

କୋଲକାତା: ଫୁଡ଼ ଡେଲିଭରି ଆପ୍ ଜୋମାଟୋ କର୍ମଚାରୀମାନେ କମ୍ପାନୀ ଟି-ସାର୍ଟ ପୋଡି ଲଦାଖରେ ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ବିରୋଧ ପ୍ରଦର୍ଶନ କରିଛନ୍ତି । ଚାଇନାର ପୁଞ୍ଜି ବିନିଯୋଗକୁ ବିରୋଧ କରି କେତେକ କର୍ମଚାରୀ ମଧ୍ୟ ଜୋମାଟୋରୁ ଚାକିରି ଛାଡିଛନ୍ତି। ଚାଇନାର ଆଲିବାବା…

ବଜାରକୁ ଆସିବ ସ୍ମାର୍ଟ ଫେସ୍ ମାସ୍କ; କରିହେବ ଫୋନ୍ କଲ୍‌ !

ଜାପାନ: କରୋନାଭାଇରସ୍‌କୁ ନେଇ ଅସ୍ତବ୍ୟସ୍ତ ଜନଜୀବନ । ଏପରି ସ୍ଥିତିରେ ଖୁବ ଶୀଘ୍ର ବଜାରକୁ ଆସିବ ସ୍ମାର୍ଟ ଫେସ୍ ମାସ୍କ । ଯେଉଁଥିରେ ଫୋନ୍ କଲ୍ ଭଳି ସୁବିଧା ଉପଲବ୍ଧ ହେବ । ତାଜା ସ୍ଥିତିରେ ରାଜ୍ୟ, ଦେଶ ତଥା ବିଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ସାଧାରଣତଃ ଲୋକେ ମାସ୍କ…

ଯୋଗଗୁରୁ ବାବା ରାମଦେବ ଏବଂ ୪ ଜଣଙ୍କ ବିରୁଦ୍ଧରେ ଏଫଆଇଆର୍

ଜୟପୁର: କରୋନା ସମ୍ପର୍କୀତ ଔଷଧ କୋରୋନିଲ୍ ବାହାର କରି ଯୋଗଗୁରୁ ବାବା ରାମଦେବ ଏବେ ଅଡୁଆରେ ପଡିଛନ୍ତି । ତାଙ୍କ ନାମରେ ଜୟପୁରର ଜଣେ ଓକିଲଙ୍କ ଅଭିଯୋଗ କ୍ରମେ ପୋଲିସ ଏଫଆଇଆର ରୁଜୁ କରିଛି ।  ପୋଲିସ ଉପାୟୁକ୍ତ ଅଶୋକ ଗୁପ୍ତା କହିଛନ୍ତି  ପତଞ୍ଜଳୀ ଆୟୁର୍ବେଦ ଦ୍ୱାରା କରୋନା ଭାଇରସ ସଂକ୍ରମଣର…

ଦିଲ୍ଲୀରେ ତିଆରି ହେଲା ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର

ନୂଆଦିଲ୍ଲୀ: ଦିଲ୍ଲୀରେ ତିଆରି ହୋଇଛି ବିଶ୍ୱର ସବୁଠାରୁ ବଡ କୋଭିଡ ସେଣ୍ଟର । ଦିଲ୍ଲୀର ଛତରପୁର ଅଞ୍ଚଳରେ ରାଧା ସ୍ୱାମୀ ସତସଙ୍ଗ ବେସ୍ କ୍ୟାମ୍ପରେ ୧୦ ହଜାର ଶଯ୍ୟା ବିଶିଷ୍ଟ କରୋନା ସେଂଟର ତିଆରି କରାଯାଇଛି । ଏହାକୁ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।…

ଜମ୍ମୁ-କଶ୍ମୀରରେ ସରକାରଙ୍କ ନିର୍ଦ୍ଦେଶ: ସୁରକ୍ଷାବଳ ପାଇଁ ସ୍କୁଲ ଖାଲି କର

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସରକାରଙ୍କ ଏକ ନିର୍ଦ୍ଦେଶ ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ରିପୋର୍ଟ ମୁତାବକ କେନ୍ଦ୍ର ସରକାର ୨ ମାସ ପାଇଁ ଏଲପିଜି ସିଲିଣ୍ଡର ଷ୍ଟକ ରଖିବା ସହ ସୁରକ୍ଷାବଳ ପାଇଁ ସ୍କୁଲ ଖାଲି କରିବାକୁ କହିଛନ୍ତି । ଭାରତ-ଚୀନ ସଂଘର୍ଷ ସମୟରେ ସରକାରଙ୍କ ଏହି…

ଗିଲଗିଟ-ବାଲ୍ଟିସ୍ତାନରେ ଅଗଷ୍ଟ ୧୮ରେ ପାକିସ୍ତାନ ନିର୍ବାଚନ କରିବ : ଭାରତର ବିରୋଧ

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ଆଉ ଏକ ଘଟଣା ସମ୍ମୁଖକୁ ଆସିଛି । ୧୮ ଅଗଷ୍ଟରେ ଗିଲଗିଟ-ବାଲ୍ଟିସ୍ତାନରେ ପାକିସ୍ତାନ ନିର୍ବାଚନ କରିବା ପାଇଁ ଯୋଜନା କରୁଛି । ଯାହାକୁ ଭାରତ ପକ୍ଷରୁ କଡା ବିରୋଧ କରାଯାଇଛି । ପାକିସ୍ତାନ ସୁପ୍ରିମକୋର୍ଟର ଅନୁମତି ପାଇବା ପରେ…