Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବର୍ଷାରେ ମୟାନଗରୀର ହାଲ ବେହାଲ

ମୁମ୍ବାଇ: ମୟାନଗରୀରେ ପ୍ରବଳ ବର୍ଷା । ବାଦଲା ଫଟା ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ । ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଜୁଆଡେ ଦେଖିବ ଖାଲି ପାଣି ଆଉ ପାଣି । ରାସ୍ତା ଘାଟ, ଟ୍ରେନ୍ ଟ୍ରାକ୍ ଚାରିଆଡେ ପାଣି ଭର୍ତ୍ତି ହୋଇଛି । ବର୍ଷା ଯୋଗୁଁ ମୁମ୍ବାଇର ହାଲ ପୁରା ବେହାଲ ହୋଇପଡିଛି…

କୋଭିଡ ପ୍ୟାକେଜର ଦ୍ୱିତୀୟ କିସ୍ତି ରିଲିଜ, କେନ୍ଦ୍ର ଦେଲା ୮୯୦. ୩୨ କୋଟି

ନୂଆଦିଲ୍ଲୀ: ପୁରା ଦେଶରେ ମାଡି ଚାଲିଛି ମାରତ୍ମକ ମହାମାରୀ କରୋନା । ଦିନକୁ ଦିନ ସଂକମଣ ବଢ଼ିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ରିଲିଜ କରିଛନ୍ତି । ୮୯୦. ୩୨ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍…

ରେପୋ ରେଟ୍ ଅପରିବର୍ତ୍ତିତ ରହିଛି: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଭାରତର ଅର୍ଥନୀତି ଏକପ୍ରକାର ମାନ୍ଦା ହୋଇପଡିଛ । ଏପରି ସମୟରେ ଆରବିଆଇ ଏମପିସି)ର ତୃତୀୟ ତ୍ରୟମାସିକ ବୈଠକ ପରେ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆଜି ଦିନ ୧୨ଟାରେ ମୁଦ୍ରାନୀତିର…

ଆରବିଆଇର ନୂଆ ନିୟମ; ସୁନା ଗହଣା ଉପରେ ମିଳିବ ୯୦% ଲୋନ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଭାରତର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଏପରି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆଜି ଦିନ ୧୨ଟାରେ ମୁଦ୍ରାନୀତିର ସମୀକ୍ଷା କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ବ୍ୟାଙ୍କ ଏବେ ସୁନା ଗହଣା ଉପରେ ୯୦ ପ୍ରତିଶତ…

ହୀରୋସୀମା, ନାଗାସାକି ଉପରେ ପରମାଣୁ ଆକ୍ରମଣର ୭୫ ବର୍ଷ ପୂର୍ଣ୍ଣ : ମଣିଷକୃତ ପ୍ରଥମ ବିଭୀଷିକା ସୃଷ୍ଟି କରିଥିଲେ ଲିଟିଲ…

ପୁରୀ: ଜାପାନର ହୀରୋସୀମା ଓ ନାଗାସାକି ଉପରେ ୬ ଅଗଷ୍ଟ ୧୯୪୫ରେ ଆମେରିକା ପରମାଣୁ ଆକ୍ରମଣ କରିଥିଲା । ଏହା ପରେ  ମାନବ ଇତିହାସରେ ଏହା କଳଙ୍କିତ ଦିବସ ହୋଇ ରହିଗଲା । ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଅଲିଭା ଦାଗ ଏବେ ମଧ୍ୟ ରହିଛି । କ୍ଷମତା, ଅହଙ୍କାର ଓ ଯୁଦ୍ଧ ପ୍ରବୃତି କଣ କ୍ଷତି ଘଟିପାରେ…

ଆତ୍ମହତ୍ୟା କଲେ ଟେଲିଭିଜନ ଜଗତର ଆଉ ଏକ କଳାକାର

ମୁମ୍ବାଇ: ଆତ୍ମହତ୍ୟାର ବାଟ ବାଛି ନେଲେ ଟେଲିଭିଜନ ଜଗତର ଆଉ ଜଣେ ଲୋକପ୍ରିୟ କଳାକାର ସମୀର ଶର୍ମା। ମୁମ୍ବାଇ ମଲାଡସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ବୁଧବାର ରାତିରେ ଡ୍ୟୁଟିରେ ଥିବା…

ଚୀନକୁ ଆଉ ଏକ ଧକ୍କା : ୨୫୦୦ ୟୁଟ୍ୟୁବ ଚ୍ୟାନେଲ ଡିଲିଟ କଲା ଗୁଗଲ

ବେଜିଂ: କରୋନା ଚୀନ ପାଇଁ କାଳ ହୋଇଛି କହିଲେ ଭୁଲ ହେବ ନାହିଁ । ହାତଗଣତି କେତେକ ଦେଶ ଛାଡି ଦେଲେ ପୃଥିବୀର ଅନେକ ଦେଶ ଖୋଲାଖୋଲି ଭାବେ ଚୀନକୁ ବିରୋଧ କରୁଛନ୍ତି । ଭାରତର ଆପ ଆଟାକ ପରେ ଏବେ ଚୀନକୁ ଆଉ ଏକ ଝଟକା ଦେଇଛି ଗୁଗଲ । ରିପୋର୍ଟ ମୁତାବକ ଚୀନର ୨୫୦୦ ୟୁଟ୍ୟୁବ ଚ୍ୟାନେଲକୁ ଗୁଗଲ…

ଶ୍ୱେତା ଶେୟାର କଲେ ସୁଶାନ୍ତ ଓ ମହାଦେବଙ୍କ ମିଳିତ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ସିବିଆଇକୁ ହସ୍ତାନ୍ତର ହେବା ପରେ ପରିବାର ଲୋକ ନ୍ୟାୟ ମିଳିବା ନେଇ ଆଶାବାଦୀ ହୋଇ ଉଠିଛନ୍ତି । ଏହି ଅବସରରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତି ସୋସିଆଲ ସାଇଟରେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହା ପ୍ରଶଂସକଙ୍କ ମନୋବଳ ବଢ଼ାଇଛି । ସୁଶାନ୍ତ ଏବଂ…

ଟ୍ରମ୍ପଙ୍କ ଉପରେ ଟ୍ୱିଟରର କଟକଣା

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରାମ୍ପଙ୍କ ଉପରର କଟକଣା ଲାଗାଇଲା ଟ୍ୱିଟର । ଟ୍ୱିଟର ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଉପରେ ଅସ୍ଥାୟୀ ରୋକ ଲଗାଇଛି । ଟ୍ୱିଟର ଅଭିଯୋଗ ମୁତାବକ, ଟ୍ରମ୍ପ ମହାମାରୀ କରୋନା ଭୂତାଣୁକୁ ନେଇ ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ସେୟାର…

ଆତଙ୍କବାଦୀଙ୍କ ଗୁଳିରେ ଟଳିଲେ ଆଉ ଜଣେ ବିଜେପି ସରପଞ୍ଚ

ଜମ୍ମୁ କଶ୍ମୀର: ଦକ୍ଷିଣ କଶ୍ମୀରର କୁଲଗାମରେ ଗୁଳି କରି ଜଣେ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । କ୍ୱାଜିଗୁଣ୍ଡ ବ୍ଲକ ଅନ୍ତର୍ଗତ ବେସୁର ବିଜେପି ସରପଞ୍ଚଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର…