Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜିଓ ପ୍ଲାଟଫର୍ମସ୍‌ରେ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ‘ମୁବାଦଲା’

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌)ରେ ଆବୁଧାବି ସ୍ଥିତ ନିବେଶକ ସଂସ୍ଥା ମୁବାଦଲା ଇନଭେଷ୍ଟମେଂଟ୍ କଂପାନି (ମୁବାଦଲା) ୯,୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଜିଓ…

ଆର୍‌ଆଇଏଲ୍‌ର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍‌ସ୍ ଇସ୍ୟୁ ୧.୫୯ ଗୁଣା ଅଧିକ ସବ୍‌ସ୍କ୍ରାଇବ୍ ହୋଇ ଶେଷ ହେଲା

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସଫଳତାର ସହ ଭାରତର ସର୍ବବୃହତ ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍‌ସ୍ ଇସ୍ୟୁକୁ ସମ୍ପନ୍ନ କରିଛି । ଏହି ରାଇଟ୍‌ସ ଇସ୍ୟୁ ପ୍ରାୟ ୧.୫୯ ଗୁଣା ଅଧିକ ସବ୍‌ସ୍କ୍ରାଇବ୍ ହୋଇଛି, ଯାହା ୮୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିବଦ୍ଧତା ସୂଚିତ…

ଜୁନ୍ ୧୫ ପର୍ଯ୍ୟନ୍ତ ଅନଲାଇନରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିପାରିବେ ଇଗନୋ ଛାତ୍ରଛାତ୍ରୀ

ଜୁନ ମାସରେ ହେବାକୁ ଥିବା ପରୀକ୍ଷା ଲାଗି  ଅନଲାଇନରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିପାରିବେ ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଇଗନୋର ଛାତ୍ରଛାତ୍ରୀ  । ଛାତ୍ରଛାତ୍ରୀ ନିଜର ଆସାଇନମେଣ୍ଟ ବା ପ୍ରୋଜେକ୍ଟ ରିପୋର୍ଟ ଭଲଭାବେ ପ୍ରସ୍ତୁତ କରି ଜୁନ ୧୫ ଭିତରେ ପ୍ରଦାନ…

ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମିତ ଶିଶୁଙ୍କୁ ପୂର୍ବତଟ ରେଳପଥ ଦେବ ଉପହାର

ନୂୂଆଦିଲ୍ଲୀ: ଭାରତୀୟ ରେଳବାଇ ଦ୍ୱାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ରେ ଶିଶୁ ଜନ୍ମ ହେବା ଖୁସି ଖବର ମିଳୁଛି I ଏହା ଭାରତୀୟ ରେଳବାଇ ପାଇଁ ଅତ୍ୟନ୍ତ ଶୁଭ ଖବର ବୋଲି କୁହାଯାଇଛିI ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ ରେ ତିନିଟି ନବଜାତ ଶିଶୁ ଜନ୍ମ…

ବିଶ୍ୱ ପରିବେଶ ଦିବସ: ଜଳବାୟୁରେ ପରିବର୍ତ୍ତନ ଆଗକୁ ଆହୁରି ମହାମାରୀ ସୃଷ୍ଟି କରିପାରେ !

ବିଶ୍ୱ ପରିବେଶ ଦିବସ ୨୦୨୦: କୋଭିଡ ସଙ୍କଟ ସହ ବିଶ୍ୱ ସଂଘର୍ଷ କରୁଥିବାବେଳେ ଜଳବାୟୁ ପରିବର୍ତ୍ତନର ବିପଦ ଏବଂ ମହାମାରୀ ପାଇଁ ଏହାର ଅର୍ଥ କ’ଣ ହୋଇପାରେ ସେ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ୧୯୭୪ ମସିହାରେ ମିଳିତ ଜାତିସଂଘ ଜୁନ୍ ୫ କୁ ବିଶ୍ୱ ପରିବେଶ ଦିବସ ଭାବରେ ଘୋଷଣା…

କେରଳ ହାତୀ ମୃତ୍ୟୁ ଘଟଣା: ଜଣେ ଗିରଫ

କୋଚି: କେରଳରେ ଏକ ଗର୍ଭବତୀ ହାତୀର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ, ଏକ ଘରୋଇ ଫସଲ ଏବଂ ମସଲା କମ୍ପାନୀର କର୍ମଚାରୀ । ଏହି ମାମଲାରେ ଅଧିକ ଗିରଫ ହେବା ନେଇ…

ଲକଡାଉନ ପ୍ରଭାବ: ଦେଶର ସର୍ବ ବୃହତ ସାଇକେଲ କମ୍ପାନୀରେ ଝୁଲିଲା ତାଲା !

ଭୁବନେଶ୍ୱର: ବନ୍ଦ ହୋଇଗଲା ୬୯ ବର୍ଷ ପୁରୁଣା ସାଇକେଲ କମ୍ପାନୀ 'ଆଟଲାସ'। ଦୀର୍ଘ ବର୍ଷ ଧରି ଆର୍ଥିକ ସଙ୍କଟରେ ଗତି କରୁଥିବା ଏହି କାରଖାନା ବନ୍ଦ ହୋଇଯାଇଛି । ଏହି କାରଣରୁ କମ୍ପାନୀରେ କାର୍ଯ୍ୟ କରୁଥିବା ୭୦୦ରୁ ଅଧିକ କର୍ମଚାରୀଙ୍କ ଜୀବିକା ସଙ୍କଟରେ ଆସିଯାଇଛି । ଗତ କିଛି ବର୍ଷ ଧରି…

କରୋନା ତାଣ୍ଡବ: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୯୮୫୧ ଆକ୍ରାନ୍ତ, ୨୭୩ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

‘ମାଆ, ମୁଁ ଆଲୋକ ଆଉ ମଣିଷ ପଣିଆକୁ ଦେଖିପାରିଲିନି’

ପୁରୀ : ଜନ୍ମ ହେବା ପୂର୍ବରୁ ଅତି ଅମାନୁଷିକ ଭାବେ ହତ୍ୟାର ଶିକାର ହୋଇଥିବା ହାତୀଛୁଆର ମନର କଥା । ମାଆ ମୁଁ ଆଲୋକ ଆଉ ମଣିଷ ପଣିଆକୁ ଦେଖିପାରିଲିନି । ଏହି ବାର୍ତ୍ତା ଦେଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ଏକ ବାଲୁକା କଳା । ଯେଉଁଥିରେ ମାଆ ହାତୀ ଓ…

କର୍ଣ୍ଣାଟକର ହୁବଲ୍ଲିରେ ନିର୍ମାଣ ଚାଲିଛି ବିଶ୍ୱର ଦୀର୍ଘତମ ରେଲଓ୍ୱେ ପ୍ଲାଟଫର୍ମ

କର୍ଣ୍ଣାଟକର ବାଣିଜ୍ୟିକ ରାଜଧାନୀ ତଥା ଦକ୍ଷିଣ-ପଶ୍ମିମ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ଥିବା ହୁବଲ୍ଲିରେ ହେବ ବିଶ୍ୱର ଦୀର୍ଘତମ ରେଲଓ୍ୱେ ପ୍ଲାଟଫର୍ମ  । ଯଦି ଯୋଜନା ମୁତାବକ ସବୁକିଛି ଠିକ୍ ଠାକ୍ ଚାଲେ, ତାହେଲେ ବର୍ଷକ ମଧ୍ୟରେ ଦୀର୍ଘତମ ପ୍ଲାଟଫର୍ମ ତାଲିକାରେ ଏହାର ନାଁ ନିଶ୍ଚିତରୂପେ…